” ନବବାବୁ କରଛନ୍ତି ପ୍ରତାରଣା, ନିଜ ନାକ ତଳ ନିଶ ଉପରେ ନିଘା ନାହିଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର “

ଝାରସଗୁଡା ହସ୍ପିଟାଲକୁ ୫୦ଟି ଶଯ୍ୟା ବିଶିଷ୍ଟ ମଲ୍ଟିସ୍ପେଶିଆଲିଟି ହସ୍ପିଟାଲ ଘୋଷଣା କରନ୍ତୁ  ସରକାର : ବିଜେପି  ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମିଥ୍ୟା କହି କେବଳ ବାହା ବାହା ମାରୁଛନ୍ତି । ସେ ସାରା ଓଡିଶା ବୁଲି ବିଭିନ୍ନ ମେଡିକାଲ ଦେଖିଲେ କିନ୍ତୁ ନିଜ…

“ଆମ ପିଲାକୁ ଡାକ୍ତରଙ୍କ ଅବହେଳା ମାରିଦେଲା”

http://www.youtube.com/watch?v=eodKxT8o99o ଡାକ୍ତରଙ୍କ ଅପେକ୍ଷାରେ ପଡି ପଡି ଜୀବନ ଚାଲିଗଲା, ଡାକ୍ତର ଆସିଲେ ତିନିଘଂଟା ଡେରିରେ     ସୁନ୍ଦରଗଡ଼/ ହୋରାଚାନ୍ଦ  ଦେଉରିଆ  :- ଆଜି ସକାଳେ ହାତିବାରି ବିର୍ଜାବେର୍ଣା ସାହିର ସାଧୁ ସୋରଙ୍ଗ( ୨୦) ନାମକ ଜଣେ ଯୁବକ ଚୁନପଥର ସଂଗ୍ରହ କରିବା…

ଅସହାୟଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା । 

ହରଭଙ୍ଗା/ପ୍ରତାପ ମେହେର: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ବୈକୁଣ୍ଠପୁର  ଗ୍ରାମର ଜେମା ଦୀପ । ୨୦୧୪ ମସିହାରୁ ସ୍ବାମୀଙ୍କ ପାଖରୁ ଛାଡ଼ପତ୍ର ପାଇବା ପରେ ବାପଘରେ ଅଛନ୍ତି । ଭାଇ ମାନେ ଦୟା କରି ଏକ ମାଟି ଘର ଦେଇଥିଲେ ଗତ ବର୍ଷାରେ ଘରଟି ଭାଙ୍ଗିଗଲା । ଏବେ ବାପା…

‘କାଉ ଖାଇଲା ପଣସ, ବଗ ମୁଣ୍ଡରେ ଅଠା’ 

ଘରୋଇ ଖାଉଟିଙ୍କ ବିଜୁଳି ଟାରିଫ୍ ବୃଦ୍ଧି ଓ ବିଜୁଳି ସଂଯୋଗ କଟାଯିବା ପ୍ରସଙ୍ଗ ସାଧାରଣ ଲୋକଙ୍କ ଠାରୁ ଜୋର ଜବରଦସ୍ତି ଟଙ୍କା ଆଦାୟର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର : ବିଜେପି ଭୁବନେଶ୍ୱର,(ଶାସକ ପ୍ରଶାସକ) : ଓଡିଶାର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଟାରିଫ୍ ବଢିବା ନେଇ…

ଅଚାନକ ସେବାଶ୍ରମରେ ପହଁଚିଲେ, ପିଲାଙ୍କୁ  ପାଠ ପଢାଇଲେ ଜିଲ୍ଲାପାଳ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ନାକ୍ଟିଦେଉଳ ବ୍ଲକର  ଖଣ୍ଡିଆମୁଣ୍ଡା ସେବାଶ୍ରମ ବିଦ୍ୟାଳୟକୁ ଜିଲ୍ଲାପାଳ ଅଚାନକ ଗସ୍ତକରି ପିଲାମାନଙ୍କୁ ପାଠ ପଢାଇଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସକ୍ସେନା କିସିଣ୍ଡା ପଞ୍ଚାୟତର…

