ସାଢ଼େ୪ବର୍ଷୀୟ ନାବାଳିକାକୁ ହତ୍ୟା ଅଭିଯୋଗ: ମହିଳା ଗିରଫ !!

ସୁନ୍ଦରଗଡ/ ହୋରଚାନ୍ଦ ଦେଉରିଆ :/-ସୁନ୍ଦରଗଡ଼ ଜିଲ୍ଲାର ଧୁରୁଆଡ଼ିହି ଥାନା ଅନ୍ତର୍ଗତ ଘୁମୁଡ଼ା ଗ୍ରାମରେ ଘଟିଛି ଅଘଟଣ ଆଜି ସକାଳେ ଗ୍ରାମର ପୁନମ ସା ସାଢ଼େ୪ବର୍ଷ ର୍ ଝିଅ ଛୁଆ ନିଜ ଗାଁରେ ଥିବା ଅଙ୍ଗନବାଡି କୁ ପାଠପଢ଼ିବା ପାଇଁ ଯାଇଥିଲେ | ସେ ଅଙ୍ଗନବାଡି ରେ ଖାଇସାରି ଘରକୁ ଆସିଲେ । ପୁଣି…

କିଆକଟା ଉଚ୍ଚ ବିଦ୍ୟାଳୟରେ ସୁରଭି ମହୋତ୍ସବ ପାଳିତ.

ଆଠମଲ୍ଲିକ(ସନ୍ତୋଷ ମେହେର): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭୀ-୨୦୧୯” ମହୋତ୍ସବ ପ୍ରଧାନଶିକ୍ଷକ ତ୍ରିନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଆକଟା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ କୁମାର…

ଆ କିଳା ପଶ….ବିଜେଡିକୁ ଟାର୍ଗେଟ କରି ସଜ୍ଜନଙ୍କୁ କିଳା ଦେଲେ ଗୌତମ 

ରୁପେଶଙ୍କ ସହ କାହାର ଘନିଷ୍ଠ ସମ୍ପର୍କ, ଅରୁଣଙ୍କ ସହ ନା  ସଜ୍ଜନଙ୍କ ସହ ଭୁବନେଶ୍ବର (ଗିରିଜା ଶଙ୍କର ଦାଶ) ବିଚରା ସଜ୍ଜନ ଶର୍ମା | ମେଳାପୀ ଲୋକ | ବିଜେପିର ଟାଣୁଆ ମୁଖପାତ୍ର, ଏକଦା ମିଡ଼ିଆ ବିଭାଗର ମୁଖ୍ୟ | ଟିଭିରେ ଲୋକ ତାଙ୍କୁ ଦେଖି ରାଇଜ ଯାକ ଲୋକ ତାଙ୍କୁ ଚିହ୍ନି ଯାଇଥିବେ |…

 ନାଇଟ ପାଟ୍ରୋଲିଂ ବେଳେ ଦୁଇ କୁଖ୍ୟାତ ବାଇକ ଚୋରଙ୍କୁ ଧରିଲା ସୁନ୍ଦରଗଡ ପୋଲିସ 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ -  ପୋଲିସର ଏକ ଟିମ ନାଇଟ ପାଟ୍ରୋଲିଂ କରୁଥିବା ବେଳେ ୨ଜଣ ଡକାୟତଂକୁ ଗିରଫ କରିଛି | ଟ୍ରକ ଡ୍ରାଇଭରଙ୍କ ଠାରୁ ଟଙ୍କା, ମୋବାଇଲ ଲୁଟ କରିବାକୁ ହୋଇଥିବା ଯୋଜନାରେ ଏହି ଗୋଷ୍ଠୀ ନାମରେ ଆଗରୁ ମଧ୍ୟ ଅଭିଯୋଗ ହୋଇ ରହିଛି | ହେଲେ ଗତ୨୮ସେପ୍ଟେମ୍ବର୍ ରାତିରେ…

ସ୍ମିତାରାଣୀଙ୍କ ହତ୍ୟା ପୂର୍ବରୁ ହୋଇଛି ଗଣଦୁର୍ଷ୍କମ : ପ୍ରକାଶ ମିଶ୍ର 

ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁପ୍ରସଙ୍ଗ : ବିଜେଡ଼ିକୁ ବିଜେପିର ଆଟାକ ସିବିଆଇ ତଦନ୍ତ ହେଲେ ସତ ବାହାରିବ :ବିଜେପି  ଭୁବନେଶ୍ୱର,(ଶାସକ ପ୍ରଶାସକ): ରାଜ୍ୟରେ ମହିଳାମାନେ ଅସହାୟ ଏବଂ ଅସୁରକ୍ଷିତ ହୋଇପଡିଛନ୍ତି । ଶାସକ ଦଳର ନେତା, କର୍ମୀ ଏବଂ ସେମାନଙ୍କ ସଂର୍ପକୀୟମାନେ ମହିଳାମାନଙ୍କ…

