Sign in
Sign in
Recover your password.
A password will be e-mailed to you.
ଦେଶର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ସୋଆ
ଭୁବନେଶ୍ୱର, ମାର୍ଚ୍ଚ 26:ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ |…
ସରପଂଚ ବାଣ୍ଟିଲେ ସାବୁନ ଆଉ ମାସ୍କ
ହରଭଙ୍ଗା/ ପ୍ରତାପ ମେହେର : ସରସରା ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ କାଲେଶ୍ୱର୍ ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟ ରେ ହାତ ଧୋଇବାକୁ ସାବୁନ୍ , ସାନିଟାଇଜର , ମାସ୍କ୍ ଆଦି ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ହାତ ଧୋଇବା ନିଜ ନିଜ ଭିତରେ ଏକ ମିଟର ଦୂରତା ବ୍ୟବଧାନ ରେ…
କରୋନା ସଚେତନତା ପାଇଁ ବିଧାୟକ ଓ ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ
ବରଗଡ/ଶାସକ ପ୍ରଶାସକ :- କରୋନା ଏବେ ବିଶ୍ୱରେ ମହାମରୀର ରୂପ ନେଇ ସରିଛି । ବର୍ତ୍ତମାନ ଦେଶ ସାରା ଲକଡାଉନ । ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ପ୍ରତ୍ୟେକ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଅ ଯାଉଛି ହେଲେ ବର୍ତ୍ତମାନ ସୁଧ୍ଯା କିଛି…
ଅବୁଝା ଲୋକଙ୍କୁ ବୁଲି ବୁଲି ବୁଝାଉଛନ୍ତି ଉପଜିଲ୍ଲାପାଳ, ପୋଲିସ କରୁଛି ଆକଟ
"ଅଯଥା ବାହାରକୁ ନବାହାରି ଘରେ ରୁହନ୍ତୁ, ନିରାପଦ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ"
ବରଗଡ/ଶାସକ ପ୍ରଶାସକ :-କରୋନା କୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ । ଏହାର ମୁଖ୍ୟ କାରଣ ହେଲା ଏହି ରୋଗର କୋଣସି ଔଷଧ ନାହିଁ | ସରକାର ଓ ବିଶେଷଜ୍ଞ ଙ୍କର ମତରେ କେବଳ ସଚେତନ ରହି ଓ ସାମାଜିକ…
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଶ୍ରୀକାନ୍ତ: ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦୁଇହଜାର ଟଙ୍କା ଦାନକଲେ
।ପଦ୍ମପୁର- କରୋନାକୁ ଦମନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତକୁ ୨୧ଦିନ ତାଳାବନ୍ଦ ପାଇଁ ଡାକରା ଦେଇଛନ୍ତି ।ତାଙ୍କ ଏହି ଆହ୍ବାନକୁ ସମସ୍ତ ଜନସାଧାରଣ ପାଳନ କରୁଥିବା ଦେଖିବାକୁ ମିଳୁଛି। ସଚେତନ ହୋଇ ରହିବା ତଥା ସାମାଜିକ ଦୂରତ୍ବ ରଖିବା ପାଇଁ ସରକାର ଆହ୍ବାନ ଦେଇଛନ୍ତି…
ରାଜ୍ୟ ସରକାରଙ୍କ ବିଶାଳ ପଦକ୍ଷେପ : ଦେଶରେ ସର୍ବ ପ୍ରଥମ
ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କୋବିଡ଼ ହସ୍ପିଟାଲ
ରହିବ ପ୍ରାୟ 1000 ଶଯ୍ୟା, ସମ ଓ କିମ୍ସ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ
ସିଏସଆର ପାଣ୍ଠିରୁ ଅର୍ଥ ଯୋଗାଇଦେବେ ଓଏମସି ଏବଂ ଏମସିଏଲ
ଭୁବନେଶ୍ୱର ( ଶାସକ ପ୍ରଶାସକ) : ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଖେଳି ଯାଇଥିବା ବେଳେ…
ନିର୍ମଳା ଘୋଷଣା କଲେ ୧.୭ଲକ୍ଷ କୋଟି ଟଙ୍କାର ପ୍ୟାକେଜ
ଡାକ୍ତର, ପାରାମେଡିକ୍ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ୫୦ ଲକ୍ଷ ଟଙ୍କାର ବୀମା କଭରେଜ୍
ଉଜ୍ଜ୍ୱଳା ହିତାଧିକାରୀମାନେ ଆଗାମୀ ୩ ମାସ ପାଇଁ ମାଗଣା ରନ୍ଧନ ଗ୍ୟାସ୍
ଜନଧନ ଯୋଜନା ଆକାଉଣ୍ଟଧାରୀଙ୍କୁ ଆସନ୍ତା ୩ ମାସ ପାଇଁ ମାସିକ ଟ. ୫୦୦/- ଟଙ୍କା ଲେଖାଏ
ତିନି ମାସ ପାଇଁ ମାଗଣାରେ ପ୍ରତ୍ୟେକ…
ଇଂ ପ୍ରୀତିରଞ୍ଜନ ଘଡ଼ାଇ ଦେଲେ ୩ମାସର ଦରମା
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଆତଙ୍କ ଏବେ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ ଓଡିଶା ସରକାର କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ଯୁଦ୍ଧକାଳୀନ ପଦକ୍ଷେପ ଗ୍ରହଣ କରିଛନ୍ତି | କରୋନା ମହାମାରୀର ମୁକାବିଲା କରିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ବେଲେ ଏଥିପାଇଁ ସହଯୋଗର ହାତ…
କରୋନା ଇଫେକ୍ଟ : ଆଜିଠୁ ଉଚ୍ଚ ନ୍ୟାୟାଳୟ ବନ୍ଦ
କଟକ: କରୋନାଭାଇରସ୍ ସଂକ୍ରମଣ ଏବଂ ଭାରତ ସରକାରଙ୍କ ୨୧ଦିନିଆ ଲକଡାଉନ ଘୋଷଣା ପରିପ୍ରେକ୍ଷୀରେ ଆଜି ଠାରୁ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ ।
ଏ ସଂକ୍ରାନ୍ତରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ କୋଭିଡ୍-୧୯ଜନିତ ଆସନ୍ନ…
ଜନଶୁନ୍ୟ ଗଜପତି, କୋଳାହଳ ଅଜ୍ଞାତବାସରେ : ଗଜପତି ଜିଲ୍ଲାରେ ଲକ୍-ଡାଉନ୍
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରିବା ନେଇ ଏବଂ ଏଭଳି ମାରାତ୍ମକ ମାହାମାରି ରୋଗ ଠାରୁ ସମ୍ପୂର୍ଣ୍ଣ ଦୁରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ସମଗ୍ର ଗଜପତି ଜିଲ୍ଲାକୁ ଗତକାଲି ମଙ୍ଗଳବାର ମଧ୍ୟରାତ୍ର ଠାରୁ ଆସନ୍ତା ତିନି ସପ୍ତାହ ଅର୍ଥାତ…