Sign in
Sign in
Recover your password.
A password will be e-mailed to you.
ଅନୁରୋଧ ରଖିଲେ ମୁଖ୍ୟମନ୍ତ୍ରୀ : ହସ୍ତକ୍ଷେପ ପରେ ନରମିଲା ସେସୁ
ପ୍ରଥମ ପର୍ଯ୍ୟାୟରେ ଶିଳ୍ପାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନ
ଦ୍ଵିତୀୟ ଦଫାରେ ସ୍ୱଚ୍ଛଳ ବର୍ଗ, ଆୟକର ପ୍ରଦାନ କାରି, ଏୟାର କଣ୍ଡିସନ ବ୍ୟବହାରକ|ରି, ବହୁତଳ କୋଠା ଓ କାର ଥିବା ଗ୍ରାହକ
ତୃତୀୟ ପର୍ଯ୍ୟାୟରେ ଅନ୍ୟ ସମସ୍ତ ଗ୍ରାହକ, ବର୍ଷ ବର୍ଷ ଧରି ଦେୟ ଖିଲାପକାରୀଙ୍କ…
ସବୁ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଆସନ୍ତା କାଲି ଛୁଟି
ଭୁବନେଶ୍ୱର(ଶାସକ ପ୍ରଶାସକ) ମକର ସଂକ୍ରାନ୍ତି , ପୁଷ ପରବ ଉପଲକ୍ଷେ ଓଡିଶା କାର୍ଯ୍ୟ କରୁଥିବା ସବୁ ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ପ୍ରତିଷ୍ଠାନ ଆସନ୍ତା କାଲି ଅର୍ଥାତ ୧୫ ତାରିଖରେ ରହିବ ବନ୍ଦ । ନେଗୋସିଏବୁଲ ଇଂସ୍ତ୍ରୁମେଣ୍ଟ ଆକ୍ଟ ଅନୁସାରେ ସରକାର କଲେ ଘୋଷଣା ଓ ରାଜସ୍ବ -ବିପର୍ଯୟ ପରିଚାଳନା…
ବିରୋଧୀ ମାନେ ଷଡଯନ୍ତ୍ର, ମିଥ୍ୟା ପ୍ରଚାର କରି ହିଂସା କରିବାକୁ ପ୍ରୟାସ କରୁଛନ୍ତି: ରାମ ମାଧବ
ନାଗରିକ ସଂଶୋଧନ ଆଇନ ଉପରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକଙ୍କର ସାମ୍ବାଦିକ ସମ୍ମିଳନୀ
"କା"ରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ବିରୋଧୀ ଜାଣିଶୁଣି ବିବାଦିତ କରିବା ପାଇଁ ଅପଚେଷ୍ଟା କରୁଛନ୍ତି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ…
ବୋଡାସମ୍ବର କପ କ୍ରିକେଟ: ୟୁନିୟନ ସ୍ପୋଟିଙ୍ଗ ଫାଇନାଲ ରେ
ପଦ୍ମପୁର(Shasak Prashasak ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ମଙ୍ଗଳବାର ତୃତୀୟ ଦିବସରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ସେମି ଫାଇନାଲ ଖେଳ ରେ ଉଭୟଟି ୨୦ ଓଟି…
ସୁଡାର ୨୦ତମ ବୋର୍ଡ ବୈଠକ : ସହରାଞ୍ଚଳ ମହିଳାଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟର ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବ । ସେମାନେ ଯେଭଳି ରୋଜଗାରକ୍ଷମ ସହିତ ଆତ୍ମନିଭଶୀଳ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ ଲାଗି ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟଜଳ ଓ ଆଇନ୍ମନ୍ତ୍ରୀ ପ୍ରତାପ…
