Sign in
Sign in
Recover your password.
A password will be e-mailed to you.
ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର, ମାର୍ଚ୍ଚ ୮: ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳିତ ହେଉଥିବା ଏହି ଦିବସ ମହିଳାଙ୍କ ଅଧିକାର, ସମାନତା ଓ ସମାଜ ପ୍ରତି ତାଙ୍କର…
ଓଡ଼ିଶାରେ ରୁଫ୍ଟପ୍ ସୋଲାର ସଂଯୋଗକୁ ତ୍ୱରାନ୍ୱିତ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବଙ୍କ…
ରୁଫ୍ଟପ୍ ସୋଲାର କାର୍ଯ୍ୟକାରୀ କରିବା ପାଇଁ ଟାଟା ପାୱାର ନେତୃତ୍ଵାଧୀନ ଓଡ଼ିଶା ଡ଼ିସକମ, ବ୍ୟାଙ୍କ ଏବଂ ଭେଣ୍ଡରଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି
ଭୁବନେଶ୍ୱର: ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ସଫଳ ରୂପାୟନ ପାଇଁ ଟିପିସିଓଡିଏଲ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ ସେଣ୍ଟରଠାରେ…
ଆନ୍ତର୍ଜାତୀୟ ମହିଳା ଦିବସରେ ସରପଞ୍ଚ ସସ୍ମିତା ପାତ୍ର ସମ୍ବର୍ଦ୍ଧିତ
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ରଙ୍ଗଣୀପାଟଣା ଗ୍ରାମ ପଞ୍ଚାୟତର ସରପଞ୍ଚ ସସ୍ମିତା ପାତ୍ରଙ୍କୁ ବିଭିନ୍ନ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ପାଇଁ ଭୂବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି।…
ସରକାର ଶୁଣାଉଛନ୍ତି ଗପ , ସେପଟେ ଚାଷୀ ହନ୍ତସନ୍ତ
ମାଲକାନଗିରି ଜିଲ୍ଲା ସଦର ବାଟପଲ୍ଲୀ ମଣ୍ଡିରୁ ଧାନ ଉଠାଯାଉ ନଥିବା ପ୍ରତିବାଦରେ ଆଜି ଚାଷୀଙ୍କ ଆନ୍ଦୋଳନ ଏକ ଉଗ୍ର ରୂପ ଧାରଣ କରିଥିଲା।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଶତାଧିକ ଚାଷୀ ମାଲକାନଗିରି-ବାଲିମେଳା ମୁଖ୍ୟ ସଂଯୁକ୍ତ ରାସ୍ତାର ଏମ.ଭି-୧୧ ନିକଟରେ ଧାନ ବସ୍ତା ରଖି ଅଭିନବ…
ଜିଲ୍ଲାସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ୦୭/୦୩/୨୦୨୬: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମାର୍ଗଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ 'ସୂଚନା ଅଧିକାର ଆଇନ, ୨୦୦୫' କର୍ମଶାଳା-୨୦୨୬…
ମାଲକାନଗିରି ଜିଲ୍ଲାରେ ସମବାୟ ସମିତିଗୁଡ଼ିକର କାର୍ଯ୍ୟଧାରାରେ ସ୍ୱଚ୍ଛତା ଓ ଦକ୍ଷତା ଆଣିବା ଲକ୍ଷ୍ୟରେ ଏକ ଦିବସୀୟ…
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ,ତାରିଖ-୭/୩/୨୬: ରାଜ୍ୟ ସମବାୟ ସଙ୍ଘ (ଭୁବନେଶ୍ୱର) ଏବଂ ସମବାୟ ପରିଚାଳନା କେନ୍ଦ୍ର (କୋରାପୁଟ) ର ମିଳିତ ପ୍ରୟାସରେ ସ୍ଥାନୀୟ ନିୟନ୍ତ୍ରିତ ବଜ଼ାର କମିଟୀ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡି.ଆର.ସି.ଏସ ଏବଂ କେ.ସି.ସି ବ୍ୟାଙ୍କ…
ଏମ୍ଆଇ ବିଭାଗର ଗୋପନ ଉନ୍ନୟନ !
ସୂଚନା ଫଳକ ବିନା କାମ – କାହାକୁ ଲୁଚାଯାଉଛି ସତ୍ୟ ?
ବଲାଙ୍ଗିର, (ଶାସକ ପ୍ରଶାସକ)ତା.୦୭.୦୩ :- ବଲାଙ୍ଗିର ଜିଲ୍ଲା ଖପ୍ରଖୋଲ ବ୍ଲକ ମାଟିଆଭଟା ଅଞ୍ଚଳରେ ମାଇନର ଇରିଗେସନ (ଏମ୍ଆଇ) ବିଭାଗ ପକ୍ଷରୁ ଚାଲୁଥିବା କିଛି ଉନ୍ନୟନମୂଳକ କାମ ସୂଚନା ଫଳକ ବିନା ହେଉଥିବା ଘଟଣା ସାମ୍ନାକୁ ଆସିଛି।…
ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରା ପ୍ରସ୍ତୁତି ବୈଠକ
ମନ୍ଦିର ରାସ୍ତାରେ ଆମିଷ ବିକ୍ରୟ ନିଷେଧ
ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ବ,
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର):ଓଡ଼ିଶାର ପ୍ରସିଦ୍ଧି ଲାଭ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ବିଜେ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ପାଇଁ…
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା,ରଘୁନାଥ କବାଡ଼ି ଏକାଡେମୀ ଚମ୍ପିୟାନ
ଓଡ଼ଗାଁ,୭।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗିତା ଓଡ଼ଗାଁ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅନ୍ତିମ ପର୍ଯ୍ୟାୟରେ ରଘୁନାଥ କବାଡ଼ି ଏକାଡେମୀ ସହିତ କବାଡ଼ି ଓ୍ବାରୀୟର ମଧ୍ୟରେ…
ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବୁଡେଲପଦର ଗାଁ – ଆଦିବାସୀଙ୍କ ଦୁଃଖ ଅବହେଳିତ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ ଅନ୍ତର୍ଗତ ଶେରଗଡ଼ ପଞ୍ଚାୟତ ଅଧୀନରେ ଥିବା ବୁଡେଲପଦର ଗାଁରେ ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ଅଭାବରେ ଆଦିବାସୀ ଲୋକେ କାଳାତିପାତ କରୁଥିବା ଦେଖାଯାଉଛି। ଦୁଃଖର କଥା ହେଲା, ସ୍ୱାଧୀନତାର ୭୯ ବର୍ଷ…