Sign in
Sign in
Recover your password.
A password will be e-mailed to you.
ଲକ ଡାଉନ ବେଳେ ଭୋକିଲା ମାଙ୍କଡ଼ ଓ ପଶୁପକ୍ଷୀଙ୍କ ମୁହଁରେ ଦେଲେ ଆହାର
ପଦ୍ମପୁର/ ଶାସକ ପ୍ରଶାସକ - ସାରା ଦେଶରେ ଲକ ଡାଉନ ଚାଲିଛି । ଆଜି ପୁଣି ଓଡ଼ିଶା ସରକାର ଏପ୍ରିଲ ୩୦ଯାଏଁ ଲକ ଡାଉନ ଅବଧିକୁ ବଢାଇଛନ୍ତି । ତାଳାବନ୍ଦ ଯୋଗୁଁ ସମସ୍ତ ତୀର୍ଥକ୍ଷେତ୍ର ଜନସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ସେହିପରି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ…
ଫେସବୁକରେ ବିବାଦୀୟ ପୋଷ୍ଟ କରି ବଡ଼ବିଲରେ ପୁଣି ଜଣେ ଗିରଫ
ବଡ଼ବିଲ(ଶାସକ ପ୍ରଶାସକ) : ସୋସିଆଲ ମିଡ଼ିଆ ଫେସବୁକରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ସମ୍ପର୍କରେ ବିବାଦୀୟ ପୋଷ୍ଟ କରି ଜଣେ ଯୁବକ ଗିରଫ ହୋଇଥିବାର ଜଣାପଡ଼ିଛି। ଗିରଫ ଯୁବକ ଜଣକ ହେଲେ ବଡ଼ବିଲ ମହାନ୍ତ ବସ୍ତି ଅଞ୍ଚଳର ଆଶିଷ ସାହୁ (୩୦)। ବଡ଼ବିଲ ପୋଲିସ କେଶ ନଂ ୫୬ u/s…
ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା 2000 ମାକ୍ସ ପ୍ରଦାନ
http://www.youtube.com/watch?v=DRP6BkgBPwo
ମଙ୍ଗଳ ଟିଭିଏସର ସ୍ୱତ୍ତ୍ୱାଧିକାରୀ ସୁମିତ ବି ବାଂଟିଲେ ମାସ୍କ
ବରଗଡ/ଶାସକ prashasak :- ଆବଶ୍ୟକତା କୁ ଉପଲବ୍ଧ କରି ଆଜି ଶ୍ରୀ ଶ୍ରୀ ନୃସିଂହନାଥ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ , ନୃସିଂହନାଥ ତରଫରୁ ପାଇକମାଲ ତହସିଲଦାର…
ଜୟ ଜବାନ କ୍ଳବ୍ ଓ ଟାଲ ଜଟାଧାରୀ କ୍ଲବ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
ପଦ୍ମପୁର/ଶାସକ ପ୍ରଶାସକ -କରୋନା ସଂକ୍ରମଣ କୁ ରୋକିବା ପାଇଁ ସରକାର ସାରା ଭାରତରେ ଲକଡାଉନ ଘୋଷଣା ଆଜକୁ ପନ୍ଦର ଦିନ ହୋଇଯାଇଥିଲା ବେଲେ ବହୁ ଲୋକଙ୍କ ପାଖରେ ଖାଇବାକୁ କିଛି ନାହିଁ ଏମିତିରେ ସରକାର ଗାଁ ମାନଙ୍କରେ ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । କିନ୍ତୁ ଯେଉଁମାନେ ରନ୍ଧାଖାଦ୍ୟ…
ଆଉ ଦୁଇ ପଜିଟିଭ : ଗୋଟିଏ ଢେଙ୍କାନାଳ, ଆରଟି ରାଜଧାନୀରେ
ଭୁନନେଶ୍ୱର (ଶାସକ ପ୍ରଶାସକ) ଆଉ ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ରାଜ୍ୟରେ | ଜଣେ କରୋନା ପଜିଟିଭ ଢେଙ୍କାନାଳରୁ ଚିହ୍ନଟ ହୋଇଥିବା ବେଳେ ଆର ଜଣକ ରାଜଧାନୀରୁ | ଢେଙ୍କାନାଳରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ବୟସ ୫୧ ହୋଇଥିବା ବେଳେ ଆଉ ସବିଶେଷ ତଥ୍ୟ ଦିଆଯାଇନାହିଁ |…
