ଟ୍ରକ – ପିକଅପ୍ ଧକ୍କା : ୩ ମୃତ ୮ ଗୁରୁତର ।

ବେପରୁଆ ଗାଡି ଚାଳନା ,ଟ୍ରକ ଡାଇଭର ଫେରାର । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଠାରୁ ସମ୍ବଲପୁର ମୁଖ୍ୟ ରାସ୍ତା ଉଲୁଣ୍ଡା ମେଟାକାନୀ ପୀଠ ନିକଟସ୍ଥ ପଣ୍ଡିକିଟାଲ ଠାରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ଜଣ ଯାତ୍ରୀଙ୍କ ସମତେ ଗାଡି ଚାଳକ ଙ୍କ ସହ ୩ ଜଣ ଙ୍କର…

ଦୁଃଖବୁଝିଲେ ଜିଲ୍ଲାପାଳ, ଅଭାବୀ ମହରା ପରିବାରକୁ ଦେଲେ ସହାୟତାର ପ୍ରତିଶ୍ରୁତି 

ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର : ସରକାରୀ ଚାକିରୀଆମାନେ ନିଜ ଦରମା ଓ ଅନୁବନ୍ଧିତ କାର୍ଯ୍ୟ ମଧ୍ୟରେ ସୀମିତ ରହିବାକୁ ପସନ୍ଦ କରୁଥିବା ସବୁବେଳେ ଦେଖିବାକୁ ମିଳେ। କିଛି କର୍ମଚାରୀ ନିଜ ସରକାରୀ କାର୍ଯ୍ୟ ସମ୍ପାଦନ କରିବାକୁ ଲାଞ୍ଚଖୋର ମନୋବୃତ୍ତି ଆପଣାଉଥିବା ନେଇ ମଧ୍ୟ ସମୟ ସମୟରେ ଚର୍ଚ୍ଚା…

ଜିଲ୍ଲାପାଳ ଅଫିସକୁ ଧସେଇ ପଶିଲେ ଆନ୍ଦୋଳନକାରୀ: ଚଟାଣରେ ଅଢେଇ ଘଣ୍ଟା ଧାରଣାରେ ବସିଲେ ସାଂସଦ

ଖରିଫ ବକେୟା ଧାନ ସଂଗ୍ରହ ଆନ୍ଦୋଳନ  ତେଜିଲା, ୬୭୫ ଟୋକନରେ ସଂଗ୍ରହ ହେବ ୨୮୭୧୨ କ୍ୱିଣ୍ଟାଲ ଧାନ ନୂଆପଡ଼ା,(ଅମିତ ପୁରୋହିତ) : ନୂଆପଡ଼ା ଜିଲ୍ଲାରେ ଖରିଫ ଋତୁ ବେକୟା ଧାନ ସଂଗ୍ରହ ଆନ୍ଦୋଳନ  ତେଜିବାରେ ଲାଗିଛି । ମଧ୍ୟାହ୍ନରେ ଶତାଧିକ ବିଜେପି ନେତା, କର୍ମୀ ଓ ଚାଷୀ ମାନେ ପୁଲିସ କର୍ଡନ…

ଏସଏଚଜି  ମା’ ମାନଙ୍କୁ ଏକତ୍ରିତ କରିବାର ମାଧ୍ୟମ ପଲ୍ଲୀଶ୍ରୀ ମେଳା

ଜିଲ୍ଲାସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ୍ ନୂଆପଡ଼ା,(ଅମିତ ପୁରୋହିତ) :  ସ୍ଥାନୀୟ ମିନି ଷ୍ଟାଡ଼ିୟମ ଜିଲ୍ଲା ପ୍ରଶାସନ ଓ ଓରମାସ ତରଫରୁ ଜିଲ୍ଲା ସ୍ତରୀୟ ପଲ୍ଲୀଶ୍ରୀ ମେଳା ଉଦ୍ଘାଟିତ ହୋଇ ଯାଇଛି । ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା…

ରୋଟାରୀ କ୍ଲବ ବରଗଡ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର, ୨୬୩ ଜଣ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା

ବରଗଡ଼(ଶାସକ ପ୍ରଶାସକ) ରୋଟାରୀ କ୍ଲବ ବରଗଡ ତରଫରୁ ସ୍ଥାନୀୟ ରୋଟାରୀ ବ୍ଲିକ ସ୍କୁଲଠାରେ ପ୍ରକଳ୍ପ ମୁଖ୍ୟ ରୋଟାରୀଆନ୍ ପ୍ରଦୀପ ଦେବତାଙ୍କ ତତ୍ୱାବଧାନରେ ମାଗଣା ସ୍ୱାସ୍ଥ୍ୟ ଶିବିର (କିଡନି ଓ ୟୁରୋଲୋଜି) ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ଓ…

