ସମ୍ବଲପୁର- ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ଏବେ କରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଥିବା ବେଲେ ଲିକ ନାନାଦି ଭାବେ ହନ୍ତସନ୍ତ ହେଉଛନ୍ତି | ହେଲେ ତା ସାଙ୍ଗକୁ ଯନ୍ତ୍ରଣା ବଢ଼ାଇଛନ୍ତି ଏବେ ଦନ୍ତା ହାତୀ | ସମ୍ବଲପୁର ଜ଼ିଲ୍ଲା ଯୁଯୋମୁରା ବ୍ଲକ ଅଂଚଳରେ ହାତୀ ଆତଙ୍କ କମିବାର ନାଁ ନେଉ ନାହିଁ l ଆଜି ଦିନ ଦିପ୍ରହରରେ ହାତୀ ପଲ ବ୍ଲକର ବlହlମ ପଂଚାୟତ ମାଲିମୁଣ୍ଡା ଗ୍ରାମରେ ଗାଁ ଲୋକଙ୍କୁ ଭୟଭୀତ ଓ ଆତଙ୍କିତ କରି ରଖିଛନ୍ତି l ଏହି ହାତୀ ପଲରେ 4 ଟି ହାତୀ ରହିଥିବା ବେଳେ 3 ଗୋଟି ଦନ୍ତା ହାତୀ ବାଲି ଖେଳରେ ମାତିଥିବା ଦେଖାଯାଇଥିଲା l ତେବେ ଗ୍ରାମବାସୀ ଏହି ହାତୀପଲକୁ ମିଳିତ ଭାବେ ଘଉଡ଼ାଇ ଦେଇ ଥିବା ଦେଖା ଯାଇଥିଲା l
Sign in
Sign in
Recover your password.
A password will be e-mailed to you.