Sign in
Sign in
Recover your password.
A password will be e-mailed to you.
ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା
ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଝାରବନ୍ଧ ବିଜୁ ଜନତା ଦଳ ଏକ ସଭ୍ୟ ସଂଗ୍ରହ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ର ଆୟୋଜନ କରିଥିଲା । ଝାରବନ୍ଧ ବ୍ଲକ ର ଲାଉଡିଦରହା…
ଶୌଚପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ : ମହିଳା ଗୁରୁତର
ଦାୟିତ୍ବହୀନ ବନ ବିଭାଗ : ଖବର ପାଇଁ ବି ଆସିନି
ଆଠମଲ୍ଲିକ /ସନ୍ତୋଷ ମେହେର :: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନାକଟିଦେଉଳ ଗ୍ରାମର ବିମଳା ପେରେକ (40) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି I ସୂଚନା ମୁତାବକ ବିମଳା ଆଜି ସକାଳୁ ଶୌଚପାଇଁ ଯାଇଥିବା ସମୟରେ ଭାଲୁଆକ୍ରମଣ କରିଥିଲା I…
ସରକାରୀ ମାଲ ଦରିଆ ମେ ଡାଲ, ଠିକାଦାର ଯନ୍ତ୍ରୀ ମାଲେ ମାଲ ।
ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଯୋଜନା : ଗ୍ରାମ୍ୟ ଉନ୍ନୟନ ବିଭାଗର ଜ୍ଞାତରେ ନୀତିରେ ଚାଲିଛି ନିମ୍ନମାନର ରାସ୍ତା ନିର୍ମାଣ ।
କାମ ଏତେ ମଜଭୁତ ଯେ ହାତରେ ଟେକି ଆଣିଲେ ଚକୁଳି ପରି ଉଠି ଆସୁଛି ପିଚୁ
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ…
ପାଣ୍ଡିଆନଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ସଜବାଜ…!
ପିଆରଏମ ମେଡ଼ିକାଲ କଲେଜ ପରିଦର୍ଶନ କଲେ ଜିଲ୍ଲାପାଳ ଭରଦ୍ୱାଜ
ବାରିପଦା(ଦିଲ୍ଲୀପ ମହାନ୍ତି )- ଅକ୍ଟୋବର ୯ ବୁଧବାର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଠିକେ ଭାବେ ପହଁଞ୍ଚୁଛି କି ନାହିଁ ଏହାକୁ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଜିଲା ଗସ୍ତରେ ଯାଇ ମେଡ଼ିକାଲ…
ନବୀନ ଦଣ୍ଡ : ଗଡ଼ିଲା ମୁଣ୍ଡ
ଭୁବନେଶ୍ବର: ଆଗରୁ ମନ୍ତ୍ରୀମାନଙ୍କ ମୁଣ୍ଡ ଗଡୁଥିଲା, ଅଫିସରମାନେ ସୁନା ପୁଅ ଥିଲେ | ସେମାନଙ୍କୁ ହାତମରା ଯାଉନଥିଲା | ହେଲେ ପଂଚମପାଳିଲେ ନବୀନ ବାବୁ ଅନୁଭବ କଲେ ଯେ ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ହେଲେ ଦୁର୍ନୀତି ଗ୍ରସ୍ତ ତଥା ଅଭ୍ୟାସଗତ ଅସାଧୁ ଅଧିକାରୀଙ୍କ ବିରୋଧରେ…
୧୮୦ ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ମାଗଣାରେ ପାଠ୍ୟ ସାମଗ୍ରୀ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ସଦରମହକୁମା ଠାରେ ଉପହାର ହୃଦୟ ସଂସ୍ଥା ଦ୍ୱାରା ଗରିବ ଶ୍ରେଣୀର ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଆଦି ସମଗ୍ରୀ ବଣ୍ଟନ କରାଯାଇଛି।
ଏଥିରେ ମୁଖ୍ୟ ଅତିଥି…
ଜଗତସିଂହପୁର ଜିଲ୍ଲାର ସବୁ ବ୍ଲକରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୧୯
ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆସନ୍ତା ଅକ୍ଟୋବର ୧୭ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକ ଓ…
ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାର ଘରଭଙ୍ଗା ସହାୟତା ପ୍ରଦାନ
ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨କୋଟି ୯୨ଲକ୍ଷ ୬୪ହଜାର ଏକଶହ ଟଙ୍କା ଘରଭଙ୍ଗା ସହାୟତା ରାଶି ମଞ୍ଜୁର କରାଯାଇ ସମ୍ପୃକ୍ତ ତହସିଲଦାର ମାନଙ୍କୁ…
ଆସନ୍ତାକାଲି ବିଜେପୁର ପ୍ରଚାର ମୈଦାନରେ ଓହ୍ଳାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସକାଳ ୧୧ଟାରେ ଗାଇସିଲଟ ବ୍ଲକ ତାଲପାଲିଠାରେ ସାଧାରଣ ସଭା
ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ରୋଡ ସୋ
ଅପରାହ୍ନ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ ସାଧାରଣ ସଭା
ଭୁବନେଶ୍ୱର: ଆସନ୍ତାକାଲି ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର…
ରାଜଭବନ ଆଗରେ ଗର୍ଜିଲା ବିଜେପି, ରାଜ୍ୟପାଳଙ୍କୁ ଦେଲା ସ୍ମାରକ ପତ୍ର
ଘର କରାଇବା ନାଁରେ ବିଜେଡି ବିଧାୟକ ନେଉଛନ୍ତି ୨୧ହଜାର ଟଙ୍କା ପିସି :ବିଜେପି
ରାଜ୍ୟସରକାର ଚଂଚକତା କରି ବିଭିନ୍ନ କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ
ରାଜ୍ୟସରକାର ପିଏମଏୱାଇ ଯୋଜନାର ନାଁ ବଦଳାଇ “ମୋ ଆବାସ” ନାମରେ ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି
…