Sign in
Sign in
Recover your password.
A password will be e-mailed to you.
ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ସଚେତନ କରାଇଲେ ତହସିଲଦାର
ପଦ୍ମପୁର/ଶାସକ ପ୍ରଶାସକ : ସମଗ୍ର ବିଶ୍ବକୁ ବର୍ତ୍ତମାନ କରୋନା ଭୟ ରହିଛି । କରୋନାକୁ ଦମନ କରିବା ପାଇଁ ସଚେତନତା ତଥା ସାମାଜିକ ଦୂରତ୍ବ ଏକମାତ୍ର ଉପାୟ । ସରକାରଙ୍କ ଦ୍ବାରା ସମଗ୍ର ଭାରତକୁ ୨୧ଦିନ ପାଇଁ ତାଲା ବନ୍ଦ ଡାକରା ଦିଆଯାଇଛି । ଏହି ତାଲା ବନ୍ଦ ସମୟରେ କେବଳ ଅତ୍ୟାବଶ୍ୟକ ସମଗ୍ରୀ…
ଫେକ ଭିଡିଓ ସୋସିଆଲ ମିଡିଆରେ ଜାରି କରି ଯୁବକ ଗିରଫ
ବଲାଂଗୀର(niroj mishra) : କରୋନା ସଂକ୍ରାନ୍ତିୟ ଏକ ଫେକ ଭିଡିଓ ସୋସିଆଲ ମିଡିଆରେ ଜାରି କରି ବଲାଂଗୀରରେ ଜଣେ ଯୁବକ ଆଜି ଗିରଫ ହୋଇଛନ୍ତି । ଗିରଫ ଯୁବକ ହେଲେ ପ୍ରତାପସାଗର ପଡାର ଗୌରଚନ୍ଦ୍ର ପ୍ରଧାନଙ୍କ ପୁଅ ସନ୍ତୋଷ କୁମାର ପ୍ରଧାନ ।
ସୂଚନା ଅନୁଯାୟୀ, ସନ୍ତୋଷ ଆଜି ଏକ ଭିଡିଓ ସୋସିଆଲ…
ସରକାରୀ ଆଦେଶର ଦିନ ଦହାଡ଼େ ଉଲ୍ଲଙ୍ଘନ : କଳାବଜାରରେ ସାନିଟାଇଜର।
ବଲାଙ୍ଗୀର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : କଥାରେ ଅଛି "ପ୍ରକୃତି ନୈବ ମୁଚ୍ୟତେ" | ଆଉ କଞ୍ଚା ଓଡ଼ିଆରେ କହିଲେ " ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରୀ ପ୍ରକୃତି ପଙ୍କେ ଲୋଟେ" | କରୋନା ନେଇ କୋଉ ସ୍ଥିତିରେ ପହଞ୍ଚାଇଲାଣି । କେତେଲୋକ ମଲେଣି । ୧୯୬ ଦେଶରେ ଆତଙ୍କ…
କଠୋର ପଦକ୍ଷେପ ଗ୍ରହଣ କଲା ବୁଗୁଡା ପୋଲିସ , ୪ ମାମଲା ରୁଜୁ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ମହାମାରୀ କରୋନା ପାଇଁ ପ୍ରତିଷେଧକ ଓ ଔଷଧ ବାହାରିନଥିବା ବେଳେ ସତର୍କତା ହିଁ ଏକମାତ୍ର ପନ୍ଥା।ଆମ ଦେଶର ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନାର ଭୟାବହକୁ ଆକଳନ କରି ଦେଶ ଓ ରାଜ୍ୟରେ ଲକ୍ ଡାଉନ ଘୋଷଣା କରି ସମସ୍ତେ ଘରେ ରହି ସୁରକ୍ଷିତ…
କରୋନା ମୁକାବିଲା ପାଇଁ ସାଂସଦ ହାତପାଣ୍ଠିରୁ ମୟୁରଭଞ୍ଜ ଜିଲ୍ଲାକୁ କୋଟିଏ ଦେଲେ ସସ୍ମିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ମୁଖ୍ୟମନ୍ତ୍ରୀ ଲୋଡିଥିବା ବେଳେ ବିଧାୟକ ଓ ସାଂସଦ ମାନେ ସହାୟତା ଦେବା ଆରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସେମାନଙ୍କ ବ୍ୟକ୍ତିଗତ ସହାୟତା ଯୋଗାଇଦେଇଥିବା ବେଳେ ନିଜ ନିଜ ଅଞ୍ଚଳ ପାଇଁ ହାତପାଣ୍ଠିରୁ…
