ଛି ଛି , ଏ କି ମାନସିକତା : ଝିଅଛୁଆ ଜନ୍ମ କରି ଫିଙ୍ଗିଦେଲେ

0

ସିନାପାଲି/ନିରାକାର ମେହେର : ସରକାର ବେଟି ବଚାଓ ବେଟି ପଢ଼ାଓ ର ନାରା ଲଗାଉ ଓ ବିଭିନ୍ନ ସରକାରୀ ବେସରକାରୀ ହସ ପିଟଳ କୁ କନ୍ୟାଭୃଣ ହତ୍ୟା ପାଇଁ ରୋକ ଲଗଉଥିବା ବେଳେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି କା ପସି ଗାଁ ରେ !ଲୋକ ସୂଚନା କ୍ରମେ ଆଜି ସକାଳୁ ଏକ କନ୍ୟାର ମୃତଦେହ ମିଳିଛି ଏକ ନାଲ ପାଖରୁ !ହସ୍ପିଟାଲ ରୁ ନାଲ ର ଦୂରତା 200ମିଟର ହୋଇଥିବା ବେଳେ କେହି ଦୃବୁତ ଏକ କନ୍ୟା ଜନ୍ମ ହେଇଥିବା ରୁ ସେ ନାଳ ପାଖରେ ଫିଙ୍ଗିଥିବା ଜଣାପଡିଛି !ଏହି ଘଟଣା ଜାଣିବା ପରେ ଲୋକ ଙ୍କ ଗହଳି ଲାଗିଯାଇଥିଲା ଓ ଶେଷ ରେ ପୋଲିସ ବାବୁ ଙ୍କ ଦର୍ଷନ ମିଳିଥିଲା ଓ ପୋଲିସ ବାବୁଙ୍କୁ ପଚାରିବାରୁ ତଦନ୍ତ କରୁଛୁ ପରେ ଜଣାଇବୁ ବୋଲି କହିଥିଲେ ।

Leave A Reply

Your email address will not be published.