Sign in
Sign in
Recover your password.
A password will be e-mailed to you.
ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ରାଜଗାଙ୍ଗପୁର ତା ୦୯-୦୧-୨୬.ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିମଳା ଦେବୀ ଉଚ୍ଚ ବିଦ୍ୟାଳୟ (ଲାଇଙ୍ଗ) ରେ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁନ୍ଦରଗଡ଼.ଦ୍ଵାର ଅନୁଷ୍ଠିତ ହୋଇଥିଲା।ଏଥିରେ ମୋଟ ୧୭୦ ଜଣ ରେଜିଷ୍ଟ୍ରେସନ କରିଥିଲେ। ବିଭିନ୍ନ ବିଭାଗ ର ଡାକ୍ତର ମାନଙ୍କୁ…
ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ
ବାଲୁଗାଁ:(ସେକ୍ କୌସର ):ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା,ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ,ଯୁବ ରେଡକ୍ରସ ଓ ରୋଭର୍ସ ଶାଖାର ମିଳିତ ଆୟୋଜନରେ ଆଜି ପ୍ଲାଷ୍ଟିକ ମୁକ୍ତ ସ୍ଥାୟୀ ପରିସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର…
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ପକ୍ଷରୁ ପ୍ଲାଷ୍ଟିକ୍ ବର୍ଜ୍ଜନ ଅଭିଯାନ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- , ବର୍ତ୍ତମାନ ବଣଭୋଜିର ସମୟ ଚାଲିଥିବା ବେଳେ ବଣଭୋଜି ଏବଂ ଦର୍ଶନୀୟ ସ୍ଥାନ ଗୁଡ଼ିକରେ ପ୍ଲାଷ୍ଟିକ୍ ଆବର୍ଜ୍ଜନା ମୁଣ୍ଡ ବ୍ୟଥାର କlରଣ ପାଲଟିଛି I ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ୍ ଆନୁକୂଲ୍ୟରେ ଉତ୍ତର ଘୁମୁସର…
ବାଲି ବୋଝେଇ ଟ୍ରକ୍ ଧକ୍କାରେ ବେପାରୀଙ୍କ ଶୋଚନୀୟ ମୃତ୍ଯୁ
କେନ୍ଦୁଝର,ତା୯/୧- ଆଜି ଘଟଗାଁ ହରିଚନ୍ଦନପୁର ରାସ୍ତାର ବିଣାଝରୀ ଗ୍ରାମ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲିଯୋଡ଼ି ଗ୍ରାମ, ଦେହୁରୀ ସାହିର ଦୟାନିଧି ନାଏକ (୫୭) ହରିଚନ୍ଦନପୁର ହାଟରୁ ବାଇକ ଯୋଗେ ଫେରିବା ବେଳକୁ ଏକ ଦ୍ରୁତଗାମୀ ବାଲି ବୋଝେଇ ଟ୍ରକ ତାଙ୍କୁ ସମ୍ମୁଖରୁ…
କଳିଙ୍ଗ ସାମ୍ବାଦିକ ସଂଘ ର ବନ୍ଧୁ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ରାୟଗଡା ଜିଲ୍ଲା ଗୁଣପୁର ର ସ୍ଥାନୀୟ ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ସଂଘ ର ଆବାହକ ଶ୍ରୀ ଶକ୍ତି ଦାଶ ଙ୍କ ଆହ୍ଵାନ କ୍ରମେ ଗୁଣପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ଅର୍ଥାତ୍ ଗୁଣପୁର ଉପଖଣ୍ଡ ର ସମସ୍ତ ବ୍ଲକ ରୁ କିଛି କିଛି ସାମ୍ବାଦିକ ଙ୍କୁ…
