Sign in
Sign in
Recover your password.
A password will be e-mailed to you.
ତୈଳିକ ବେଶ୍ୟ ସମାଜର ବୈଠକ ଅନୁଷ୍ଠିତ
ପଦ୍ମପୁର (ଶାସକ ପ୍ରଶାସକ) ସର୍ଗିବାହାଲ ଗ୍ରାମପଂଚାୟତ ଢୋଳବନ୍ଧଗ୍ରାମଠାରେ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପ୍ରାଙ୍ଗଣରେ ତୈଳିକ ବେଶ୍ୟ ସାହୁ ସମାଜ ଢୋଳବନ୍ଧ କେନ୍ଦ୍ରର ଏକ ସାଧାରଣ ବୈଠକ ଗାଁର ଗୈାନ୍ତିଆ ଯୁଗଲ ଚରଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଢୋଳବନ୍ଧ କେନ୍ଦ୍ର…
ଚମ୍ପୁଆ ତହସିଲଦାରଙ୍କ ନିଆରା ପ୍ରୟାସ :ଗରିବ ଲୋକଙ୍କୁ ଖାଇବାକୁ ଦେଲେ, ନିଜେ ଖାଇଲେ।
ଚମ୍ପୁଆ(ଶାସକ ପ୍ରଶାସକ) ପବିତ୍ର ବଡଦିନ ଅବସରରେ ସମସ୍ତେ ଭୋଜିଭାତ କରି ଉପଭୋଗ କରୁଥିବା ବେଳେ ଚମ୍ପୁଆ ତହସିଲଦାର ଆଲୋକ କୁମାର ପଟେଲ ଏକ ପ୍ରଶଂସନୀୟ କାର୍ଯ୍ୟ କରି ଆଲୋଚନାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି। ଆଜି ଚମ୍ପୁଆ ଏନ୍ଏସିର ଆହାର କେନ୍ଦ୍ର ପରିଦର୍ଶନ କରିବା ସହ ସମସ୍ତ ମିଲ୍ କୁ ଗରିବ…
ସାବାସ ଶଗଡ଼ବାସା ବାସିନ୍ଦାଙ୍କୁ : ଏମାନଙ୍କଠୁ କିଛି ଶିଖିବାର ଅଛି
ଲୋକଙ୍କୁ ଦେଲେ ସଚେତନତାର ବାର୍ତ୍ତା, ସରକାରଙ୍କୁ ଦେଲେ ଉଦାସୀନତାର ଜବାବ
ଯେତେ ସାବାସ କହିଲେ ବି କାମ ହେବ ଶଗଡ଼ବାସା ବାସିନ୍ଦାଙ୍କୁ | ବାସ୍ତବରେ ଏମାନଙ୍କଠୁ କିଛି ଶିଖିବାର ଅଛି | ଏମାନେ ଏମିତି କାମ କରିଛନ୍ତି ଯାହା ଯେଉଁଥିରେ ଅଛି ପ୍ରଶାସନ ବିରୋଧରେ ପ୍ରତିବାଦର ସ୍ୱର, ଲୋକଙ୍କୁ…
ସର୍ବଭାରତୀୟ ଲତୁରପଙ୍କ କ୍ରିକେଟ କପ୍ : ରାୟପୁରକୁ ହରାଇ ସମ୍ବଲପୁର ସେମିରେ ।
ବୀରମହାରାଜପୁର --(ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଲତୁରପଙ୍କ ହାଇସ୍କୁଲ ପଡିଆଠାରେ ଚାଲିଥିବା ୨୪ତମ ସର୍ବଭାରତୀୟ ଜୟ ଜଗନ୍ନାଥ କ୍ରିକେଟ କପ୍ ର ପ୍ରଥମ ମ୍ୟାଚ ରେ ରାୟପୁର ହରାଇ ସମ୍ବଲପୁର ଦଳ ସେମିଫାଇନାଲ ପ୍ରବେଶ କରିଛି । ପ୍ରଥମେ ସମ୍ବଲପୁର ଦଳ…
ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଏକ ନାବାଳିକା ହତ୍ୟା ଘଟଣାରେ ଯୁବକ ଗିରଫ
ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଲାର ଚନ୍ଦ୍ରପୁର ଥାନା ଅନ୍ତର୍ଗତ ଆଦିବାସୀ ସାହୀର ଏକ ୧୩ ବର୍ଷ ବୟସ୍କା ନାବାଳିକାକୁ ହତ୍ୟା ଘଟଣାରେ ସେହି ଥାନା ଅନ୍ତର୍ଗତ ବନଡ୍ରି ଗ୍ରାମ, କାଲିମା ସାହୀ ର ସେବ ବାଘସିଂ (୧୯ ବର୍ଷ ବୟସ୍କ) ଯୁବକ ଜଡିତ ଥିବା ଜଣା ପଡିବା ପରେ ତାକୁ ଚନ୍ଦ୍ରପୁର ପୋଲିସ…