ବିଶ୍ୱ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ଠାରେ ବିଶ୍ୱ ମାତୃଭାଷା ଦିବସ ପାଳିତ 

 ସମ୍ବଲପୁରୀ ମାତୃଭାଷା ଅଭିଯାନର ଶୁଭାରମ୍ଭ ସମ୍ବଲପୁର(ରମାକାନ୍ତ ବିଶ୍ବାଳ ):  ପବିତ୍ର ମହାଶିବରାତ୍ରି  ଅବସରରେ  ଶୈବ ଭକ୍ତ ଙ୍କ ପାଇଁ ଦିନଟି ଯେତିକି ମହତ୍ୱପୂର୍ଣ୍ଣ ବିଶ୍ୱ ମାତୃଭାଷା ଦିବସ ବି ଅନୁରୂପ ଭାବେ କବି ଲେଖକ ଭାଷା ପ୍ରେମୀଙ୍କ ପାଇଁ ଦିନଟି ସେତିକି ଗୁରୁତ୍ୱ ବହନ କରିଥାଏ ।…

୩ ଜଣ  ନାବାଳିକା ନିଖୋଜ

ଝାରସୁଗୁଡା,ସମ୍ବଲପୁର -(ରମାକାନ୍ତ ବିଶ୍ବାଳ ) ଝାରସୁଗୁଡା ସହରାଞ୍ଚଳର ପୁରୁଣାବସ୍ତିରୁ ୩ ଜଣ  ନାବାଳିକା ନିଖୋଜ ହୋଇଥିବା ଜଣାଯାଇଛି l ସେମାନଙ୍କ ନାମ ଦୁଇ ଭଉଣୀ ରଶ୍ମିତା ଦାସ ଓ ଗୀତା ଦାସ ଏବଂ  ବନିତା ଛଚାନ ବୋଲି ଜଣାଯାଇଛି l ଆଜି ସକାଳୁ ପୁରୁଣାବସ୍ତି ମୁନିସିପାଳିଟି ହାଇସ୍କୁଲ କୁ…

ଅପାର ସମ୍ଭାବନା ସତ୍ୱେ ବେକାରୀ ଉତ୍କଟ : ଯୁବ ବିଜେପି କଲା ଜିଲ୍ଲାପାଳ ଅଫିସ ଘେରାଉ 

ସମ୍ବଲପୁର(ରମାକାନ୍ତ ବିଶ୍ବାଳ )ଅପାର ସମ୍ଭାବନା ସତ୍ୱେ ସମ୍ବଲପୁର ଜିଲ୍ଲାରେ ସ୍ଥାନୀୟ ନିଯୁକ୍ତି ନମିଳିବା ବିରୁଦ୍ଧରେ ସମ୍ବଲପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜ଼ିଲ୍ଲାପାଳ  ଅଫିସ ଘେରlଓ କରି ଜିଲ୍ଲା ପ୍ରଶାସନ କୁ ଶୀଘ୍ର ନିଯୁକ୍ତି ମେଳା କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ…

ଆନ୍ତରାଷ୍ଟ୍ରିୟ ମାତୃଭାଷା ଦିବସ ପାଳିତ 

            ଲଇଡା-ସମ୍ବଲପୁର(ରମାକାନ୍ତ ବିଶ୍ବାଳ ) ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ଗୁରୁବାର ପ୍ରଧାନାଚାର୍ଯ୍ୟ ପ୍ରମୋଦ କଟୁରୀ ଙ୍କ ସଭାପତିତ୍ବ ରେ ଆନ୍ତରାଷ୍ଟ୍ରିୟ ମାତୃଭାଷା ଦିବସ ପାଳିତ ହୋଇଯାଇଅଛି। ଏହି ଅବସରରେ ପରିଚାଳନା କମିଟୀ ସଭାପତି ତଥା…

ଏମ୍ସର ଓଡ଼ିଆ ବିରୋଧୀ ମାନସିକତା : ପ୍ରତିବାଦ ଜଣାଇଲା ବିଜେଡି 

ଏମ୍ସ ନିର୍ଦ୍ଦେଶକଙ୍କୁ ଭେଟି ପ୍ରତିବାଦ ଜଣାଇଲେ ସାଂସଦ ଓ ବିଧାୟକ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ପଠାଇଲେ ଦାବିପତ୍ର  ଭୁବନେଶ୍ୱର(ଶାସକ ପ୍ରଶାସକ) ଭୁବନେଶ୍ବରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)। ଇଂରାଜୀ ବ୍ୟତୀତ ହିନ୍ଦୀ ଭାଷାକୁ ମେଡିକାଲ…