ଧଳା ଜହର ରଖିଥିବା ଯୁବକକୁ ବାନ୍ଧିଲା ପୋଲିସ

ବାରିପଦା (ଦିଲ୍ଲୀପ ମହାନ୍ତି)- ଧଳା ଜହର  କବଳରେ ଯୁବ ଗୋଷ୍ଠୀ । ନିଶା ସାମ୍ରାଟଙ୍କ  ମାୟା ଜାଲରେ ଯୁବ ସମାଜ । ସାମାଜିକ ସୁସ୍ଥ ପରିବେଶରେ ଅଶାନ୍ତର ବାତାବରଣ ଦେଖାଦେଇଛି । ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ୟାଳୟ  ପଛ ଗଳିରୁ  ଜଣେ ଯୁବକ ବ୍ରାଉନ ସୁଗାର…

ନିଲମ୍ବିତ ହେଲେ ମଦୁଆ ବାବୁ

ବାରିପଦା/ ଦିଲ୍ଲୀପ ମହାନ୍ତି : ନିଲମ୍ବିତ ହେଲେ ମଦୁଆ ପୋଲିସ ଏ ଏସ ଆଇ। ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ରେ କାର୍ଯ୍ୟରତ ଥିବା ଏ ଏସ ଆଇ ସଚିଦା ନନ୍ଦ କିଷାନ ଗତକାଲି ସନ୍ଧ୍ୟା ସମୟରେ ମଦ୍ୟପାନ କରି ବେତନଟୀ ଥାନା ଛକ ନିକଟରେ ଥୁବା ଏକ ପାନ ଦୋକାନ ରେ  ଥୁବା ବେଞ୍ଚ ଉପରେ ବେହସ ଅବସ୍ଥାରେ…

ଖେତ ପାଖରେ ପହଂଚି ଚାଷୀଙ୍କ ସୁବିଧା ଅସୁବିଧା ବୁଝିଲେ ଅଧ୍ୟକ୍ଷ, ସହଯୋଗର ଦେଲେ ପ୍ରତିଶ୍ରୁତି 

http://www.youtube.com/watch?v=cv-zuk4jcMs ରାଜ୍ୟ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ  ଅମରେଶ ପତ୍ରୀଙ୍କ ୨ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ : କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା  ଜି ଉଦୟଗିରି (ଗଗନ କୁମାର ପ୍ରଧାନ ) :"ଆଜ୍ଞା ଆଗରୁ କେହି ଆସୁନଥିଲେ | ଆଜି ଭୁବନେଶ୍ୱରରୁ ଆସିଥିଲେ …

ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୪ ହଜାର ୩୭୩ କୋଟି ଟଙ୍କାର ଅନୁଦାନ  ରାଜ୍ୟରେ ରେଳ ଭିତିଭୂମି ସୁଦୃଢ ହେବ ଓ ଯାତ୍ରୀ ସୁବିଧା ବଢିବ  ସମ୍ବଲପୁର-ଗୋପାଳପୁର ନୂଆ ରେଳ ଲାଇନ ପାଇଁ ୨୯୫୭ କୋଟି ଅନୁଦାନ  ଜନଜାତି ଅଂଚଳରେ ରେଳ ସଂଯୋଗ ସ୍ଥାପନ କରିବା ସହ ଅର୍ଥନୀତିକୁ ସମୃଦ୍ଧ କରିବ …

ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ: କଂସଙ୍କ ସ୍ବପ୍ନ ଦର୍ଶନ

ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ  ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ବୁଧବାର ଦିନ ଷଷ୍ଠ  ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ ଗୋପପୁର କେର୍ମେଲାବାହାଲ ଠାରେ କୃଷ୍ଣ ଙ୍କ ଦ୍ଵାରା ନାବକେଳି…