ବାଲ୍ୟ ବିବାହ ରୋକିବା ପାଇଁ ଓଡ଼ଗାଁରେ ମାନବ ଶୃଙ୍ଖଳ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)/: ଦେଶ ରାଜ୍ୟ ତଥା ଜିଲ୍ଲା ମାନଙ୍କରେ ବାଳକ ମାନଙ୍କ ସଂଖ୍ୟା ତୁଳନାରେ ବାଳିକା ମାନଙ୍କ ସଂଖ୍ୟା ନଗଣ୍ୟ ଯୋଗୁଁ ଏହାର ପ୍ରତିକାର ସ୍ୱରୁପ କନ୍ୟାଭୃଣ ହତ୍ୟା ଏବଂ ବାଲ୍ୟ ବିବାହ ପ୍ରଥାକୁ ପ୍ରତିରୋଧ କରିବା ପାଇଁ ବେଟି ବଚାଓ, ବେଟି ପଢାଓ ନାମରେ କେନ୍ଦ୍ର…
ଦୁଃଖ ଆଣିଦେଲା ବଣଭୋଜି : ସଡ଼କ ଦୁର୍ଘଟଣାରେ ୧ମୃତ୍ୟୁ ୨ଗୁରୁତର
(ଆଠମଲ୍ଲିକ/ସନ୍ତୋଷ ମେହେର): ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଆମ୍ବସରମୁଣ୍ଡା ପଂଚାୟତ ତାଳମଳିହା ଗ୍ରାମର ଯୁବକ ଚିତ୍ତରଞ୍ଜନ ସାହୁ(୨୨)ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ,ଅନ୍ୟ ଦୁଇ ଜଣ ବିକାଶ ସାହୁ ଏବଂ ସୁଜିତ ପ୍ରଧାନ ଗୁରୁତର ଅଛନ୍ତି I ସୂଚନା ମୁତାବକ ମାଧପୁର ନିକଟସ୍ଥ ମନଜୋର…
ଜାତୀୟ ସମ୍ମାନ-ପ୍ରାପ୍ତ ନିରଞ୍ଜନଙ୍କୁ ଜିଲ୍ଲାପାଳ କଲେ ସମ୍ବର୍ଦ୍ଧିତ
http://www.youtube.com/watch?v=fnJ5YuFKGsY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିଜର ଉତ୍କୃଷ୍ଟ ସେବା କାର୍ଯ୍ୟ ପାଇଁ ଜାତୀୟ ସମ୍ମାନ ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ନିରଞ୍ଜନ ବେହେରାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅନୁପମ ସାହା ସମ୍ବର୍ଦ୍ଧନା ଜ୍ଞାପନ…
ରାୟଗଡ ବ୍ଳକରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଲୋବା ପଞ୍ଚାୟତର ଲୋବା ଗ୍ରାମ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି ।
ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ…
ଗାୟତ୍ରୀ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ :ବିଫଳତା ସଫଳତାର ଚାବିକାଠି
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) /: ଗାୟତ୍ରୀ ବିଦ୍ୟା ମନ୍ଦିର ମଶାବାରୀରେ ୩ଦିନ ଧରି ଚାଲିଥିବା ବାର୍ଷିକ କ୍ରିଡ଼ା ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି । ଅଧିକ୍ଷ ବିରେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ସଭାରେ ପନ୍ତିଖାରୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ…