ପୁଣି ଆଜି ଷଷ୍ଠ ଦଫାରେ ଚିହ୍ନଟ ହୋଇଛନ୍ତି ୫ କରୋନା ପଜିଟିଭ | ସେମାନେ ସମସ୍ତେ ଗଞ୍ଜାମରୁ | ସେମାନଙ୍କ ବୟସ ଯଥାକ୍ରମେ ୩୯, ୪୯, ୧୬, ୪୮ ଓ ୪୫ ବର୍ଷ | ସମସ୍ତେ ସୁରାଟ ଫେରନ୍ତା | ଆଜି ସକାଳେ ପ୍ରଥମ ଦଫାରେ ୧୨ ଜଣ ଗଞ୍ଜାମରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କ ୪ର୍ଥ ଅପଡେଟରେ ୨୬ ବର୍ଷ ବୟସ୍କ ସୁରଟ ଫେରନ୍ତା କରୋନା ରୋଗୀ ଚିହ୍ନଟ ହୋଇଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post