Sign in
Sign in
Recover your password.
A password will be e-mailed to you.
ସିବିଆଇ ଧରିନେଲା ଦାରା ସିଂଙ୍କ ସହଯୋଗୀଙ୍କୁ
Baripada/ dillip mohanty : ୧୯୯୯ମସିହା ଜାନୁଆରୀ୨୨ତାରିଖ ଦିନ କେନ୍ଦୁଝର ଜିଲ୍ଲା ଆନନ୍ଦ ପୁର ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ମୁଖରେ ଅଷ୍ଟ୍ରେଲିଆ ମିଶନାରୀଗ୍ରାହମଷ୍ଟେନ ଓତାଙ୍କର ଦୁଇ ନା ଵାଳକପୁଅ ଙ୍କୁ ଦାରାସିଂଓତାର ସହଯୋଗୀ ମାନେ ପୋଡ଼ି ମାରିଵା ଘଟଣାର ଦୀର୍ଘ ଵର୍ଷ…
ମହିଲା ମହାବିଦ୍ୟାଳୟ ଛାତ୍ରୀଙ୍କ ସେବାରେ ଲାୟନ୍ସ କ୍ଳବ
ମେଲଛାମୁଣ୍ଡା,(ମନୋଜ ଭୋଇ) ଜନସେବାକୁ ଆଧାର କରି ଲାୟନ୍ସ କ୍ଳବ ଏ ଅଂଚଳରେ ବିଭିନ୍ନ ସେବା ମୂଳକ କାର୍ଯ୍ୟକ୍ରମ କରି ଆସୁଛି । ଏହି ପରିପ୍ରେକ୍ଷିରେ ବରଗଡ ଜିଲ୍ଳା ପଦ୍ମପୁରସ୍ଥିତ ମହିଲା ମହାବିଦ୍ୟାଳୟର ଛାତ୍ରୀଙ୍କ ପାଇଁ ଏକ ଭେଣ୍ଡିଙ୍ଗ ମେସିନ ଓ ଓାଟର କୁଲର ପ୍ରଦାନ କରିଛି । ଏହି ଅବସରରେ…
ମେଲଛାମୁଣ୍ଡା ମହାବିଦ୍ୟାଳୟରେ ସ୍ୱାଗତ ସର୍ମ୍ବଧନା ସଭା
ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିଅର ମହାବିଦ୍ୟାଳୟ ପରିସରରେ ସନିବାର ଦିନ ଏକ ସ୍ୱାଗତ ସର୍ମ୍ବଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନେ ପ୍ରଥମ ବର୍ଷରେ ଯୋଗ ଦେଇଥିବା ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ କରିଥିଲେ…
ଅଧିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଖୋଲାଯିବ
ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନ ସମ୍ପର୍କିତ ରାଜ୍ୟସ୍ତରୀୟ ଆୟୋଜନ କମିଟିର ପ୍ରସ୍ତୁତି ବୈଠକ
ଭୁବନେଶ୍ୱର(ଶାସକ ପ୍ରଶାସକ) : ୧୯୯୯ ମହାବାତ୍ୟା ସ୍ମରଣରେ ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସଂକଳ୍ପ ନେବା ନିମନ୍ତେପ୍ରତିବର୍ଷ…
ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବରଗଡ / ପାଇକମାଲ :- ଆଜି ପାଇକମାଲ ରୁ ପଦ୍ମପୁର ରାସ୍ତାର ଝରମୁଣ୍ଡା ଛକ ନିକଟରେ ସନ୍ଧ୍ୟା ସମୟରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଖବର ପାଇବା ପରେ ପାଇକମାଲ ପୋଲିସ ର ASI ପ୍ରକାଶ ଭୋଇ ଘଟଣା ସ୍ଥଳକୁ ପହଂଛି ତଦନ୍ତ ଆରମ୍ଭ କରିଥିଲେ । ମୃତଦେହ ଟି…
ନବୀନ ବାବୁ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଜଣେ ବିଶିଷ୍ଟ…
"ଓଡ଼ିଶା ରାଜନୀତିର ନୀରବ ସାଧକ ନବୀନ ପଟ୍ଟନାୟକ' ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର( ଶାସକ ପ୍ରଶାସକ)ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିକାଶ ସହିତ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ଜଣେ ବିଶିଷ୍ଟ ରାଜନେତାା ନିଜର ନିରଳସ…
OMC BAGS NATIONAL AWARD FOR ITS EXCEPTIONAL CONTRIBUTION IN CSR PRACTICES
BHUBANESWAR(SHASAK PRASHASAK) : Odisha Mining Corporation (OMC) is fast emerging a frontrunner in its role as a responsible corporate citizen in terms of its commitment and contribution to the socio-economic development of people in the…
“ଜେଜେମା” ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
ଜଗତସିଂହପୁର :(ରମେଶ ମହାନ୍ତି):-ନିଶାସକ୍ତ ନାତି ଜେଜେ ମା କୁ ହତ୍ୟା କରଥିବା ଅଭିଯୋଗରେ ମାନ୍ୟବର ଜିଲ୍ଲା ଦୌରା ଜଜ ଆନନ୍ଦ ଚନ୍ଦ୍ର ବେହେରା ଆସାମୀକୁ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ କରିବା ସହିତ ୫ ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି…
ହାଇଦ୍ରାବାଦ୍ ଏନ୍ଏମ୍ଡିସି କର୍ପୋରେଟ୍ ଅଫିସରେ କେନ୍ଦ୍ରମନ୍ତ୍ରୀ
ଅଧିକ ଲୁହାପଥର ଉତ୍ପାଦନ ଉପରେ ପ୍ରାଥମିକତା ଦେଉ ଏନ୍ଏମ୍ଡିସି : ଧର୍ମେନ୍ଦ୍ର ପ୍ରଧାନ
ହାଇଦ୍ରାବାଦ/ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରାଷ୍ଟ୍ରୀୟ ଖଣିଜ ବିକାଶ ନିଗମ(ଏନ୍ଏମ୍ଡିସି)ର ହାଇଦ୍ରାବାଦ ସ୍ଥିତ କର୍ପୋରେଟ୍ ଅଫିସ ପରିଦର୍ଶନ କରିଛନ୍ତି । ଏହି ଅବସରରେ…
ସ୍ୱଚ୍ଛ ଭାରତ ପଖୱ।ଡା କାର୍ଯ୍ୟକ୍ରମ: ପିଲାଏ ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛ ଭାରତ ପଖୱ।ଡା କାର୍ଯ୍ୟକ୍ରମ ଅବସରରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଏନସିସି-ନେଭାଲ ୟୁନିଟ ପକ୍ଷରୁ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…