ଆସିଥିଲେ ମନ୍ଦିର , ଖେଳୁଥିଲେ ଜୁଆ 

ବରଗଡ / ପାଇକମାଲ:-ବରଗଡ ଜିଲ୍ଲା ପାଇକମାଲ ଥାନା ଏ ଏସ ଆଇ  ଶ୍ରୀ ଏସ କେ ସାହୁ ନୃସିଂହନାଥକୁ ପାଟ୍ରୋଲିଂ ରେ ଯାଇଥିବା ବେଳେ କିଛି ଯୁବକ ଜୁଆ ଖେଳୁଥିବା ଦେଖିଥିଲେ । ଶ୍ରୀ ସାହୁ ଏନେଇ ଥାନାକୁ ଜଣାଇବା ପରେ ପାଇକମାଲ ପୋଲିସ ଘଟଣା ସ୍ଥଳକୁ ପହଂଛି ଯୁବକ ମାନଙ୍କ ପାଖରୁ ସମୁଦାୟ ତେର ହଜାର…

ବଲାଣି ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ଶବ : ଆତ୍ମହତ୍ୟା ସନ୍ଦେହ

ବଡ଼ବିଲ (ଶାସକ ପ୍ରଶାସକ): ବଲାଣି ଜଙ୍ଗଲରୁ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହକୁ ଉଦ୍ଧାର କରିଛି ସ୍ଥାନୀୟ ପୋଲିସ। ପ୍ରାଥମିକ ଅନୁସନ୍ଧାନରୁ ମୃତଦେହଟି ସୀମାବର୍ତ୍ତି  ଝାରଖଣ୍ଡ ରାଜ୍ୟର କିରିବୁରୁ ଅଞ୍ଚଳରେ ରହୁଥିବା ଋଷଭ ସିଂହଙ୍କର ବୋଲି ଜଣାପଡ଼ିଛି। ପ୍ରକାଶ ଥାଉ କି ଋଷଭ ଗତ ୧୬…

କ୍ୟାପଟେନ ବାଣ୍ଟିଲେ ଆବାସ କାର୍ଯ୍ୟଆଦେଶ ଓ ଭତ୍ତା 

ଧର୍ମଗଡ଼ରୁ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଠାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଦ୍ୱାରା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୨୮ ଗୋଟି ପଞ୍ଚୟତ ର ହିତାଧିକାରୀ ଉପକୃତ ହୋଇଛନ୍ତି । ୨୪୫ ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ,ଇନ୍ଦିରା…

ପୁଜି ପାରିଲେନି ଖୁଦୁରୁକୁଣୀ, ପ୍ରାଣ ନେଇଗଲା ଅତଳ ପାଣି 

କିଶନନଗର ସୁକୁପାଇକା ନଦୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ କିଶନନଗର : କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ବାବୁଜଙ୍ଗ ସଫିପୁର ଗ୍ରାମର ଦୁଇ ନାବାଳିକା ଭଉଣୀ(ଦାଦା ଝିଅ ବଡବାପା ଝିଅ) ଖୁଦୁରୁକୁଣୀ ଓଷା ପାଇଁ ଆଜି ସକାଳୁ ସୁକୁପାଇକା ନଦୀକୁଳକୁ ଫୁଲ ତୋଳିବାକୁ ଯାଇଥିଲେ।…

ପୁଣି ଦେଖାଇଲେ ମଣିଷପଣିଆ ମନ୍ତ୍ରୀ ସୁଶାନ୍ତ ସିଂ 

ରାସ୍ତାରୁ ଦୁଇ ଦୁର୍ଘଟଣାଗ୍ରସ୍ତଙ୍କୁ ଉଦ୍ଧାର କରି କରାଇଲେ ଚିକିତ୍ସା  ସୋହେଲା / ବରଗଡ  :- କୌଣସି ଲୋକଙ୍କୁ ଅସୁବିଧାରେ ପଡିଥିବା ଦେଖିବାକୁ ପାଇଲେ ହଠାତ ତାଙ୍କ ପାଦ ଅଟକିଯାଏ, ଗାଡିର ବ୍ରେକ ଲାଗିଯାଏ | ଦୁର୍ଗତ ବ୍ୟକ୍ତିକୁ ସାହାଯ୍ୟ କରି ତାକୁ ନିଶ୍ଟିତ ସମାଧାନ ବା ଆଶ୍ବସ୍ତି ସ୍ତରରେ…

ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର(ଶାସକ ପ୍ରଶାସକ) – ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କର ସଫଳତା କାମନା…

ଆନ୍ଧ୍ରକୁ ବେଆଇନ  ଭାବେ ବାଲି ଚୋରା-ଚାଲାଣ :  ଧରା ପଡ଼ିଲା ୫ ଟି ଟ୍ରକ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳର ବଂଶଧାରା ନଦୀ ମୁହାଣରୁ ମେସିନ ଦ୍ୱାରା ବାଲି ଉଠାଇ ,  କାଗଜପତ୍ର ଜାଲ କରି ଆନ୍ଧ୍ର ଟ୍ରକ ଯୋଗେ ଆନ୍ଧ୍ରକୁ ଚୋରା ଚାଲାଣ ହେଉଥିବା ବେଳେ  ୫ଟି ଟ୍ରକ ଧରାପଡ଼ିଛି । ରାତାରାତି ପୁରୄଟିଗୁଡା ସ୍ଥିତ ବଂଶଧାରା ନଦୀ…

ବିଜୁ ଏକ୍ସପ୍ରେସ ୱେ ରେ ଦୁର୍ଘଟଣା:ଆହତ ଗାଈକୁ ଚିକିତ୍ସା କଲେ ସ୍ଥାନୀୟ ଯୁବକ

ଖବର ପାଇ ପହଁଚିଲେ ଉପଜିଲ୍ଲାପାଳ ବରଗଡ / ପଦ୍ମପୁର ( Gouranga Das )ଆଜି ବିଳମ୍ୱିତ ରାତି ପଦ୍ମପୁର କଲେଜ ରୋଡ଼ରେ ଏକ କାର ଗୋଟେ ଗାଈକୁ ଧକ୍କା ମାରି ଚାଲିଯାଇଥିଲା । ଗାଈ ଟି ଗୁରୁତର ଅବସ୍ଥାରେ ପଡିଥିବା ଦେଖି କିଛି ସ୍ତାନୀୟ ଯୁବକ ତୁରନ୍ତ ଗାଈ ପାଖକୁ ପହଂଛି ବିଳମ୍ବ ନକରି ତାର…

ନୟାଗଡ ନୂତନ ଜିଲାପାଳଙ୍କ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ

ନୟାଗଡ(ବିଶ୍ୱଜିତ ନାୟକ)-ନୟାଗଡ ର ନୂତନ ଜିଲ୍ଲାପାଳ ଭାବେ ଡ.ପୋମା ଟୁଡୁ ଗତ କଲି ତା.୧୬.୦୮.୧୯ରିଖ ସନ୍ଧ୍ୟା ସମୟରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି I ଡ.ଟୁଡୁ ନୟାଗଡର ୨୭ତମ   ଜିଲ୍ଲାପାଳ ତଥା ୨ୟ ମହିଳା ଜିଲ୍ଲାପାଳ ଭାବେ ନୟାଗଡର କାର୍ଯ୍ୟଭାର ଗ୍ରହଣ କରିଛନ୍ତି I ଆଜି…

ମୋବାଇଲର ବ୍ୟାଟେରୀ ବ୍ଲାଷ୍ଟରେ ନାବାଳକ ଗୁରୁତର

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚିଂଦେଇକେଲା ପଞ୍ଚାୟତ ମାଲପଡା ଗ୍ରାମର ମଧୁବନ ଭୋଇ ଙ୍କର ପୁଅ ଆଜି ସନ୍ଧ୍ୟାରେ ଏକ ମୋବାଇଲ ଧରି ଖଳୁଥିବା ସମୟରେ ମୋବାଇଲ ର ବେଟ୍ରି ରେ ବ୍ଲାଷ୍ଟ ହେବାରୁ ମହୁବନ ଙ୍କର 12 ବର୍ଷର ପୁଅ ପବିତ୍ର ଭୋଇ ଗୁରୁତର ଆହତ ହୋଇଛନ୍ତି । ପବିତ୍ରର ଦୁଇ ହାତ…