ସଚେତନତା ସହ ଚାଲିଛି ଶ୍ରୀଜିଉ ରଥ ତିଆରି 

0

ପୁରୀ(ଶାସକ ପ୍ରଶାସକ) ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବକଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି  ସଚେତନତା କାର୍ଯ୍ୟକ୍ରମ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାରଣା ଓ ଭୋଇ ସେବକଙ୍କୁ କରୋନା ସଚେତନତା ପାଇଁ ଦିଆଯାଇଛି ତାଲିମ । ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ ପାଇଁ ନିୟୋଜିତ ସବୁ ସେବାୟତଙ୍କୁ ସଚେତନ କରାଯାଉଛି । ସଚେତନତା ମଧ୍ୟରେ ଆଜି ତୁମ୍ବା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

Leave A Reply

Your email address will not be published.