୬ଷ୍ଠ ସୁଧିର  ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ :ବୀରମହାରାଜାପୁରକୁ ହରାଇ ସମ୍ବଲପୁର ଚାମ୍ପିୟନ ।

ବୀରମହାରାଜପୁର - (ବିନୋଦ  ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର କମିରା ପଞ୍ଚାୟତ ଖେଳପଡିଆରେ ଚାଲିଥିବା   ୬ଷ୍ଠ ସୁଧିର ସ୍ମାରକୀ  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚରେ ବୀରମହାରାଜାପୁର ବାଘାସକୁ ହରାଇ ଏମଏସସିସି…

ଭିଜିଲାନ୍ସ ଖାପଚରେ ଆଇଟିଡିଏ ସହକାରୀ ଯନ୍ତ୍ରୀ 

ଦୁର୍ନୀତିର ଗନ୍ତାଘର ପାଲଟିଛି ଆଇଟିଡିଏ : ଆଦିବାସୀଙ୍କ ଅର୍ଥ ହେଉଛି ମହା ଲୂଟ  ବାରିପଦା (ଦିଲ୍ଲୀପ ମହାନ୍ତି)ମୟୂରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ଏକାଧିକ ଅସାଧୁ ଦୁର୍ନୀତି ଖୋର କର୍ମଚାରୀ ଭିଜିଲାନ୍ସ…

ଘରେ ପଶି ଚୋରି ଘଟଣା: ୫ ଗିରଫ

ବରଗଡ :- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡେନ ଥାନା ଅନ୍ତର୍ଗତ ଦରଳିଗୁଡା ଗ୍ରାମର ଲେକ୍ରୁ ସାହୁ ବୁଡେନ ଥାନାରେ ଅଭିଯୋଗ କରିଥିଲେ ଯେ ସେ ଓ ତାଙ୍କର ପରିବାର ବିଲ କୁ କାମ କରିବା ପାଇଁ ଯାଇଥିବା ସମୟରେ ତାଙ୍କ ଘରର ତାଲା ଭାଙ୍ଗି ସୁନା ଗହଣା ସହିତ ନଗଦ ଟଙ୍କା ଓ ଦୁଇଗୋଟି ମୋବାଇଲ ଫୋନ…

୬୭ତମ ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଆଥେଲେଟିକ ଆସୋସିଏସନ ଅନୁକୂଲ୍ୟରେ ବାରିପଦା ଷ୍ଟାଡ଼ିୟମ ପରିସରରେ ଆଜି ୬୭ତମ ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼କୁଦ ପ୍ରତିଯୋଗିତା -୨୦୧୯ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରିଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ କ୍ରୀଡ଼ା ଅନୁଷ୍ଠାନ, …

କନ୍ଧମାଳକୁ ରେଳପଥ ସଂଯୋଗ ନେଇ ନୂଆଦିଲ୍ଲୀରେ ରେଳ ଅଧିକାରୀଙ୍କୁ ଭେଟି ଦାବି  ଜଣାଇଲେ ରାଧାମୋହନ

 ଭୁବନେଶ୍ୱର (ଶାସକ ପ୍ରଶାସକ) କନ୍ଧମାଳ ଜିଲ୍ଲାରେ ଅତ୍ୟାବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ଏକ ଜନ ଆନ୍ଦୋଳନ ଗଢିତୋଳିଥିବା କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧାମୋହନ ମହାପାତ୍ର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପୁରଣ ହେବା ପରେ ଏବେ ଜିଲ୍ଲାକୁ ରେଳ ସଂଯୋଗ ପାଇଁ ଉଦ୍ୟମ ଆରମ୍ଭ…

“ବିନା ଗ୍ରାମସଭାରେ ସରକାରୀ ଜମିକୁ ରାମକୋ କେମିତି  ଜବରଦଖଲ କଲା ?”

