Sign in
Sign in
Recover your password.
A password will be e-mailed to you.
ମୁମ୍ବାଇରେ ଫସି ରହିଥିବା ୨୫ ବରିଷ୍ଠ ଓଡ଼ିଆକୁ ସହାୟତାର ହାତ ବଢ଼ାଇଲା “ଓଡିଶା ମୋ ପରିବାର ”
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କଣ୍ଟ ସରିଲା ଯାଏ ମୁମ୍ବାଇରେ ନିରାପଦରେ ରହିବାର କଲେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର(ଶାସକ ପ୍ରଶାସକ): ସମଗ୍ର ବିଶ୍ୱ ଏବେ କରୋନା ଯନ୍ତ୍ରଣାରେ ସନ୍ତୁଳି ହେଉଥୁବା ବେଳେ ତୀର୍ଥ କରିବାକୁ ଯାଇ ମୁମ୍ବାଇରେ ଫସିରହିଥିବା ୨୫ ଜଣ ବରିଷ୍ଠ ନାଗରିକଙ୍କୁ…
କ୍ଷୀର ପିଅ, ସୁସ୍ଥ ରୁହ : ମନ୍ତ୍ରୀ ଡ଼ ଅରୁଣ
http://www.youtube.com/watch?v=zhJghYrl63U
ଭୁବନେଶ୍ୱର(ଶାସକ ପ୍ରଶାସକ) : ଲକ ଡାଉନ ବେଳେ କ୍ଷୀର ବେପାର ମାନ୍ଦା | କରୋନା ପାଇଁ ଲକ୍ ଡାଉନ୍ ରେ ଥିବା ଜନସାଧାରଣ ଦୋକାନରୁ କ୍ଷୀର ଆଣି ପିଇବାକୁ ଆଗ୍ରହ କମାଇ ଦେଇଥିବାରୁ ଚିନ୍ତିତ ହୋଇପଡିଛନ୍ତି ଉଚ୍ଚଶିକ୍ଷା, କୃଷି ପଶୁ ସମ୍ପଦ…
ବରଗଡ଼ ବେସରକାରୀ ଡାକ୍ତର ସଂଘ ବଢ଼ାଇଲା ସହାୟତାର ହାତ : ଏକଲକ୍ଷ ଟଙ୍କା ପ୍ରାରମ୍ଭିକ ପର୍ଯ୍ୟାୟରେ ଦାନ
ବରଗଡ :-ଦିନକୁ ଦିନ କରୋନା ଭୁତାଣୁ ରୋଗର ଭୟାବହତା ବଢ଼ିବାରେ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର ତଥା ଅନ୍ୟାନ୍ୟ ସେବାକାରୀ ମାନଙ୍କୁ ପ୍ରଶଂସା କରିଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଘଡିସନ୍ଧି ମୁହୂର୍ତ୍ତରେ ଜୀବନକୁ ବାଜି ଲଗାଇ ସେବା…
ସିଏମଙ୍କ ରିଲିଫ ଫଣ୍ଡକୁ ଡାକ୍ତର ରାମଚନ୍ଦାନି ଦେଲେ ମାସକ ଦରମା , ସହାୟତା ପାଇଁ କଲେ ନିବେଦନ
http://www.youtube.com/watch?v=eCg2-MYvBNs
ସମ୍ବଲପୁର(ଶାସକ ପ୍ରଶାସକ) :- କରୋନା ଆଜି ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି । ଏହାର ମୁକାବିଲା କରିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଯାହା ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ । କିନ୍ତୁ ଏହି ମହାମାରୀ ସହିତ…
ଆଜି ରାତି 12ଟାରୁ ସାରା ଭାରତରେ 21 ଦିନିଆ ଲକ ଡାଉନ, ଏହା କର୍ଫ୍ୟୁ ସହ ସମାନ : ପ୍ରଧାନମନ୍ତ୍ରୀ କଲେ ଘୋଷଣା ।
ଲକ୍ଷ୍ମଣ ରେଖା ଭିତରେ ରହିଲେ ସୁରକ୍ଷିତ ରହିବା
ସାମାଜିକ ଦୂରତ୍ୱ ଓ ଘରେ ରହିବା କେବଳ ଏକମାତ୍ର ବାଟ
କରୋନା ମୁକାବିଲା ପାଇଁ ୧୫୦୦୦ କୋଟି ଟଙ୍କାର ପ୍ରାବଧାନ
କୌଣସି ପ୍ରକାରର ଅନ୍ଧ ବିଶ୍ୱାସ ଓ ଗୁଜବରୁ ଦୁରେଇ ରୁହନ୍ତୁ
