Sign in
Sign in
Recover your password.
A password will be e-mailed to you.
ବଦଳିଲେ ଦୁଇ ଜିଲ୍ଲାର ଜିଲ୍ଲାପାଳ : ସରୋଜ ସାମଲଙ୍କୁ ଝାରସୁଗୁଡା, ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ବରଗଡ଼ ଜିଲ୍ଲା ଦାୟିତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ) ବଦଲିଲେ ବରଗଡ ଓ ଝାରସୁଗୁଡା ଜିଲ୍ଲାପାଳ । ବରଗଡ଼ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ବଦଳି କରାଯାଇ ତାଙ୍କୁ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବରିଷ୍ଠ…
ଯାଞ୍ଚ ସାରିଲାଣି ୩୬.୮୮ ଲକ୍ଷ, ଚିହ୍ନଟ ହେଲେଣି ୨.୬୬ ଲକ୍ଷ ଅଯୋଗ୍ୟ ‘କାଳିଆ’ ହିତାଧିକାରୀ
ରାଜ୍ୟରେ ୨ ଲକ୍ଷ ୬୬ ହଜାର ଅଯୋଗ୍ୟ ‘କାଳିଆ’ ହିତାଧିକାରୀ ଚିହ୍ନଟ ହୋଇ ସାରିଲେଣି। ଆସନ୍ତା ୨୭ ତାରିଖ ସୁଦ୍ଧା ପଞ୍ଚାୟତ ସ୍ତରରେ, ୩୧ ତାରିଖ ବ୍ଳକ୍ ଓ ଜିଲ୍ଲା ସ୍ତରର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କାମ ସରିବ। ରାଜ୍ୟରେ ସମୁଦାୟ ୫୧ ଲକ୍ଷ ଚାଷୀଙ୍କୁ ‘କାଳିଆ’ ଯୋଜନାରେ ସାମିଲ କରାଯାଇଥିବା…
ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ
ଜଗତସିଂହପୁର:(ରମେଶ ମହାନ୍ତି)- ବୁଧବାର ବିଳମ୍ବିତ ରାତିରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ଅଗ୍ନି୍କାଣ୍ଡ ଘଟିଥିବା ଜଣାପଡିଛି।ସୂଚନାନୁଯାୟୀ ରାତି ପ୍ରାୟ ୨ଟା ବେଳେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ପୁରାପୁରି ଧୂଆଁମୟ…
ଦୁଇ ବିଭାଗ ଭିତରେ ବାଡ଼ ପଡିବ : ଉଚ୍ଚସ୍ତରୀୟ ବୈଠକରେ ହେଲା ନିଷ୍ପତ୍ତି
ଭୁବନେଶ୍ୱର(ଶାସକ ପ୍ରଶାସକ) ଦୀର୍ଘ ଦିନର ସମ୍ପର୍କରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡିବ | ଦୁଇ ବିଭାଗ ମଧ୍ୟରେ ପଡିବ ବାଡ଼ | ଆଜି ଉଚ୍ଚଶିକ୍ଷା ଓ ସ୍କୁଲ- ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆ ଯାଇଛି |
ଯୁକ୍ତ ୩ ମହାବିଦ୍ୟାଳୟରୁ ଯୁକ୍ତ-୨କୁ ପୃଥକ…
ହାଇୱା ପଛ ପଟେ ଧକ୍କା ହେଲା ବାଇକ : ବାଇକ ଆରୋହୀଙ୍କ ମୃତ୍ୟୁ
କନ୍ଧମାଳ/ ଗଗନ ପ୍ରଧାନ : ଦାରିଂବାଡ଼ି ଠାରେ ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥଲିକ ଚର୍ଚ୍ଚ ସମ୍ମୁଖରେ ହାଇୱାକୁ ପଛପଟୁ ବାଇକ ଧକା ଦେବା ଦ୍ୱାରା ଘଟଣା ସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକଚାଳକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଡ଼ବେରୀ ଗ୍ରାମର ଅଜିତ ମଲିକ…
ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ : ୨୬ ଦିନ ପରେ କବର ତଳୁ ବାହାର କରାଗଲା ଶବ
ଘୁ. ଉଦୟଗିରି/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅନ୍ତର୍ଗତ କେ. ନୁଆଗାଁ ବ୍ଲକ କୁଡୁପାକିଆ ଗ୍ରାମରେ 26 ଦିନ ପରେ ସମାଧିରୁ ଖୋଳାଗଲା ଗଳିତ ଶବ | ଏ ଘଟଣାକୁ ନେଇ ଏ ଅଂଚଳରେ ଚଞ୍ଚଲ୍ୟ ଖେଳି ଯାଇଛି.|
ସୂଚନା ଅନୁଯାୟୀ ଶିରିତୀଗୁଡ଼l ପଞ୍ଚାୟତ କୁଡ଼ୁପାକିଆ ଗ୍ରାମର ମୃତ ପେଦ୍ର ଦିଗାଲ 58…
ରାଜନୀତିରୁ ଊର୍ଦ୍ଧ୍ବରେ ଉଠି ଲୋକଙ୍କ ସେବା କରିବାକୁ ରଘୁନନ୍ଦନଙ୍କ ଆହ୍ୱାନ
ବାଲିକୁଦା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯାଜନା କାର୍ଯ୍ୟାଦେଶ ବଣ୍ଟନ
ଜଗତସିଂହପୁର:(ରମେଶ ମହାନ୍ତି)- ଆଜି ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି ଆବାସ ବଣ୍ଟନ ମେଳାରେ ବାଲିକୁଦା-ଏରସମା ବିଧାୟକ ତଥା…
” ମହାପୁରୁ ଆମର ମନ୍ତିରୀ ସୁଶାନ୍ତ କେ ସବୁଦିନ ଭଲସେ ରଖି ଥାଉନ । “
ଅଚାନକ ଆହାର କେନ୍ଦ୍ରରେ ପହଁଚିଲେ ମନ୍ତ୍ରୀ ସୁଶାନ୍ତ ସିଂ
ବରଗଡ / ସୋହେଲା :- ସକାଳୁ ସକାଳୁ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ଭେଟିବାକୁ ଆସିଥାନ୍ତି ଏକ ବୃଦ୍ଧ ଦମ୍ପତ୍ତି | ଏହି ବୃଦ୍ଧ ଦମ୍ପତ୍ତିଙ୍କୁ ଦେଖି ମନ୍ତ୍ରୀ ଶ୍ରୀ ସିଂ ତୁରନ୍ତ ଡକାଇଲେ…
ବିଧାୟକ ବାଣ୍ଟିଲେ ୩୩୦ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ
ପଦ୍ମପୁର/ଶାସକପ୍ରଶାସକ- ଆଜି ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ଭତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଂଟନ କାର୍ଯ୍ୟକ୍ରମ ଅନୁସ୍ଥିତ ହୋଇଯାଇଛି । ଏଥିରେ ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ହିତାଧିକାରୀଙ୍କୁ ଭତା ଓ…
ସରକାର ବାହାଦୁର : ଏ ଗୁଡା କଣ ଆଖିକୁ ଭଲ ଲାଗୁଛି !!!!
ଖଟିଆ ଭରାରେ ବୁହା ହେଉଛନ୍ତି ଗର୍ଭବତୀ ମହିଳା
ଆଉ କେତେ ଯୁଗ ଲାଗିବ ଏମାନଙ୍କୁ ରାସ୍ତାଟେ ପାଇବା ପାଇଁ
କଳାହାଣ୍ଡି/ Aditya Mohanty :କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଠାରେ ପୁଣି ଷ୍ଟେ ଚର୍ ବୁହା ହେଲେ ଗର୍ଭବତୀ ମହିଳା ଲ ରାସ୍ତା ନଥିବାରୁ ଜଙ୍ଗଲୀ ରାସ୍ତା ଦେଇ ନାଳ…