Sign in
Sign in
Recover your password.
A password will be e-mailed to you.
ଗୁଣିଗାରେଡି ସନ୍ଦେହରେ ପତିପତ୍ନୀଙ୍କ ମାରିଦେଲେ !
ଚାରି ଦିନ ନିଖୋଜ ଦମ୍ପତିଙ୍କ ମୃତ ଦେହ ଉଦ୍ଧାର
୩ ନାବାଳକ ସନ୍ତାନ ଅନାଥ ହୋଇଗଲେ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବସା ବାନ୍ଧି ରହିଛି ଏବଂ ବିଭିନ୍ନ ସମୟରେ ବିନା ଦୋଷରେ ନୀରିହ ଜନତା ଏହାର ଶିକାର ହେଉଥିବାର ବହୁ ନଜିର…
ଚାନ୍ଦମାରୀ : କର୍ପୁର ଉଡି କନା ପଡିଛି ସତ , ଆଦର କମିନି
ବିଜୟା ଦଶମୀରେ ପଦ୍ମପୁରର ବହୁ ପୂରାତନ ରାଜକୀୟ ପରମ୍ପରା
କର୍ପୁର ଉଡି ଯାଇଛି , କନା ପଡିଛି ସତ | ହେଲେ କମିନାହିଁ ସେ ଅନବଦ୍ୟ ଅନ୍ତରତମ ପରମ୍ପରାର ପ୍ରତି ଆଦର | କହି କେଉଁ କାଳରୁ ଲୋକମାନେ ସାମିଲ ହୋଇ ଆସୁଥିବା ଏହି ମହାନ ରାଜକୀୟ ପରମ୍ପରା "ଚାନ୍ଦମାରୀ" ସମୟକ୍ରମେ ପାରିବାରିକ…
କୁଜିନେତା-ଅସାଧୁ ଅଧିକାରୀଙ୍କ ଯୋଗୁ ଲାଗୁଛି ୫ ଟି କୁ ଗ୍ରହଣ
ବିଡିଓଙ୍କୁ ବାରମ୍ବାର ଜଣାଇଲା ପରେ ବି ଚମ୍ପାକୁ ମିଳିଲାନି ଘର
ଆବାସ ଯୋଜନା କାହାପାଇଁ ? ଗରିବଙ୍କ ପାଇଁ “ନା’’ ଧନୀ ଲୋକଙ୍କ ପାଇଁ
ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସରକାର ଗରୀବ ଶ୍ରେଣୀର ଲୋକମାନଙ୍କର ଉନ୍ନତି ପାଇଁ ନାନା ପ୍ରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି ।…
ବିଜେପୁର ଉପନିର୍ବାଚନ : ଗ୍ରାଉଣ୍ଡୱାର୍କ ଶେଷ, ଇଂଟରଭାଲ ପରେ କାଲିଠୁ ଜମିବ ପ୍ରଚାର
ପୁଣି ଛୁଟିବ ବଡ ନେତାଙ୍କ ସୁଅ , ମୁହାଁମୁହିଁ ହେବେ ଷ୍ଟାର ପ୍ରଚାରକ
ବରଗଡ :- ଆଉ ମାତ୍ର ହାତଗଣତି କେଇଟା ଦିନ ବାକି ରହିଲା ବିଜେପୁର ଉପନିର୍ବାଚନକୁ । ଦୁର୍ଗାପୂଜା ପାଇଁ ଗତ କିଛି ଦିନ ହେଲା ପ୍ରାର୍ଥୀ ମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହିତ ନିଜର ପ୍ରଚାର ମଧ୍ୟ କରୁଥିଲେ । ଅବଶ୍ୟ…
ଟଂକିକିଆ ଚାଉଳ ସହ ଫ୍ରିରେ ମିଳୁଛି ମିଳୁଛି ମାଟି,ଗୋଡ଼ି ଓ ତଣ୍ଟିଆ ମାଡ଼ !!!!
୭୫ ବର୍ଷୀୟ ମହିଳା କଲେ ଥାନାରେ ଅଭିଯୋଗ !
ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) : ଗରିବ ଲୋକଙ୍କ ପାଇଁ ଯୋଜନା ସରକାରଙ୍କର ହୁକୁମାତି ତଳିଆ କର୍ମଚାରୀ ମାନଙ୍କର । ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ସୁବିଧା ଯୋଗାଉଛି ରାଜ୍ୟ ଓ କେନ୍ଦ୍ର ସରକାର | ହେଲେ…
ଝାରପୋଖରୀଆ ଥାନା ଅଂଚଳରେ ମୃତଦେହ ଉଦ୍ଧାର
ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଯୋକା-କପାଡ଼ିହା ରାସ୍ତାମଝିରେ ରକ୍ତାକ୍ତ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରିଛି ପୋଲିସ। ମୃତକ ଜଣଙ୍କ ହେଲେ ଝାରପୋଖରିଆ ଥାନା ଜାଟିଆଷୋଳ ଗ୍ରାମର ସୁନାରାମ ମାର୍ଣ୍ଡି । ସୁନାରାମ ଗତକାଲି ରାତିରେ ଯୋକାରେ ହେଉଥିବା…
ଯୁବକ କୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଲେ ଦୁର୍ବୁର୍ତ୍ତ।
ବାରିପଦା(ଦିଲ୍ଲୀପ ମହାନ୍ତି ) -ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପୂର୍ଣ୍ଣଚନ୍ଦ୍ରପୁର ଗାଁ ମୁଣ୍ଡରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତ ଦେହ ପଡି ଥୁବା ଗ୍ରାମବାସୀ ଆଜି ସକାଳୁ ଦେଖିଥିଲେ। ମୃତ ଯୁବକ ଜଣଙ୍କ ହେଲେ ଭଦ୍ରାଷୋଳ ଗ୍ରାମର ଦିଲ୍ଲୀପ କୁମାର ମହାନ୍ତ । ମୃତ ଯୁବକ ଜଣକ ଗତ ଦୁଇ ବର୍ଷ…
ବିଜେପୁର ଉପନିର୍ବାଚନ : ସ୍ଥିତି ସମୀକ୍ଷା କଲେ ଡିଜି
ବରଗଡ :- ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ରାଜ୍ୟର ପୋଲିସ ମୁଖିଆ ଶ୍ରୀ ବିଜୟ କୁମାର ଶର୍ମା ବରଗଡ଼ ପୋଲିସ ମୁଖ୍ୟାଳୟ ଠାରେ ସମ୍ବଲପୁର DIG ଓ ବରଗଡ଼ ଜିଲ୍ଲା ସହିତ ଆଖପାଖ ଜିଲ୍ଲାର SP ତଥା CRPF କମଣ୍ଡିଙ୍ଗ ଅଫିସରଙ୍କୁ ନେଇ ଏକ ସମୀକ୍ଷା ବୈଠକ…
ମଦ ନେଲା ଜୀବନ : ମଦ ପିଆ ଟଙ୍କାକୁ ନେଇ ମଦ ବେପାରୀ କଲେ ଭୁଜାଳିରେ ଆକ୍ରମଣ
ସୋହେଲା :- ସୋହେଲାରେ ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଖେଳ ପଡ଼ିଆ ଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ସୋହେଲା ର ରାବଣ ପୋଡି ଅଂଚଳରେ ଖୁବ ପ୍ରସିଦ୍ଧ ।ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଦେଖିବାକୁ ପଶ୍ଚିମ ଓଡ଼ିଶା ତଥା ଛତିଶଗଡ଼ ରାଜ୍ୟର…
ରାସ୍ତାକଡ଼େ ଠିଆ ହୋଇଥିଲେ, ଧକ୍କା ଦେଲା ଟ୍ରାକ୍ଟର
ଦୁର୍ଗାପୂଜାଦେଖି ଫେରୁଥିବା ବେଳେ ଟ୍ରାକ୍ଟର ଧକ୍କାରେ ୪ଗୁରୁତର
(ଆଠମଲ୍ଲିକ /ସନ୍ତୋଷ ମେହେର ): ଆଠମଲ୍ଲିକ ବ୍ଲକ ବାସୁଦେବପୁର ବାରେଣୀ ଗ୍ରାମରେ ଟ୍ରାକ୍ଟର ଦୁର୍ଘଟଣାରେ ୪ଜଣ ଗୁରୁତର ହୋଇଛନ୍ତି I ଗ୍ରାମବାସୀଙ୍କର ସୂଚନା ମୁତାବକ ବାରେଣୀଗ୍ରାମର କଲ୍ୟାଣୀ ବେହେରା (9)ପୂଜା ବେହେରା (8),…