ବଲାଣିରେ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଚମ୍ପିୟାନ ଟିମ ପାଇବ ୪୦ ହଜାର ଓ ଟ୍ରଫି 

ବଲାଣି (ଶାସକ ପ୍ରଶାସକ):ବଲାଣି ବିକାଶ ପରିଷଦ ଆନୁକୂଲ୍ୟରେ ବଲାଣି ସ୍ଥିତ କ୍ରିକେଟ ପଡିଆ ଠାରେ ପ୍ରଥମ ଚ୍ୟାଲେଞ୍ଜର ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କେନ୍ଦୁଝର, ସୁନ୍ଦରଗଡ଼, ମୟରଭଂଜ ଜିଲା ସମେତ ପଡ଼ୋଶୀ ଝାରଖଣ୍ଡ ଅଂଚଳର ମୋଟ ୩୨ଟି ଦଳ ଭାଗ…

ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ – ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ ଧକୁଟାରେ ବିଜେପି ଗାନ୍ଧୀ ସଂକଳ୍ପ ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଅନୁଗୁଳ(ଶାସକ ପ୍ରଶାସକ) – ମହାତ୍ମାଗାନ୍ଧୀଙ୍କ ଉପଦେଶ ଓ ଆଦର୍ଶ ସାରା ବିଶ୍ୱ ପାଇଁ ଶିକ୍ଷଣୀୟ ହୋଇଥିବା ବେଳେ ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ବୋଲି ଶନିବାର…

ତିର୍ତୋଲରେ ଖୋଲିବ ନୂତନ କୋର୍ଟ –  ଉଦଘାଟନ ପୂର୍ବରୁ କାର୍ଯ୍ୟ ତଦାରଖ କଲେ ଜିଲ୍ଲାଜଜ୍

ଜଗତସିଂହପୁର:(ରମେଶ ମହାନ୍ତି):-ଆସନ୍ତା ନଭେମ୍ବର ୨ ତାରିଖରେ ତିର୍ତୋଲ ତହସିଲ ନିକଟରେ ନୂତନ (ଜେ ଏମ୍ ଏଫ୍ ସି)କୋର୍ଟ ଉଦଘାଟନ ହେବ ବୋଲି ଜଣାପଡିଛି।ଏନେଇ ଜଗତସିଂହପୁର ଜିଲ୍ଲାଜଜ୍ ଆନନ୍ଦ ଚନ୍ଦ୍ର ବେହେରା ତିର୍ତୋଲ ଠାରେ ପହଂଚି କୋର୍ଟ ପରିସର ବୁଲି ଦେଖିବା ସହ ସ୍ଥାନିୟ ଆଇନଜିବୀ ମାନଙ୍କ…

ଶିକାରୀ ହେଲେ ଶିକାର 

ବାରହା ଶିକାର ପାଇଁ ବୋମ ପ୍ରସ୍ତୁତ ବେଳେ ବିସ୍ଫୋରଣ :ଜଣେ ମୃତ, ୨ ଗୁରୁତର । ବାରିପଦା(ଦିଲ୍ଲୀପ ମହାନ୍ତି )- ଆକ୍ଟୋବର ୧୮ ରାତିରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଜଟିଆଶୋଳ ଗ୍ରାମର କେତେକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲରେ ବାରହା ଶିକାର ପାଇଁ ନିଜ ଘରେ  ବମ ପ୍ରସ୍ତୁତ…

ସନ୍ଧ୍ୟାରେ ସରିବ : ଚାଲିଛି ନେତାଙ୍କ ମୁଣ୍ଡିମରା ପ୍ରଚାର 

ମୁଖ୍ୟମନ୍ତ୍ରୀ ଙ୍କର ବିଜେପୁର ଗସ୍ତ ବହୁତ ପ୍ରଭାବ ପକାଇଛି :- ମନ୍ତ୍ରୀ ଡ଼ା,ଅରୁଣ ସାହୁ ବିଜେପୁର NAC ରେ ବିଜେଡି ବହୁ ଭୋଟରେ ଜିତିବ :- ମନ୍ତ୍ରୀ ସୁଶାନ୍ତ ସିଂ ବରଗଡ :- ଆଜି ବିଜେପୁର ଉପନିର୍ବାଚନ ପାଇଁ ଭୋଟ ପ୍ରଚାର ଶେଷ ଦିନ । ଆଉ କେଇଘଣ୍ଟା ପରେ ସରିଯିବ ପ୍ରଚାର । ନିଜ ନିଜ…