ସରପଂଚ ବାଣ୍ଟିଲେ ସାବୁନ ଆଉ ମାସ୍କ 

0 2

ହରଭଙ୍ଗା/ ପ୍ରତାପ ମେହେର : ସରସରା  ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ କାଲେଶ୍ୱର୍ ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟ ରେ ହାତ ଧୋଇବାକୁ ସାବୁନ୍ , ସାନିଟାଇଜର , ମାସ୍କ୍ ଆଦି ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ହାତ ଧୋଇବା ନିଜ ନିଜ ଭିତରେ ଏକ ମିଟର ଦୂରତା ବ୍ୟବଧାନ ରେ ରହିବା ପାଇଁ କହିଥିଲେ ।

Leave A Reply

Your email address will not be published.