Sign in
Sign in
Recover your password.
A password will be e-mailed to you.
ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ – ଧର୍ମେନ୍ଦ୍ର ପ୍ରଧାନ
୨୦୨୦-୨୧ କେନ୍ଦ୍ର ସାଧାରଣ ବଜେଟ୍ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
• ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ
• ଦୀର୍ଘମିଆଦି ଯୋଜନା ପଛୁଆ, ଗରିବ ସାଧାରଣ ଲୋକଙ୍କୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବ
• ଓଡିଶାରେ ବ୍ଲୁ ଇକୋନୋମି…
ବଜେଟ ୨୦୨୦ ଦେଶର ସମସ୍ତ ବର୍ଗଙ୍କ ଆଶା, ଆକାଂକ୍ଷାକୁ ପୁରା କରିବା ଭଳି ବଜେଟ : ବିଜେପି
ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ଦ୍ୱିତିୟ ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ
ଏହି ବଜେଟ ଆଙ୍କାକ୍ଷ୍ୟାର ଭାରତ ନିର୍ମାଣ, ଅର୍ଥନୈତିକ ପ୍ରଗତି, ଓ ଏକ ଯତ୍ନବାନ ସମାଜର ନିର୍ମାଣର ଚିନ୍ତାଧାରା ଉପରେ ପରିବେଷ୍ଟିତ
ମୋଦିଜିଙ୍କର…
ଭରତପୁରଠାରେ ନାଗରିକତା ସଂଶୋଧନ ଆଇନ ସମର୍ଥନରେ ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି
ସିଏଏକୁ ସମର୍ଥନ କରି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶହ ଶହ ଜନତା: ବିଜେପି
ଭୁବନେଶ୍ୱର,(ଶାସକ ପ୍ରଶାସକ): ନାଗରିକତା ପ୍ରଦାନ କରିବା ପାଇଁ ହୋଇଛି ନାଗରିକତା ସଂଶୋଧନ ଆଇନ । ମୋଦି ସରକାରଙ୍କ ଏହା ଏକ ଐତିହାସିକ ନିଷ୍ପତି । ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର…
ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: ପୁତନା ପ୍ରେରଣ
ଦ୍ବିତୀୟ ଦିବସରେ କଂସ ଦରବାରରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ରାଜ ଅତିଥି
ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ଶନିବାର ଦିନ ଦ୍ବିତୀୟ ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା…
ବହୁ ଚର୍ଚ୍ଚିତ ଟେମରିମାଲ ହତ୍ୟା କାଣ୍ଡ :ପ୍ରେମ ପ୍ରତାରଣା ପରେ ଷଡ଼ଯନ୍ତ୍ର , ବଳତ୍କାର ଓ ହତ୍ୟା
ବରଗଡ(ଶାସକ ପ୍ରଶାସକ) :- ଆଜି ପାଇକମାଲ ପୋଲିସ ଓ ପଦ୍ମପୁର SDPO ଙ୍କୁ ମିଳିଛି ଆହୁରି ଏକ ବଡ଼ ସଫଳତା । ବହୁଚର୍ଚ୍ଚିତ ଟେମରିମାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆହୁରି ଦୁଇ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିବାରେ ସଫଳ ହେଇଛି ପୋଲିସ । ଗତ ଡିସେମ୍ବର 20 ତାରିଖ ଟେମରିମାଲ ର ଧନୁର୍ଜ…