କରୋନା ଭାଇରସର ସଂକ୍ରମଣକୁ ଦୂରେଇବା ପାଇଁ ମାଁ ମାନେ ଶପଥ ନେଲେ
ପଦ୍ମପୁର(shasak prashasak) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଳ ବ୍ଲକ ବୁକୁରାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନସ୍ଥ କୁର୍ରିଚୁଆଁ ଗ୍ରାମରେ ପ୍ରତିମାସ ବୁଧବାର ଦିନ ଟୀକାକରଣ କରଯାଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥା ଓଡିଶା…
ବୁଗୁଡା : ମୋଟ ପଞ୍ଜୀକୃତ ୧୧୨୯, ଏଥିରେ ଅଛନ୍ତି ୫ ବିଦେଶୀ ଫେରନ୍ତା
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ ଓ ବୁଗୁଡା ଏନଏସିରେ ବାହାର ରାଜ୍ୟରୁ ଆସିଥିବା ୧୧୨୪ ଜଣ ବ୍ୟକ୍ତି ଓ ବାହାର ଦେଶରୁ ଆସିଥିବା ୫ ଜଣ ବ୍ୟକ୍ତି, ଏହିପରି ମୋଟ ୧୧୨୯ ଜଣ ପଞ୍ଜୀକୃତ ହୋଇଥିବା ବେଳେ କୌଣସି ବ୍ୟକ୍ତିଙ୍କ କରୋନା ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି। ବୁଗୁଡା…
ମୁଖ୍ୟମନ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି ଅରୁଣ ଦେଲେ ତିନିମାସର ଦରମା
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର…
ଡାକ୍ତର-ସ୍ୱାସ୍ଥ୍ୟକର୍ମୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ : କହିଲେ ରାଜ୍ୟବାସୀ ଓ ଦେଶ ଆପଣମାନଙ୍କ ସାଥିରେ
http://www.youtube.com/watch?v=I4qci985Gfc
ଭୁବନେଶ୍ୱର( ଶାସକ ପ୍ରଶାସକ) : ନିଜ ପରିବାରକୁ ପଛରେ ପକାଇ କରୋନାକୁ ପ୍ରତିହତ କରିବା ପାଇଁ ଅନବରତ ଉଦ୍ୟମ ଜାରି ରଖିଥିବା ଡାକ୍ତର-ସ୍ୱାସ୍ଥ୍ୟକର୍ମୀମାନଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ | ସେମାନଙ୍କ ସେବାକୁ ଅତୁଳନୀୟ ବୋଲି…
ଗାଲୁଆଙ୍କୁ ସାବାଡ କରିବାକୁ ଜିଲାପାଳ ଧଇଲେ ଠେଙ୍ଗା
http://www.youtube.com/watch?v=QJmGl8oKQuU
ଭୁବନେଶ୍ୱର(ଶାସକ ପ୍ରଶାସକ) : କଥାରେ ଅଛି ମତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ । କରୋନା ନେଇ କୋଉ ସ୍ଥିତିରେ ପହଞ୍ଚାଇଲାଣି । କେତେଲୋକ ମଲେଣି । ୧୯୬ ଦେଶରେ ଆତଙ୍କ ସୃଷ୍ଟି କଲାଣି ! ଆଗକୁ ବିକଟ ପରିସ୍ଥ୍ତି ଆସିବାର ଆଶଙ୍କା…