ମେଲଛାମୁଣ୍ଡା ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ମେଲଛାମୁଣ୍ଡା, (ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସଂସ୍ଥା ସୋହେଲା ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରୀ ମିଶ୍ରଙ୍କ ସଭାପତୀତ୍ୱରେ ଅନୁଷ୍ଠିତ …

ଧର୍ମପ୍ରାଣା ସମାଜସେବୀ ବୃଦ୍ଧାଙ୍କ ପରଲୋକ

ମେଲଛାମୁଣ୍ଡା(ମନୋଜ ଭୋଇ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଝାଙ୍କରପାଲି ଗ୍ରମାରେ ଶୁକ୍ରବାର ସଂଧ୍ୟାରେ ଗ୍ରାମର ଜଏଲ ବରିହାଙ୍କ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଲକୁ ତାଙ୍କୁ ୬୨ବର୍ଷ ହେଉଥିଲା । ସ୍ୱର୍ଗତ  ବରିହା ଅଂଚଳର ଜଣେ ଧର୍ମପରାୟଣା ନାରୀ ଭାବେ ବେଶ ଜଣାଶୁଣା ଥିଲେ ।…

ଜିଲ୍ଲା ଭାଜପାର ସାଙ୍ଗଠନିକ ନିର୍ବାଚନ କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଗାମୀ ନିର୍ବାଚନ ସବୁକୁ ଦୃଷ୍ଟି ଆଗରେ ରଖି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା  ଭାଜପା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ନିର୍ବାଚନ କର୍ମଶାଳା  ଅନୁଷ୍ଠିତ ହୋଇ ଯାଇଛି ।  ଭାଜପା ଜିଲ୍ଲା ସଭାପତି…

ସେବା ସପ୍ତାହ ଅବସରରେ ବିଜେପି ତରଫରୁ ରକ୍ତ ଦାନ ଶିବିର

ଗାଇସିଲେଟ / କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେବା ସପ୍ତାହ ଆବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିରରେ ମୁଖ୍ୟ ଅତିଥି ଭାବେ…

ରାଜଧାନିଥି ନୂଆଁଖାଇ

ବରଗଡ / ଭୁବନେଶ୍ୱର :- ପଶ୍ଚିମ ଓଡ଼ିଶାର ଗଣାପର୍ବ ନୂଆଁଖାଇ । ନୂଆଁଖାଇ ପରେ କେବଳ ପଶ୍ଚିମ ଓଡିଶା ନୁହଁ ଦେଶର  ଓ ବିଦେଶର  ବିଭିନ୍ନ ସ୍ଥାନରେ ରହୁଥିବା ପଶ୍ଚିମ ଓଡିଶା ବାସୀ ଅତି ଆଡମ୍ବରରେ ନୂଆଁଖାଇ ଭେଟ ଘାଟ ର ଆୟୋଜନ କରିଥାନ୍ତି । ନିଜର ମାଁ ମାଟି ପ୍ରତି ପ୍ରେମ ଓ ନିଜର ସଂସ୍କୃତି ଓ…

ଓଡ଼ିଶା ବନ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ଦାୟିତ୍ୱ ନେଲେ ଦେବାଶିଷ 

ଭୁବନେଶ୍ୱର(ଶାସକ ପ୍ରଶାସକ): ବନ ଉନ୍ନୟନ ନିଗମର ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜୁ ଜନତା ଦଳର  ଟାଣୁଆ ଯୁବ ସଂଗଠକ  ଶ୍ରୀ ଦେବାଶିଷ ମଲ୍ଲିକ ଆଜି ଦାୟିତ୍ୱ ଗ୍ରହଣ କରଛନ୍ତି | ନିଗମର ଅଧ୍ୟକ୍ଷ ଡ. ଗଗନ କୁମାର ଧଳ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ମଲ୍ଲିକଙ୍କୁ ସ୍ୱାଗତ ଜଣାଇଥିଲୋ ଶ୍ରୀ ମଲ୍ଲିକ…

ଅସ୍ଥାୟୀ ବନ କର୍ମଚାରୀ ସ୍କ୍ୱାଡ଼ଙ୍କ ଦୁଃଖ ବୁଝିଲେ ମନ୍ତ୍ରୀ ସୁଶାନ୍ତ  

ଶ୍ରମିକମାନଂକ ସୁଖ ଦୁଃଖର ସାଥି ମନ୍ତ୍ରୀ ସୁଶାନ୍ତ ସିଂ ଅସ୍ଥାୟୀ ବନ କର୍ମଚାରୀଙ୍କ ପାରିଶ୍ରମିକ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ       ବରଗଡ /ଭୁବନେଶ୍ୱର :- ଜଙ୍ଗଲ ଏବଂ ପରିବେଶ ବିଭାଗ ଅଧୀନରେ ବର୍ତମାନ 7000ରୁ  ଅଧିକ ପାରା ଗାର୍ଡ ହିସାବରେ ନିୟୋଜିତ ହୋଇ  ଅତ୍ୟନ୍ତ…

ବଲାଣି ପୋଲିସ ହାତରେ ବାଇକ ଚୋର : ହୋଣ୍ଡା ସାଇନ ଜବତ

ବଡ଼ବିଲ : (ଶାସକ ପ୍ରଶାସକ) : ବଲାଣି ପୋଲିସ ହାତରେ ଆଜି ଜଣେ ବାଇକ ଚୋର ଧରାପଡିଛି। ଅଭିଯୁକ୍ତ ଜଣକ ହେଲା ପଶ୍ଚିମବଙ୍ଗ ମୁର୍ଶୀଦାବାଦ୍ ଅଂଚଳର ଚାଇନା ଓରଫ ମୁସ୍ରାଲିମ ଶେଖ(୨୭)। ସେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳରେ ରହୁଥିଲା। ପୋଲିସ ତାଠାରୁ ଏକ ହୋଣ୍ଡା ସାଇନ ବାଇକକୁ ଜବତ କରିଛି।…

” ଇତିଶ୍ରୀ ଭଳି ତତେ ବି ମାରିଦେବୁ” ଧମକ ମାମଲା  : ଶେଷରେ ବନ୍ଧା ହେଲେ ଅଭିଯୁକ୍ତ ପ୍ରଧାନଶିକ୍ଷକ 

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : ଶେଷରେ ବନ୍ଧା ହେଲେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ | ନିଜ ସହଯୋଗୀ ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା  ଦେଇଥିବା ଅଭିଯୋଗରେ  କନ୍ଧମାଳ ଜ଼ିଲ୍ଲା କେ.ନୂଆଗାଁ ଥାନ ଅଧୀନସ୍ଥ କୁଡୁତୁଲି ସେବାଶ୍ରମର ପ୍ରଧାନ ଶିକ୍ଷକଙ୍କୁ  ପୁଲିସ ଗିରଫ କରିଛି.|…