ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଆଜି କୁଲତା ସମାଜ ସମ୍ବଲପୁର ପକ୍ଷରୁ ପି.ଏମ.କେଆର ଏବଂ ସି.ଏମ.ଅlର.ଏଫ ପାଇଁ ଯଥା କ୍ରମେ ଟ.16551/- ଙ୍କା, ଟ.16555/- ଙ୍କା ର ଦୁଇଟି ପୃଥକ ପୃଥକ ଚେକ ସହିତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଲିଖିତ ପ୍ରଶଂସା ପତ୍ର ଧନକଉଡା ବ୍ଲକ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ବସନ୍ତ ହାତୀଙ୍କ ଜରିଆରେ ପ୍ରଦାନ କରାଯାଇଥିଲା l ଏହି ଚେକ ପ୍ରଦାନ ସମୟରେ କୁଲତା ସମାଜ ସମ୍ବଲପୁରର ସଭାପତି ଶ୍ରୀମତୀ ଯଶୋବନ୍ତି ନାଏକ, ଉପ ସଭାପତି ଶ୍ରୀମତୀ ବାସନ୍ତୀ ବିଶ୍ୱାଳ, କୋଷାଧକ୍ଷ ଅଭିରାମ ଖମାରି, ବରିଷ୍ଠ ସଭ୍ୟ ହାରାଧନ ପ୍ରଧାନ, ଜଟା ଭୂଷଣ ସାହୁ, ମଞ୍ଚନ ପ୍ରଧାନ, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post