ଅମ୍ଫାନ ଅଟକାଇଲା ସ୍ୱାସ୍ଥ୍ୟ ପ୍ରମୁଖ ଶାସନ ସଚିବଙ୍କ ବଦଳି

0

ଭୁବନେଶ୍ୱର (ଶାସକ ପ୍ରଶାସକ) ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ଧଳଙ୍କ ଅବେଳିଆ ବଦଳିକୁ ନେଇ ଧରିଥିବା ଚର୍ଚ୍ଚାରେ ଆପାତତଃ ସ୍ଥଗିତ ରହିଛି |  ଝଡ ଅମ୍ଫାନର ଓଡିଶା ଉପକୂଳ ଜିଲ୍ଲାଗୁଡିକ ବ୍ୟାପକ କ୍ଷତିଗ୍ରସ୍ତ କରିବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଶ୍ରୀ  ଧଳଙ୍କର ବଦଳିକୁ ସ୍ଥଗିତ ରଖା ଯାଇଛି ବୋଲି ସରକାର କହିଛନ୍ତି। ସୂଚନାଯୋଗ୍ୟ ଯେ ମେ ୧୩ ତାରିଖରେ ରାଜ୍ୟ ସରକାର   ନିକଟରେ  ସ୍ୱାସ୍ଥ୍ୟ ସଚିବ ହୋଇଥିବା  ଶ୍ରୀ ଧଳଙ୍କୁ  ଶକ୍ତି ବିଭାଗକୁ ବଦଳି କରିଥିଲେ | 

 

Leave A Reply

Your email address will not be published.