Sign in
Sign in
Recover your password.
A password will be e-mailed to you.
ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମାଳତୀ ଗ୍ରାମର ଐତିହାସିକ ଦେବୀପୀଠ ମାଆ ରତ୍ନେଇ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ଆଜାଦ୍ ହିନ୍ଦ୍ ଫୌଜ ସଂଘ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି I ସଂଘର ବରିଷ୍ଠ ସଦସ୍ୟା ସୁବାସିନୀ ମହାରଣାଙ୍କ ନେତୃତ୍ୱରେ…
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ: ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ସିଧାପ୍ରସାରଣ
ବରଗଡ :-ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ତାଳବଣିଆ ଠାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ଚତୁର୍ଥ…
ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ–୨୦୨୬ ପାଳିତ ।
କେନ୍ଦ୍ରାପଡ଼ା:08,03(ପ୍ରଫୁଲ୍ଲ କୁମାର ମଲ୍ଲ) ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ…
ଟିଟିରେ ରାଜ୍ୟ ପାଇଁ ଗୌରବ ଆଣିଲେ ରାକେଶ
ଭୁବନେଶ୍ବର : ଭିଆଇଟି ଭୋପାଳ ବିଶ୍ବବିଦ୍ଯାଳୟରେ ଆୟୋଜିତ ହୋଇଥିଲା "ଆଦଭିତ୍ୟ ସ୍ପୋର୍ଟ୍ସ ଫେଷ୍ଟ ୨୦୨୬" । କିଟ ବିଶ୍ବବିଦ୍ଯାଳୟରୁ ରାକେଶ ରଞ୍ଜନ ସାହୁ ପ୍ରତିନିଧିତ୍ବ କରି ପୁରୁଷ ଟେବୁଲ ଟେନିସ (ଟିଟି) ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତା ଗତ ମାସ ୨୧ରୁ ୨୪ ତାରିଖ…
ଅନ୍ତର୍ଜାତୀୟ ମହିଳା ଦିବସରେ ପଦଯାତ୍ରା
ବାଲେଶ୍ୱର, ତାରିଖ- ୦୮/୦୩/୨୦୨୬: କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାରଙ୍କର ନିର୍ଦ୍ଧେଶ କ୍ରମେ ବାଲେଶ୍ଵର ଜିଲ୍ଲା ପ୍ରଶାସନ ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ର ସ୍ଥାନୀୟ ଆଈ ଟି ଆଇ ଛକରେ ଥିବା ଇନଡୋର୍ ଷ୍ଟାଡିୟମ ଗତ ତା. ୦୬.୦୩.୨୦୨୬ ରିଖ ଠାରୁ ଆରମ୍ଭ ହୋଇ ଆଜି ତା.…
ଜିଲ୍ଳା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ଓ ସୁଭଦ୍ରା ଯୋଜନାର ମିଳିତ କାର୍ଯ୍ୟକ୍ରମ
ବାଲେଶ୍ୱର, ତାରିଖ- ୦୮/୦୩୦୧୦୨୬: ଆଜି ସକାଳ ୧୦.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଳା ପ୍ରଶାସନ ପକ୍ଷରୁ ଗାନ୍ଧୀ ସ୍ମୃତି ଭବନ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ -୨୦୨୬ ପାଳନ କରଯାଇଥିଲା। ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପୁରୀ ରୁ…
ଲକ୍ଷ୍ମୀନାରାୟଣ କଲେଜରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ:
ଝାରସୁଗୁଡ଼ା, ୮ ମାର୍ଚ୍ଚ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝାରସୁଗୁଡ଼ାର ଲକ୍ଷ୍ମୀନାରାୟଣ କଲେଜରେ ମହିଳା ଅଧିକାର ଓ ଆଇନଗତ ସୁରକ୍ଷା ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହା ଲକ୍ଷ୍ମୀନାରାୟଣ କଲେଜ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ଝାରସୁଗୁଡ଼ାର ସଂଯୁକ୍ତ…
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଚତୁର୍ଥ କିସ୍ତି ପ୍ରଦାନ
- ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅର୍ନ୍ତଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ର ଚତୁର୍ଥ କିସ୍ତି ପ୍ରଦାନ କରାଯାଇଛି। ଆଜିର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ…
ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ
ନାରୀ ନିଜକୁ ଅବଳା କିମ୍ବା ଦୁର୍ବଳା ଭାବିବା ଉଚିତ୍ ନୁହେଁ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟରେ ଆର୍ନ୍ତଜାତୀୟ ମହିଳା ଦିବସ ଅଧ୍ୟକ୍ଷା ଡ଼.ରୀନା ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ପାଳିତ ହୋଇଯାଇଛି। ଏହି…
ମୁମୂର୍ଷୁ ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଚିକିତ୍ସା ବ୍ୟବସ୍ଥା କରାଇଲେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ
ଚନ୍ଦାହାଣ୍ଡି / ତ୍ରିଲୋଚନ ବେଶ୍ରା: ଚନ୍ଦାହାଣ୍ଡି ନିକଟସ୍ତ ଚଚରା ଘାଟିରେ ଛାୟାରାଣୀ ମଣ୍ଡଳ ନାମକ ମହିଳା ମହିଳା ମୁମୂର୍ଷୁ ଅବସ୍ଥାରେ ପଡିଥିବା ମହିଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର କିଛି କର୍ମଚାରୀ ମାନବୀୟ ସହାୟତା ଯୋଗାଇ ତାଙ୍କ ତତ୍କାଳ ଚିକିତ୍ସା ସେବା ଯୋଗାଇବା…