ସୁରଟରୁ ଫେରିଲେ ୨୩ ଓଡ଼ିଆ ଶ୍ରମିକ l 

0 2

କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ ) ରାଜ୍ୟ ବାହାରେ ଫସିରହିଥିବା ଓଡ଼ିଆ  ପ୍ରବାସୀଙ୍କୁ ଫେରାଇ ଆଣୁଛନ୍ତି ରାଜ୍ୟସରକାର l ସେହିଭଳି ଗୁଜୁରାଟର ସୁରଟ ସହରରେ ଫସି ରହିଥିବା ଓଡ଼ିଆ ଶ୍ରମିକ ମାନେ ଆଜି ସକାଳେ ଏକ ବସ ଯୋଗେ ଆସି କୁଚିଣ୍ଡାରେ ପହଞ୍ଚିଛନ୍ତି l   କୁଚିଣ୍ଡା ଉପଖଣ୍ଡ, ଝାରସୁଗୁଡ଼ା ଓ ରେଙ୍ଗାଲି ଅଞ୍ଚଳରର ୨୩ ଜଣ ଶ୍ରମିକ ବୋଲି ଜଣାପଡିଛି । ପହଞ୍ଚିଥିବା ଶ୍ରମିକ ମାନଙ୍କୁ କୁଚିଣ୍ଡାର ଏକଲବ୍ୟ ସ୍କୁଲରେ  ତିଆରି ହୋଇଥିବା  କ୍ଵାରେଣ୍ଟାଇନ ହଲରେ ବର୍ତ୍ତମାନ ରଖାଯାଇଛି।

Leave A Reply

Your email address will not be published.