କୋବିଦ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ଯୋଗାଣ ସଚିବ ବୀର ବିକ୍ରମ ଯ।ଦବଙ୍କ ରାୟଗଡା ଜିଲ୍ଲା ଗସ୍ତ

0 1

ରାୟଗଡ଼ା/ସରୋଜ ସାହୁ .- ରାୟଗଡା ଜିଲ୍ଲା ପାଇଁ ନିଯୁକ୍ତ କୋବିଦ-୧୯  ପର୍ଯ୍ୟବେକ୍ଷକ ଶ୍ରୀ ବୀର ବିକ୍ରମ ଯାଦବ ଯାଦବ  ଜିଲ୍ଲା ଗସ୍ତରେ ଆସି କରୋନା ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି । ରାୟଗଡ଼ା ବ୍ଲକର ମାଲିଗାଁ  ,ବଡ଼ ଆଲୁବାଡି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଓ ଜେକେପୁରଠାରେ ପରିଚାଲିତ COVID Health Center ପରିଦର୍ଶନ କରିଥିଲେ ।ଏହି ପ୍ରଦର୍ଶନ ବେଳେ ରାୟଗଡ଼ା ଜିଲାପାଳ ଶ୍ରୀ ପ୍ରମୋଡ଼ କୁମାର ବେହେରା,ପିଡି ଡିଆରଡିଏ  ତଥା ଅତିରିକ୍ତ ଜିଲାପାଳ ଶ୍ରୀ ଅମ୍ରିତ ୠତୁରାଜ, ଉପଜିଲ୍ଲାପାଳ ଶ୍ରୀ ପ୍ରତାପ  ଚନ୍ଦ୍ର ପ୍ରଧାନ, ବିଡ଼ିଓ ଶ୍ରୀ ରାଜେନ୍ଦ୍ର ମଝି,ଅତିରିକ୍ତ ବିଡ଼ିଓ ନୃସିଂହ ଚରଣ ପଟନାୟକ ଆଦି ଉପସ୍ଥିତ ଥିଲେ ।

     ଏହା ପରେ ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହ ଏନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟତ କରନା ମୁକବିଲା ନିମନ୍ତେ ପ୍ରସ୍ତୁତି ଓ ଶ୍ରମ ଭିତିକ କାର୍ଯ୍ୟକ୍ରମ ଗୁଡିକ ବହୁତ ଭାବରେ କର୍ଯ୍ୟକାରୀ ରଖିବା ନିମନ୍ତେ ନିର୍ଦେଶ ଦେଇଥିଲେ । ଯାହାଫଳରେ ବାହାରୁ ଫେରି ଆସୁଥିବା ଶ୍ରମିକ ମାନେ କର୍ମ ସଂସ୍ଥାନରେ କର୍ମନିଯୁକ୍ତି ପାଇ ରୋଜଗାର ପାଇବେ । ବିଶେଷ କରି ମହାତ୍ମା ଗାନ୍ଧୀ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ସଂସ୍ଥା କୃଷି କ୍ଷେତ୍ରରେ ,ଉଦ୍ୟାନ କୃଷିରେ,ଜଳବିଭଜିକା ମିଶନ ,ମତ୍ସ୍ୟ ବିଭାଗ ,ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂ ସ୍ଥା,ନିର୍ମାଣ କୋଠାବାଡ଼ି,ଗ୍ରାମୀୟ ନିର୍ମାଣ ଆଦି ବିଭଗ ତରଫରୁ କର୍ମ ସଂସ୍ଥାନ ଯୋଗାଇବା ଉପରେ ଗୁରୁତ୍ବ ଦେଇଥିଲେ ।

     ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଶ୍ରୀ ବେହେରା,ଆରକ୍ଷୀ ଅଧିକ୍ଷକ ରାୟଗଡ଼ା,ଡା.ଶର୍ବନ ବିଭେକ ଏମ,ଅଟିରକ୍ତ ଜିଲ୍ଲା ପାଳ ତଥା ପିଡି ଡିଆରଡି ଏ ଶ୍ରୀ ୠତୁରାଜ, ଉପଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରଧାନ, ଜିଲ୍ଲା ମୁକ୍ଷ୍ୟ କୃଷି ଅଧିକାରୀ,ଉପ ନିର୍ଦେଶକ ଉଦ୍ୟାନ କୃଷି, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦେଶକ ,ନିର୍ମାଣ କୋଠ।ବ।ଡୀ ,ଗ୍ରାମୀୟ ନିର୍ମାଣ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.