ରାମକୋର ଶହ ଶହ ଏକର ଜବର ଦଖଲ ଜମିକୁ ଆଇନ ସମ୍ମତ କରିବା ପାଇଁ ସ୍ମିତାରାଣୀକୁ କରାଯାଇଛି  ହତ୍ୟା କେବଳ ସିବିଆଇ ତଦନ୍ତ ହେଲେ ସ୍ମିତାରାଣୀକୁ ନ୍ୟାୟ ମିଳିପାରିବ :ବିଜେପି ଭୁବନେଶ୍ୱର,(ଶାସକ ପ୍ରଶାସକ): ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୪ଟି ଂଚାୟତ- ଧର୍ମଶାଳା, ହରିଦାସପୁର,…

ମୁଖ୍ୟମନ୍ତ୍ରୀ ଓଡିଶାରେ ଜାତୀୟ ନାଗରିକ ପଂଜିକାକୁ ଲାଗୁ ନକରିବା ପାଇଁ କହିବା ପଛର ରହସ୍ୟ କଣ ?

ଓଡିଶାରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁ ବୋଲି ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି କି : ଖାରବେଳ  ଭୁବନେଶ୍ୱର(ଶାସକ ପ୍ରଶାସକ): ଭାରତବର୍ଷର ଅନେକ ବିଦେଶୀ ରହିଛନ୍ତି । ଭାରତରେ ବାହର ଲୋକ କିଏ ସେମାନଙ୍କୁ ଚିହ୍ନିବାର କୌଣସି ବ୍ୟବସ୍ଥା ନାହିଁ । ରାଷ୍ଟ୍ର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାତୀୟ…

ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ତରଫରୁ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଦେଲେ ୧୦ ଦଫା ସମ୍ବଳିତ ଦାବିପତ୍ର, ପୁରାଣ ନହେଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ଅଚଳ କରିବାକୁ ଚେତାବନୀ  ରାୟଗଡ(ସରୋଜ ସାହୁ): ବୁଧବାର ଦିନ ରାୟଗଡ ଜିଲ୍ଲା ନିର୍ମାଣ ଶ୍ରମିକ ମହାସଙ୍ଘ ଦ୍ୱାରା ୧୦ ଦଫା ଦାବୀ ନେଇ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ନିର୍ମାଣ ଶ୍ରମିକ ଓ ସେମାନଙ୍କ କର୍ମକର୍ତା…

ଚାଷୀର ଦୁଖ ବୁଝିବ କିଏ, ସରକାର ନା ଆଉ କିଏ।

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:- ଆଞ୍ଚଳିକ କୃଷକ ମହାସଂଘ ମାଣ୍ଡୋସିଲ ର ଚାଷୀ ମାନଙ୍କୁ ନେଇ ଜାମସେଠ ଆର ଆଇ ଅଫିସ ସମନାରେ ଧାନ କାର୍ଡ ସମସ୍ୟା ନେଇ ଆଜି ସକାଲ୧୦ଟା ରୁ ଚାଷୀମାନେ ଧାରଣାରେ ବସିଛନ୍ତି। ଜାମସେଠ ସୋସାଇଟି ଅଧିନରେ ଧାନ ବିକ୍ରୟ ପାଇଁ କରାଯାଇଥିବା ଧାନ କାର୍ଡ ସମସ୍ତ କାଗଜ…

୨୦୧୯-୨୦ ଖରିଫ ଧାନ ସଂଗ୍ରହ: ଆଜି ସୁଦ୍ଧା ୧୪୧୫୪୦ ଚାଷୀଙ୍କଠାରୁ ୯୬୧୧୦୨୪ କ୍ୱିଣ୍ଟାଲ୍ ଧାନ ସଂଗ୍ରହ

ଗତ ବର୍ଷ ଆଜି ଦିନ ତୁଳନାରେ ୪୩ ପ୍ରତିଶତ ଅଧିକ  ଧାନ ସଂଗ୍ରହ ଭୁବନେଶ୍ୱର, (ଶାସକ ପ୍ରଶାସକ) :ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ଖରିଫ ଧାନ ସଂଗ୍ରହ କାର୍ଯ୍ୟକ୍ରମରେ ଆଜି ସୁଦ୍ଧା ୧ ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧…