Sign in
Sign in
Recover your password.
A password will be e-mailed to you.
ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ମୋଟର ଭେହିକଲ ନୂତନ ଆଇନ ଉପରେ ସମୀକ୍ଷା
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ଯୋଜନା , ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆଜି ପାରଳାଖେମୁଣ୍ଡି ଗ୍ରସ୍ତରେ ଆସି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ କେନ୍ଦ୍ର ସରକାରଙ୍କ ନୂତନ ମୋଟର ଭେହିକଲ ଆଇନ କାର୍ଯ୍ୟକାରିତା ଓ ଜିଲ୍ଲାର ବିଭିନ୍ନ ଯୋଜନା…
ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁ ନେଇ ମାଗୁଥିଲା ବଟି : ବନ୍ଧା ହେଲା ଧୂର୍ତ୍ତ ଯୁବକ
ବରଗଡ :- ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ନାମରେ ଅଫିସରମାନଙ୍କୁ ଧମକେଇ ବଟି ଅସୁଲ କରୁଥିବା ଅଭିଯୋଗରେ ଜଣେ ଯୁବକ ବରଗଡ଼ ପୋଲିସ ହାତରେ ଧରା ପଡ଼ିଛି। ଧରା ପଡ଼ିଥିବା ଯୁବକ ଜଣକ ଦେବଗଡ଼ ଜିଲ୍ଳା ପ୍ରଭାଶୁଣି ଗାଁର ସୁଶାନ୍ତ କୁମାର ରଣଜିତ ଓରଫ…
୧୫୦ତମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ଜଗତସିଂହପୁର:(ରମେଶ ମହାନ୍ତି):-ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସଂସ୍କୃତି ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ୧୫୦ତମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ନିମନ୍ତେ ଆଜି (ବୁଧବାର) ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ…
ଭଦ୍ରକ ପୁରୁଣାବଜାର ଥାନା ହମଲା ; ଲୁଗା ଦୋକାନୀଙ୍କ ସହ ୩୦୦ ଲୋକଙ୍କ ନାମରେ ମାମଲା ରୁଜୁ ! ଗିରଫ୍ କେବେ ?
ଭଦ୍ରକ(satya bhusan swami) ; ଭଦ୍ରକ ପୁରୁଣା ବଜାରରେ ଜଣେ ଦୋକାନୀକୁ ନେଇ ହୋଇଥିବା ଗଣ୍ଡୋଗଳ ଏବଂ ପରେ ପୁଲିସ ଓ ଜନତା ମୁହାଁ ମୁହିଁ ଘଟଣାରେ ଥାନା ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ୨ଘଣ୍ଟା ମଧ୍ୟରେ ବଦଳି କରାଯାଇଥିଲା । ଜଣେ ଏଏସ୍ଆଇ ଓ ଜଣେ କନେଷ୍ଟବଳଙ୍କୁ ମଧ୍ୟ ନିଲମ୍ବନ କରାଯାଇଥିଲା…
ଅଳିଆ ମୁକ୍ତ କରିବା ପରେ “ଉତ୍କଳ”ର ଭିତ୍ତିଭୂମି ସଜାଡି଼ବା ପାଇଁ ଅଂଟା ଭିଡିଛନ୍ତି ଅରୁଣ
ଲଗାତାର ଭାବେ ବାଣୀ ବିହାର (ଉତ୍କଳ ବିଶ୍ୱବିଦ୍ୟାକୟର) ବିଭିନ୍ନ ଛାତ୍ରାବାସରେ ଆସ୍ଥାନ ଜମାଇ ବିଶ୍ୱବିଦ୍ୟାଳୟ ଭିତରେ ଅସ୍ଥିରତା ସୃଷ୍ଟି କରିବା ସହ ଶୈଖିକ ପରିବେଶକୁ ପ୍ରଦୂଷିତ କରି ଆସୁଥିବା ଅଣଛାତ୍ର ମାନଙ୍କୁ କ୍ୟାମ୍ପସରୁ ବିଦା କରାଯିବା ପରେ ଏଥିପାଇଁ ବିଭିନ୍ନ ଦଳର ପ୍ରଭାବଶାଳୀ …
ଅସୁରାଘାଟି ରାସ୍ତାରେ ଟଙ୍କା ଲୁଟ ଘଟଣାରେ ୩ ଗିରଫ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗତ ୧୭ ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ଼ ବ୍ଲକ ଅନ୍ତର୍ଗତ ଅସୁରାଘାଟି ରାସ୍ତାରେ ହୋଇଥିବା ଟଙ୍କା ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ପୋଲିସ୍ ଗିରଫ କରିବା ସହ ସେମାନଙ୍କ ଠାରୁ ସମସ୍ତ ଲୁଟ ଟଙ୍କା , ମୋବାଇଲ ଓ ଅନ୍ୟାନ୍ୟ ସବୁ ଜବତ…
ଭୁବନେଶ୍ୱର-ଦୁବାଇ-ଭୁବନେଶ୍ୱର ସିଧା ବିମାନ ସେବା ପାଇଁ ଧର୍ମେନ୍ଦ୍ରଙ୍କ ପତ୍ର
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମବୀ ହରଦୀପ୍ ସିଂ ପୁରୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ
ୟୁଏଇର ବିଭିନ୍ନ ଅଂଚଳରେ ପ୍ରାୟ ୧୫ ହଜାରରୁ ଉଦ୍ଧ୍ୱର୍ ଓଡିଆ ଲୋକ ବସବାସ କରୁଛନ୍ତି
ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡିଶାର ଯାତ୍ରୀଙ୍କ ସୁବିଧା ତଥା ଓଡିଶାର…
ରେଡକ୍ରସ ତାଲିମ ଶିବିର ପାଇଁ ପ୍ରସ୍ତୁତି ବୈଠକ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ନାକଟିଦେଉଳ କଲେଜରେ ଆସନ୍ତା ୩୦ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ତଃ ମହାବିଦ୍ୟାଳୟ ରେଡକ୍ରସ ତାଲିମ ଶିବିର ଅନୁଷ୍ଠିତ ହେବ I କଲେଜ ରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି Iଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ …
ଟ୍ରେନରେ କଟି ବୃଦ୍ଧାଙ୍କ ମୃତ୍ୟୁ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ପୂର୍ବତଟ ରେଳ ପଥ ର ଯୁଜୁମୁରା ରେଳ ଷ୍ଟେସନ ଠାରୁ ୪ କିମି ଦୂରରେ ଟ୍ରେନ ରେ କଟି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି I ମୃତକ ଜଣକ ହେଲେ ଯୁଜୁମୁରା ଥାନା ଅନ୍ତର୍ଗତ ଅନ୍ଧାରି ଗାଁର ଅରକ୍ଷିତ ସୁହୁକା I ଆଜି ରେଢାଖୋଲ ଆରପିଏଫ ଘଟଣାସ୍ଥଳକୁ ଯାଇ…
ବିଲୁଆଖାଇ ନଦୀ ପଠାରେ ଅଖା ଭିତରୁ ମିଳିଲା ଯୁବତୀଙ୍କ ଶବ
ଜଗତସିଂହପୁର:(ରମେଶ ମହାନ୍ତି):- ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ନୂଆପାରି ନିକଟସ୍ଥ ବିଲୁଆଖାଇ ନଦୀ ପଠାରୁ ଅଖା ଭିତରେ ବନ୍ଧା ହୋଇ ପଡିଥିବା ଜଣେ ଯୁବତୀଙ୍କ ଶବ ମିଳିଛି । ଯୁବତୀଙ୍କ ନାଁ ନିହାରିକା ପାତ୍ର ଓ ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ। ତେବେ ସେ କଟକର ଏକ ଘରୋଇ…