ରାଷ୍ଟ୍ରୀୟ ମର୍ଯ୍ୟାଦା  ସହ  ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ 

ବରଗଡ଼/ ବଲାଙ୍ଗୀର- ଶାସକ ପ୍ରଶାସକ: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଗାର୍ଡ ଅପ୍‌ ଅନର ସହ ଆଜି କଟାପାଲି ଗ୍ରାମର ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟାପାଲି ହାଇସ୍କୁଲ ପଡ଼ିଆରେ ଏହି ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ୧୦ ବର୍ଷର ପୁଅ ହିମନିଶ ସାହୁ ମୁଖାଗ୍ନି…

 ବୁଗୁଡା ବ୍ଲକକୁ ବାହାର ରାଜ୍ୟରୁ ୧୧୮୭ ଜଣ, କରୋନା ହେଲ୍ପ ଲାଇନ ୬୩୭୦୭୨୯୪୯୬

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକକୁ ବାହାର ରାଜ୍ୟରୁ ବୁଗୁଡା ବ୍ଲକକୁ   ବୁଧବାର ଅପରାହ୍ନ ୨ ଟା ସୁଧା ଫେରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୧୮୭ ଜଣ ପଞ୍ଜୀକୃତ ହୋଇଥିବା ବେଳେ ବାହାର ଦେଶରୁ ପୂର୍ବରୁ ଆସିଥିବା ୨ ଜଣରେ ହିଁ ସ୍ଥିର ଅଛି। ବର୍ତ୍ତମାନମାନ ସୁଦ୍ଧା…

ବୁଗୁଡା ବ୍ଲକରେ ୧୨,୪୦୦ ରୁ ଉର୍ଦ୍ଧ୍ବଙ୍କୁ ଚାରି ମାସର ପେନସନ,୯୦୦ ରୁ ଉର୍ଦ୍ଧ୍ବ ଅନୁପସ୍ଥିତ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ମୋଟ ୧୪,୩୦୦ ହିତାଧିକାରୀଙ୍କ ମଧ୍ୟରୁ ୧୨,୪୦୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଚାରିମାସର ପେନସନ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୯୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଅନୁପସ୍ଥିତ ଥିବା  ବେଳେ ଅନ୍ୟମାନଙ୍କୁ ଦୁଇଦିନ ମଧ୍ୟରେ ପେନସନ…

“କରୋନା ” ଲଢେଇ ପାଇଁ ବୀରମହାରାଜପୁର ଶିକ୍ଷକ ସଂଘ  ୫,୨୮,୯୭୬ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱରେ ମହାମାରୀ "କରୋନା " ଭୁତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ "କରୋନା "ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତ ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି । ତେବେ…

ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା 

ପଦ୍ମପୁର/ଶାସକ ପ୍ରଶାସକ -  ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ…

ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା 

ପଦ୍ମପୁର/ଶାସକ ପ୍ରଶାସକ -  ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ…

ମୁଖ୍ୟମନ୍ତ୍ରୀ ରିଲିଫଫଣ୍ଡ କୁ ସହାୟତା ରାଶି ପ୍ରଦାନ

ପଦ୍ମପୁର/ଶାସକ ପ୍ରଶାସକ:- ପାଇକମାଲ ବ୍ଲକ  ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମପଂଚାୟତ କାର୍ଯାଳୟ ଠାରେ କରୋନା ମୁକାବିଲା ସକାଶେ ୫୦ଟି ସ୍ୱୟଂସହାୟକ ଗୋଷ୍ଠୀ କୁନେଇ ଗଠିତ ବୁକୁରାମୁଣ୍ଡା ପଂଚାୟତ ସ୍ତରୀୟ ମହିଳାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଟ ୫୧୦୦ଙ୍କା ମାତ୍ର ପ୍ରଦାନ…

ଉପଜିଲ୍ଲାପାଳଙ୍କର ଅଚାନକ ମାତୃନିକେତନ ଗସ୍ତ : ଅବସ୍ଥା ଓ ବ୍ୟବସ୍ଥା ଦେଖି ବିଗିଡିଲେ

 ଗୋଟେ ଦିନ ମଧ୍ୟରେ ସୁଧାରକରିବାକୁ ଦେଲେ ଚେତାବନୀ  ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପାଇକମାଲ ଠାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ । ଲକଡାଉନ ଆରମ୍ବ ହେବା ପୂର୍ବରୁ ଜିଲ୍ଲା ଅଧିକାରୀ ମାନେ ଏହି ଅନୁଷ୍ଠାନ କୁ ଆସି ଅନୁଷ୍ଠାନ ର କର୍ମଚାରୀ ଓ ଅଧିକାରୀ ମାନଙ୍କୁ…