ଭୁବନେଶ୍ୱର/ ନୂଆଦିଲ୍ଲୀ କରୋନା ଭଳି ବିଶ୍ୱ ମହାମାରୀର…
ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ପଦ୍ମପୁର କେନ୍ଦୁପତ୍ର ବିଭାଗ ମାନୁନାହିଁ
ବରଗଡ :- ସାରା ବିଶ୍ୱକୁ କରନା ନିଜର କବଜାରେ ନେବାକୁ ବସିଛି । ଆମ ଦେଶ ତଥା ରାଜ୍ୟ ସରକାର ଜନ ସାଧାରଣ ଙ୍କୁ ଏହି ଭୁତାଣୁ ଦାଉରୁ ରକ୍ଷା କରିବା ପାଇଁ ଅନେକ ଦୃଡ଼ ପଦକ୍ଷେପ ନେଇଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ସହିତ ରାଜ୍ୟ ର ସମସ୍ତ ଅଧିକାରୀ ମାନେ ଦିନ ରାତି କଠୋର ପରିଶ୍ରମ…
କରୋନା ମୁକାବିଲା ସହଯୋଗର ହାତ ବଢ଼େଇଲେ ଅଧ୍ୟାପକ ସୁଶାନ୍ତ ମିଶ୍ର
ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ୧୫ଶହ ଟଙ୍କା
ପଦ୍ମପୁର/ଶାସକ ପ୍ରଶାସକ- ଭୟଙ୍କର ମହାମାରୀ କରୋନାର ଆତଙ୍କକୁ ନେଇ ସଂପ୍ରତି ସମଗ୍ର ଭାରତ ଏକ ଘଡିସନ୍ଧି ମୁହୁର୍ତରେ ଗତି କରୁଛି । ପ୍ରାଣପଣେ ଚେଷ୍ଟାକରି ବଂଚିବା ପାଇଁ ସଂଗ୍ରାମ କରୁଛନ୍ତି ସମଗ୍ର ମାନବ ସମାଜ । ଏହି ଆତଙ୍କ କ୍ରମଶଃ…
ମୁଖ୍ୟମନ୍ତ୍ରୀ ଜାରି କଲେ ସାନି ଭିଡିଓ :” ମୋର କଥା ସବୁବେଳେ ମାନିଛନ୍ତି , ଏଇ କଥାଟି ମାନନ୍ତୁ”
http://www.youtube.com/watch?v=mFdj3F1mSwI
"କରୋନାକୁ ଘରେ ପୁରାଇଦେବାନି, ଆସନ୍ତୁ ଶପଥ ନେବା "ମୋ ପରିବାରର ସୁରକ୍ଷା ମୋ ଦାୟିତ୍ୱ" :ମୁଖ୍ୟମନ୍ତ୍ରୀ
"ଦୂରରେ ଥିଲା କରୋନା | ଏବେ ଆସି ଆମ ଘର ପାଖରେ ପହଂଚିଛି | ଆସନ୍ତୁ ଶପଥ ନେବା ଘରେ ପୁରେଇ ଦେବାନି କରୋନାକୁ"
କରୋନା…
ଜନସାଧାରଣଙ୍କୁ ମାସ୍କ ବଣ୍ଟନ କଲେ ଜିଲ୍ଲା କଂଗ୍ରେସ କର୍ମୀ
ଭୁବନେଶ୍ୱର(ଶାସକ ପ୍ରଶାସକ ) :-ବିଶ୍ଵରେ କରୋନା ଭୁତାଣୁ ଉଗ୍ରରୂପ ନେଇ ପାଖାପାଖି ୧୩୦ରୁ ଅଧିକ ଦେଶକୁ ନିଜର କାୟା ବିସ୍ତାର କରି ସଂକ୍ରମଣ କରିଚାଳିଛି | କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଭୂତାଣୁ କୁ ସମ୍ପୂର୍ଣ୍ଣ ନିପାତ କରିବା ପାଇଁ ଦେଶର ଜନସାଧାରଣଙ୍କୁ ରାତିଦିନ…
୨୯ ତାରିଖ ପର୍ଯ୍ୟନ୍ତ ଆହାର କେନ୍ଦ୍ର ବନ୍ଦ କର, ପାର୍କରେ ପକାଅ ତାଲା
ଭୁବନେଶ୍ୱର (ଶାସକ ପ୍ରଶାସକ) ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ରାଜ୍ୟବ୍ୟାପୀ ଲକ ଡାଉନ ଘୋଷଣା କରିଥିବା ବେଲେ ରାଜ୍ୟର ଆହାର କେନ୍ଦ୍ର ଗୁଡିକ ବନ୍ଦ ରଖିବା ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ନିର୍ଦ୍ଦେଶ ଦିଆଯାଇଛି | ଏହି ମର୍ମରେ ସବୁ ଜିଲ୍ଲାପାଳ , ମୁନିସିପାଲ କମିଶନର…