୪୫ ଦିନିଆ ପୋଷାକ ଉତ୍ପାଦନ କୌଶଳ ପ୍ରଶିକ୍ଷଣ ଆରମ୍ଭ।
କେନ୍ଦୁଝର,ତା୯/୧- ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF)ର ସହାୟତାରେ ଚାଲିଥିବା DMF-ଉଦ୍ୟମୀ କାର୍ଯ୍ୟକ୍ରମ ଅଧୀନରେ ଚୟନ କରାଯାଇଥିବା ଅଂଶଗ୍ରହଣକାରୀମାନଙ୍କ ପାଇଁ, ଭାରତ ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟମ ମନ୍ତ୍ରଣାଳୟର ସହାୟତାରେ ଏବଂ ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା (EDII)ର…
ସୋଆ କପ୍ ଉଦଯାପିତ : ଜ୍ଞାନ ରଞ୍ଜନ ଓ ସୋଲାନ୍ସି ଓଭରଅଲ ଚାମ୍ପିଆନ୍
ଭୁବନେଶ୍ୱର, ୦୯ /୦୧: ଏକ ମାସ ଧରି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟରେ ସୋଆ କପ୍ ନିମନ୍ତେ ଚାଲିଥିବା ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଜ୍ଞାନ ରଞ୍ଜନ ବାରିକ ଓ ସୋଲାନ୍ସି ଉରମାନି ପୁରୁଷ ଓ ମହିଳା ବିଭାଗରେ ଯଥାକ୍ରମେ ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଛନ୍ତି…
ପ୍ରଦୂଷଣ ନାମରେ ସରକାରଙ୍କ ଗୁଣ୍ଡାଗିରି : ଭକ୍ତ
ଭକ୍ତଙ୍କୁ ଆତଙ୍କିତ କରୁଛ କାହିଁକି
ଧନ୍ୟ ଆମେ, ସରକାରଙ୍କ ସବୁ ଅତ୍ୟାଚାର ମୁଣ୍ଡପାତି ସହି ଯାଉଛୁ
ଆଜି ଯୁବ କଂଗ୍ରେସ କରିବ ପରିବହନ ମନ୍ତ୍ରୀଙ୍କ ବାସଭବନ ଘେରାଉ
ରାଜ୍ୟରେ ସାଧାରଣ ଲୋକଙ୍କଠାରୁ ବିଭ୍ରାନ୍ତିକର ପ୍ରଦୂଷଣ ଫାଇନ ଆଦାୟ ଏବଂ ସରକାର ଏହି ଜିଜିଆ କରକୁ…
ପୋଲାଭରମ୍ ସମସ୍ୟା ସମାଧାନ ନହେଲେ ଡବଲ ଇଞ୍ଜିନ ସରକାର ବିରୋଧରେ ବିଜେଡି ରାସ୍ତାକୁ ଓହ୍ଲାଇବ
ପ୍ରକଳ୍ପ ସମାପ୍ତ ହେଲେ ହଜାର ହଜାର ଆଦିମ ଆଦିବାସୀ ପ୍ରଭାବିତ ହେବେ
ମାଲକାନଗିରି ଜିଲ୍ଲାର ଶତାଧିକ ଗ୍ରାମ ଜଳମଗ୍ନ ହେବ
ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ ହସ୍ତକ୍ଷେପ କରନ୍ତୁ
ଭୁବନେଶ୍ୱର, ୦୯/୦୧/୨୦୨୬: ଲୋକଙ୍କ ସରକାର ବୋଲି ଡିଣ୍ଡିମ ପିଟୁଥିବା…
ବେଦାନ୍ତ ଆଲୁମିନିୟମର ଝାରସୁଗୁଡା ୟୁନିଟ୍ ଘର ସୁରକ୍ଷା ସଚେତନତାକୁ ସୁଦୃଢ଼ କରିବା ପାଇଁ ‘ଅଗ୍ନି ଜାଗୃକ୍ତ…
ଝାରସୁଗୁଡା, ଓଡିଶା ୯ ଜାନୁଆରୀ, ୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ 'ଅଗ୍ନି ଜାଗୃକ୍ତ ଅଭିଯାନ' ଆରମ୍ଭ କରିଛି, ଏକ ମାସିକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଯାହା କମ୍ପାନୀର ଦୃଢ ସୁରକ୍ଷା ସଂସ୍କୃତିକୁ କର୍ମକ୍ଷେତ୍ର ବାହାରେ ଏବଂ କର୍ମଚାରୀ ଏବଂ…