ଖୁସି ଖବର, ସୁସ୍ଥ ହେଲେ ଆଉ ୧୪ ଜଣ କରୋନା ପଜିଟିଭ

0

ଭୁବନେଶ୍ୱର (ଶାସକ ପ୍ରଶାସକ ) ଖୁସି ଖବର | ଆଉ ୧୪ ଜଣ କରୋନା ପଜିଟିଭ ସୁସ୍ଥ ହେଲେ | ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡାରୁ ଜଣେ  ଭୁବନେଶ୍ୱରରୁ  ୩ ଜଣ, ବାଲେଶ୍ୱରରୁ  ୩ ଜଣ ଓ ଭଦ୍ରକ ୭ ଜଣ ସାମିଲ | ଆଜିର ଏହି ଘୋଷଣା ପରେ କେନ୍ଦ୍ରାପଡା ପଜିଟିଭ ଶୁନ୍ୟ ହୋଇଛି | ଆଜିର ୧୪ ଜଣଙ୍କୁ ମିଶାଇ କରୋନା ପଜିଟିଭରୁ ସୁସ୍ଥ ହେବା ସଂଖ୍ୟା ୫୫ରେ ପହଂଚିଛି | 

 

Leave A Reply

Your email address will not be published.