“ଭାରତୀୟ ସାହିତ୍ୟର ଜଳରାଶି ନକାରାତ୍ମକ ରାଜନୈତିକ, ଧାର୍ମିକ, ଏବଂ ସ୍ୱାର୍ଥକୈନ୍ଦ୍ରିକ ଅର୍ଥନୈତିକ ଶକ୍ତି…
ଦୁଇ ଦିନିଆ ସାହିତ୍ୟ ମହାକୁମ୍ଭ "ସୋଆ ସାହିତ୍ୟ ଉତ୍ସବ" ଉଦ୍ଘାଟିତ : ସାହିତ୍ୟର ପରିସରକୁ ଉନ୍ମୁକ୍ତ କରିବା ନିମନ୍ତେ ଡଃ ୟଶଶ୍ଚନ୍ଦ୍ରଙ୍କ ଗୁରୁତ୍ୱ
ଆମ ଭାଷା ସାହିତ୍ୟର ପରିସର ସଂକୁଚିତ ହୋଇଗଲା ଭଳି ଲାଗୁଛି
ଯୁବପିଢ଼ି ନିଜ ଭାଷାର ଉନ୍ନତି କରିବା ପାଇଁ ଆଗେଇ ଆସିବା ଆବଶ୍ୟକ…
ପୋଖରୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ ,14ମାସ ପରେ ବି ମିଳୁନି ସହାୟତା
ପାଟଣାଗଡ /ସଚିନ ସାହୁ : ମୃତ୍ୟୁ ଯେତେବେଳେ ଆସେ କାହାରିକୁ ପଚାରେ ନାହିଁ କି ତାର ସମୟ କାଳ ପାତ୍ର କିଛିନାହିଁ | ଏମିତି ଏକ ଦୁଖଦ ପୂର୍ଣ୍ଣ ଘଟଣା ଘଟଣା ଘଟିଥିଲା ଲରମ୍ଭା ଥାନା ନିକଟସ୍ଥ ଜୁରିଆ ଗ୍ରାମରେ | ପୋଖରୀରେ ବୁଡି ବୃଦ୍ଧ ସ୍ବର୍ଣ୍ଣ ତାଣ୍ଡିଙ୍କ ମୃତ୍ୟୁ ହୋଇଥିଲା | ସୂଚନା…
ମୃତ ଶିଶୁ ଜନ୍ମ କରିବା ଘଟଣା ଯୋଗୁଁ ତୀବ୍ର ଉତ୍ତେଜନା
ପ୍ରସବ ବେଦନା ବୃଦ୍ଧି ସତ୍ତ୍ୱେ ନର୍ମାଲ ଡେଲିଭରି କହି ଦିନ ଗଡ଼ାଇ ଚାଲିଲେ ଡାକ୍ତରଖାନା କର୍ତ୍ତୃପକ୍ଷ
ସିଜେରାନ କରିବା ପାଇଁ ପରିବାର ସଦସ୍ୟଙ୍କ ନିବେଦନକୁ କଲେନାହିଁ ଭୃକ୍ଷେପ
ବାରିପଦା:(ଦିଲ୍ଲୀପ ମହାନ୍ତି )- ଫେବୃଆରୀ ୧ ଶନିବାର ପ୍ରତ୍ୟୁଷରେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…
ଶରୀରର ଉଷ୍ମତା ପାଇଁ ଶ୍ରୀଜୀଉ ସର୍ବାଙ୍ଗରେ ପିନ୍ଧିଲେ ଶୀତବସ୍ତ୍ର
ଶ୍ରୀରଘୁନାଥଜିଉଙ୍କ ଓଢଣଲାଗି ବେଶ ଉଲାଗୀ ଓ ବସନ୍ତପଂଚମୀ ନିତୀ ପାଳିତ
ଓଡଗାଁ (ଶ୍ରୀକାନ୍ତ ମିଶ୍ର) : ପ୍ରଭୁରଘୁନାଥଙ୍କର ପ୍ରତ୍ୟେକ ଲୀଳା ମାନବ ଧର୍ମୀି ହୋଇଥିବା ବେଳେ ଋତୁଚକ୍ରର ପରିବର୍ତନ ଅନୁସାରେ ପ୍ରଭୁଙ୍କର ବେଶଭୁଷା ସହିତ ଅନ୍ୟ ସମସ୍ତ ନୀତିରେ ପରିବର୍ତନ ଦେଖିବାକୁ ମିଳିଥାଏ ।…
ମଦ୍ୟପାନ, ଅନଭିଜ୍ଞତା ଓ ରାସ୍ତା ଜବରଦଖଲ ଘଟାଉଛି ଦୁର୍ଘଟଣା
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ନୂଆ ପରିବହନ ଆଇନ ଲାଗୁ ହେବା ପରେ ମଧ୍ୟ ଦୁର୍ଘଟଣା ସଂଖ୍ୟା କମିବାର ନା ଧରୁନି । କେବଳ ୧୦୮ ନୁହଁ, ଦମକଳ ବାହିନୀ ମାଧ୍ୟମରେ ଦୁର୍ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସଠିକ ସମୟରେ ଚିକିତ୍ସା ଯୋଗାଇ ଦେଲେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକଙ୍କର…