ପ୍ରଥମ ରାଜ୍ୟ ଭାବେ ଓଡିଶା ସରକାର ବଢ଼ାଇଲେ ଲକଡାଉନ ଅବଧି, ଶିକ୍ଷାନୁଷ୍ଠାନ ଜୁନ ୧୭ ପର୍ଯ୍ୟନ୍ତ ବନ୍ଦ
ସମସ୍ତ ଶିକ୍ଷାନୁଷ୍ଠାନ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ
ଏପ୍ରିଲ ୩୦ ପର୍ଯ୍ୟନ୍ତ ଓଡିଶାକୁ ରେଳ ଓ ବିନମାନ ସେବା ବନ୍ଦ ରଖିବାକୁ କେନ୍ଦ୍ରକୁ ପ୍ରସ୍ତାବ
୧ ଲକ୍ଷ ରା଼ପୀଡ଼ ଟେଷ୍ଟିଙ୍ଗ କରାଇବା ପାଇଁ ପଦକ୍ଷେପ ନିଆଯାଇଛି
http://www.youtube.com/watch?v=VMGI385Urso…
“ଦେଶ ଏକ ସାମାଜିକ ଜରୁରିସ୍ଥିତି ଦେଇ ଗତି କରୁଛି, କଠୋର ନିଷ୍ପତ୍ତି ସହ ସତର୍କ ଜରୁରୀ” : –…
ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
• ପ୍ରତ୍ୟେକଙ୍କ ଜୀବନ ବଞ୍ଚାଇବା ସରକାରଙ୍କ ପ୍ରାଥମିକତା
• ସଂକ୍ରମଣ ରୋକିବା ପାଇଁ ରାଜ୍ୟ, ଜିଲ୍ଲା ପ୍ରଶାସନ ଓ ବିଶେଷଜ୍ଞମାନେ ଲକଡାଉନ ଅବଧି ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି
• ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ…
5 ଲକ୍ଷ ପର୍ଯ୍ୟନ୍ତ ସମସ୍ତ ବକେୟା ଆୟକର ରିଟର୍ଣ୍ଣ ଜାରି କରିବ ଆୟକର ବିଭାଗ
• ଉପକୃତ ହେବେ 14 ଲକ୍ଷ ଟିକସଦାତା • ସମସ୍ତ ଜିଏସଟି ଏବଂ ସୀମା ଶୁଳ୍କ ରିଫଣ୍ଡ ମଧ୍ୟ ଜାରି କରାଯିବ • ଏମଏସଏମଇ ସମେତ 1 ଲକ୍ଷ ବ୍ୟବସାୟିକ ସଂସ୍ଥା ହେବେ ଉପକୃତ • ତୁରନ୍ତ ଜାରି ହେଲା ମୋଟ 18,000 କୋଟି ଟଙ୍କାର ରିଫଣ୍ଡ
Bhubaneswar(shasak prashasak) : କୋଭିଡ-19 ସଂକ୍ରମଣ…
ଏଇ ଓମ୍ଫେଡ ବୁଥକୁ ଯଦି ଯାଇଛନ୍ତି ତେବେ ହୋମ କ୍ୱାରେଣ୍ଟାଇନରେ ରୁହନ୍ତୁ : ବିଏମସି
ଭୁବନେଶ୍ୱର(ଶାସକ ପ୍ରଶାସକ) ସାଙ୍ଗ ସୁଖରେ ଯାଇ କୋଉ ଓମ୍ଫେଡ ଖଟିରେ ବସିଥିବା, ହେଲେ ଅଜାଣତରେ କରୋନା ନେଇ ଆସିଥିବା | କୋଉ ଓମ୍ଫେଡ ବା କୋଉ ଖଟିକୁ କେତେବେଳେ ଯାଈ ସଙ୍ଗମେଳାରେ ଚା ପିଇ ଆସିଥିବେ ଆଉ ସାଙ୍ଗରେ କରୋନାକୁ ନେଇ ଆସିଥିବେ | ଡାଇରେକ୍ଟ କଣ୍ଟାକଟ ନହେଇଥିଲେ ବି ରୋଗ ଆସିବାର…
ତୁଣ୍ଡି ନଦେଲେ ତଣ୍ଡ ଗଣିବା ଥୟ : ଆଜିଠୁ କଡାକଡି
ଭୁବନେଶ୍ୱର (ଶାସକ ପ୍ରଶାସକ ) : ୯ ଏପ୍ରିଲ ୨୦୨୦ ଅର୍ଥାତ ଆଜି ସକାଳ ୭ଟାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ। ଏହି ନିୟମକୁ ରାଜ୍ୟବ୍ୟାପୀ କଡାକଡି କରାଯାଇଛି | ଘରୁ ବାହାରିବା ସମୟରେ ପ୍ରତ୍ୟେକ ବ୍ୟକ୍ତି ମୁହଁ ଏବଂ ନାକକୁ ମାସ୍କ ଦ୍ବାରା ଆବୃତ୍ତ କରନ୍ତୁ। ଯାହାପାଖରେ ମାସ୍କ ନାହିଁ,…