Yi Bhubaneswar presents UTTARYANA KITE FEST at Marine Drive Eco Retreat, Konark
Bhubaneswar (SPB) : Young Indians (Yi) is an integral part of CII, formed in 2002 and works independently as a Pan India platform for young Entrepreneurs & professionals to realize the dream of a developed nation. Through its programs…
ମୟୂରଭଞ୍ଜ ଜିଲାପ୍ରଶାସନର ଅଣଦେଖା: ଜବରଦଖଲକାରୀଙ୍କ ଭୂସ୍ବର୍ଗ ପାଲଟିଛି ମେଳା ସ୍ଥଳ
ଦାମୋଦର ଯାତ୍ରା ନିମନ୍ତେ ପୌରପରିଷଦର ପ୍ରସ୍ତୁତି ଶେଷ
ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ(ସାନ୍ତାଳ) ସମ୍ପ୍ରଦାୟର ସାମୁହିକ ଅସ୍ଥି ବିସର୍ଜନ ଦାମୋଦର ଯାତ୍ରା ନାମରେ ଖ୍ୟାତି ଲାଭ କରିଛି । ପବିତ୍ର ମକର ସଂକ୍ରାନ୍ତିର ପରେ ପରେ ଏହି ଦାମୋଦର ଯାତ୍ରା ଅନୁଷ୍ଟିତ ହୋଇଆସୁଛି । ଚଳିତ…
ଚଉଢ଼ଲ ଆରୋହଣ କରି ବିସର୍ଜିତ ହୁଅନ୍ତି ଟୁସୁ ଦେବୀ
କୁଡ଼ୁମୀ ସମ୍ପ୍ରଦାୟର ଗଣପର୍ବ ଟୁସୁ ; ସତ୍ୟ, ଧର୍ମ ଓ ଆତ୍ମବିସର୍ଜନର ପ୍ରତୀକ
ବାରିପଦା(ଦିଲ୍ଲୀପ ମହାନ୍ତି)- ସୂର୍ଯ୍ୟଙ୍କ ଉତ୍ତରାୟଣ ଆରମ୍ଭ ହୁଏ ପୌଷ ମାସର ଶେଷ ଓ ମାଘ(ମକର) ମାସର ଆଦ୍ୟ ଦିବସରୁ । ଉତ୍ତର ଭାରତର ବିସ୍ତୃତ ଭୂଖଣ୍ଡରେ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୪ରେ ମକର ପର୍ବ ପାଳନ…
ହେଳିଆ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଚେତାବନୀ : ଅଗଲ ବଗଲ ହଅନା, ପ୍ରଥମ ବର୍ଷରେ ପାସ ନକଲେ ଦ୍ବିତୀୟକୁ ଯିବା ମନା
ଭୁବନେଶ୍ୱର( ଶାସକ ପ୍ରଶାସକ) : ଆରବର୍ଷ ପଢିବା କହି ପ୍ରଥମ ବର୍ଷକୁ ହେଲା କରୁଥିବା ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତା କରିବାର ବିଷୟ । ସେମାନଙ୍କ ଖିଆଳି ମନୋଭାବ ଉପରେ ମନ୍ତ୍ରୀ ସମୀର ଦାଶଙ୍କ ଲଗାଇଛନ୍ତି ବ୍ରେକ । " ପିଲାମାନେ , ଜମା ଅଗଲ ବଗଲ ହୋଇ ପଢ଼ାକୁ ହେଲାକରି ପ୍ରଥମ…
ମୋଦିଜୀ ଆମ ହେଡମାଷ୍ଟର : ଧର୍ମେନ୍ଦ୍ର
କୁନି ପିଲାର ପ୍ରଶ୍ନର ସହଜ ଉତ୍ତର ଦେଇ ବୁଝାଇ ଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର : ଛୋଟ ପିଲା ପଚାରନ୍ତି ଅନେକ ପ୍ରଶ୍ନ | ସେମାନଙ୍କ ନିରୀହ ପ୍ରଶ୍ନ ଆମକୁ ବେଳେବେଳେ ଅଡୁଆରେ ପକାଇ ଦିଏ | ବେଳେ ବେଳେ ଏମିତି ପ୍ରଶ୍ନ ପଚାରନ୍ତି ଯେ ତାକୁ ଉତ୍ତର ଦେବା ତ ସହଜ, ହେଲେ ଶିଶୁ ମାନଙ୍କୁ…