ଆଠଦିନିଆ ଫୁଟବଲ ପ୍ରତିଯୋଗିତା: ଲାଡ଼ ଚାମ୍ପିୟାନ

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ବାମରା ବ୍ଲକ କେଶେଇବାହଲ ଠାରେ ୫୫୦ କିସାନ ସମାଜ ପକ୍ଷରୁ ୮ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ନାଲକୋର ଡ଼େପୁଟି ମେନେଜର ରାମଚନ୍ଦ୍ର ମାଝୀ ଯୋଗଦେଇ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବେ କରୁଣା…

ଲୋକ ମହୋତ୍ସବ  ଓ ପଲ୍ଲିଶ୍ରୀ ମେଳା ଚଇତିର ତୃତୀୟ ସନ୍ଧ୍ୟା

ରାୟଗଡ(ସରୋଜ ସାହୁ )ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତିର ତୃତୀୟ ସନ୍ଧ୍ୟାରେ ରାୟଗଡ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା ସଂଖ୍ୟାଲଘୁ ଓ…

ଓଜେୟୁର ରାଜ୍ୟ ସଭାପତି ସ୍ୱର୍ଗତ ପ୍ରଭାତ ଦାସଙ୍କ ବିୟୋଗରେ ଶୋକ ସଭା 

ରାୟଗଡ(ସରୋଜ ସାହୁ): ପ୍ରେସ କାଇନସିଲ ଅଫ ଇଣ୍ଡିଆର ସଦସ୍ୟ ତଥା ଓଜେୟୁର ରାଜ୍ୟ ସଭାପତି ପ୍ରଭାତ ଦାସଙ୍କର ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହି ଅବସରରେ ସ୍ୱର୍ଗତ ଦାସଙ୍କ ସ୍ମୃତି ଉଦେଶ୍ୟରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଏକ ଶୋକ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ଶୋକ ସଭାରେ ଜିଲ୍ଲା…

 ଟିଭି ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା :ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ରାୟଗଡ ସାମ୍ବାଦିକମାନଙ୍କ ତରଫରୁ ସ୍ମାରକ ପତ୍ର

ରାୟଗଡ(ସରୋଜ ସାହୁ ) ଗତ କାଲି ଶନିବାର ତା. ୨୮.୧୨.୨୦୧୯ ରିଖ ଦିନ ଭୂବନେଶ୍ୱର ଠାରେ ଥିବା (ଇଏସ ପ୍ଲାନେଡ) ସପିଙ୍ଗ ମଲରେ ଅର୍ଗୁସ ଟିଭିର ସାମ୍ବାଦିକା ସ୍ୱାତୀ ଜେନା ଓ ତାଙ୍କର ସହଯୋଗୀଙ୍କୁ ବେଆଇନ ପାର୍କିଙ୍ଗ ଫି ନେଇ ଖବର ସଂଗ୍ରହ କରୁଥିବା  ସମୟରେ ସପିଙ୍ଗ ମଲର ସେକୁ୍ୟରିଟି କର୍ମଚାରୀ ଓ…

ଶୀତରେ ଥରଛୁ ବୀରମହାରାଜପୁର, ଅସହ୍ୟ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ ।

ବୀରମହାରାଜପୁର -  (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସମଗ୍ର ଦେଶରେ ଜାରି ରହିଥିବା ଶୀତ ଲହରୀ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଅନୁଭୂତି ହେଉଥିବା ବେଳେ ଗତ କିଛି ଦିନ ହେବ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ଶୀତ ଯୋଗୁଁ ମଣିଷ ଅପେକ୍ଷା ପଶୁ ପକ୍ଷୀ ଅବସ୍ଥା…

କବିତାରେ କବିଙ୍କ ବାର୍ତ୍ତା ସମାଜ ମଙ୍ଗଳ ପାଇଁ ଅଭିପ୍ରେତ : ଜିଲ୍ଲାପାଳ 

ଚଇତି କବିତା ଆସର-୨୦୧୯   ରାୟଗଡ(ସରୋଜ ସାହୁ) ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ସଦ୍ଭାବନା ସଭାଗୃହରେ ଚଇତି କବିତା ଆସର-୨୦୧୯ ଅନୁଷ୍ଠିତ ହୋଇଯାଇଛି । କବିତା ଆସରର ଉଦ୍ଘାଟନୀ ଉତ୍ସବରେ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆସରର ଶୁଭ…

କ୍ରିଷ୍ଣା କପ୍ କ୍ରିକେଟ: ଖଇରପାଲି ଫାଇନାଲରେ

ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ର ପଞ୍ଚମ ଦିନରେ ବୁଧାପାଲି କୁ ହରାଇ ଖଇରପାଲି ଦଳ ଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ବୁଧାପାଲି ଦଳ ନିର୍ଦ୍ଧାରିତ…

ଚଇତିର ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା : ଲୋକ ନୃତ୍ୟରେ ଝୁମିଲେ ଦର୍ଶକ, ଶୃଙ୍ଗାର ଓ ବୀର ରସରେ ଭିଜିଲା ଚଇତି ମଣ୍ଡପ 

ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଚଇତି ର ଦ୍ୱିତୀୟ ସନ୍ଧ୍ୟାରେ ମନ୍ତ୍ରୀ, ଇସ୍ପାତ ଓ ଖଣି ତଥା ପୂର୍ତ ବିଭାଗ, ଓଡିଶା ସରକାରଙ୍କ ପ୍ରଫୁଲ କୁମାର ମଲ୍ଲିକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜର ଅଭିଭାଷଣରେ କହିଥିଲେ ଯେ, ଆଦିବାସୀ ସଂସ୍କୃତି ଓ ପରମ୍ପରାର…

ଛିନ୍ଦେଇକେଲା କପ କ୍ରିକେଟ:ଇଷ୍ଟ କୋଷ୍ଟ ଖୋର୍ଦ୍ଧା ସେମିରେ ।

  ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶନିବାର   ଦିନ ଷଷ୍ଠ    ଦିବସ  ଥିଲା। …

ମାଓବାଦୀଙ୍କ ଲଙ୍କାକାଣ୍ଡ : ରାସ୍ତା କାମକୁ ବିରୋଧ କରି ମାରିଲେ ମାଓ ପୋଷ୍ଟର

ରାୟଗଡ(ସରୋଜ ସାହୁ): ଏକ ରାସ୍ତା କାମକୁ ବିରୋଧ କରି ଠିକା କଂପାନୀର ୩ଟି ଗାଡି ଜାଳି ଦେଇଛନ୍ତି ମାଓବାଦୀ । ସୂଚନା ମୁତାବକ ମୁନିଗୁଡା ବ୍ଲକ ଆମ୍ବାଦୋଳା ଥାନା ଅନ୍ତର୍ଗତ ଶରଧାପୁର ଠାରୁ ଥୁଆପାଡି ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପ୍ରଧାନମନ୍ତ୍ରୀ  ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଗତ ରାସ୍ତା…