Sign in
Sign in
Recover your password.
A password will be e-mailed to you.
ମେଲଛାମୁଣ୍ଡା ସାପ୍ତାହିକ ହାଟ ବୁଲିଲେ ଉପ ଜିଳ୍ଳାପାଳ
ମେଲଛାମୁଣ୍ଡା,(ମନୋଜ ଭୋଇ)ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ସାପ୍ତାହିକ ହାଟକୁ ରବିବାର ସକାଳେ ପଦମପୁର ଉପଜିଳ୍ଳାପାଳ ତନ୍ମୟ ଦରଓାନ ବୁଲିକି ଦେଖିଛନ୍ତି । ଉପଜିଲ୍ଳାପାଳ ହାଟକୁ କିଣା ବିକା କରିବା ପାଇଁ ଆସିଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଅନୁଧ୍ୟାନ କରିବା ସହ ହାଟକୁ ଆସୁଥିବା…
ଲକଡାଉନରେ ଗରିବଙ୍କ ସାହା ହେଉଛନ୍ତି ଯୁବଗୋଷ୍ଠୀ
ମେଲଛାମୁଣ୍ଡା,(ମନୋଜ ଭୋଇ)- ବର୍ତମାନ ସାରା ଦେଶରେ ଲକଡାଉନ ଚାଲିଛି । ଲୋକେ ଲକଡାଉନ ପାଇଁ ପଦାକୁ ବାହାରୁ ନାହାନ୍ତି । ସରକାର ଗରିବ, ଗୁରୁବା ମାନଙ୍କୁ ରନ୍ଧା ଖାଦ୍ୟ ଠାରୁ ଆରମ୍ବ କରି ଚାଉଳ,ଟଙ୍କା ଆଦି ଯୋଗାଉଛନ୍ତି । ସରକାରଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତି, ତଥା ବିଭିନ୍ନ ସଂଗଠନ ଆର୍ଥିକ…
କରୋନା ଲଢେଇ : କୁପି ଭାଙ୍ଗି ୫,୩୮୦ ଟଙ୍କା ଦେଲେ ଛାତ୍ରୀ କୁମକୁମ ।
ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱ ମହାମାରୀ କରୋନା ଭୂତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତି ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି । ତେବେ ସମସ୍ତଙ୍କ…
ରୋଗୀ ନମ୍ବର ୫୦ ,ପୁଣି ଲିଙ୍କ ମଧୁସୂଦନ ନଗର
ରୋଗୀ ନମ୍ବର ୫୩ ଲିଙ୍କ ବି ଝାରପଡା
ଭୁବନେଶ୍ୱର(ଶାସକ ପ୍ରଶାସକ) : ରୋଗୀ ନମ୍ବର ୫୦ । ବୟସ ୨୨ । ଘର ୟୁନିଟ -୪, ମଧୁସୁଦନ ନଗର, ଭୁବନେଶ୍ୱର । ସମ୍ପର୍କ ହେଉଛନ୍ତି ରୋଗୀ ନମ୍ବର ୪୧ । ଘରେ ରହୁୂଥିଲେ । ମାର୍ଚ୍ଚ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲା ବାଣପୁରର…
ଏତେ ଦିନ ପରେ ଅଫ ପାଇଥିଲେ, ବିତାଇଲେ ଏମିତି
ବରଗଡ଼(ଶାସକ ପ୍ରଶାସକ): ଚାରିଆଡେ ଲକଡାଉନ | ଆଉ ଏହାକୁ କଡାକଡି ଭାବେ ଲାଗୁ କରିବା ପାଇଁ ପୋଲିସ କର୍ମଚାରୀମାନେ ବ୍ୟସ୍ତ | ପ୍ରାୟତଃ ସ୍ଥାନରେ ପୋଲିସ କର୍ମଚାରୀମାନେ ଅଫ ନପାଇ କାର୍ଯ୍ୟବ୍ୟସ୍ତ ରହିଛନ୍ତି | ଲକ ଡାଉନ କାମକୁ ପରିଚାଳନା କରୁଛନ୍ତି | ନିଜ ଘର, ପରିବାରଠାରୁ ଦୂରରେ ଦୂରରେ…
ଦହିତା ଅଞ୍ଚଳରେ ମଙ୍ଗଳ ଟିଭିଏସ ପକ୍ଷରୁ ଅସହାୟ ମାନଙ୍କୁ ମାକ୍ସ ବଣ୍ଟନ ।
ପଦ୍ମପୁର- କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନାକୁ ଦମନ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନାକୁ ଦମନ ପାଇଁ ବର୍ତ୍ତମାନ ସମୟରେ ସାମାଜିକ ଦୂରତ୍ବ ତଥା ସଚେତନତା ଏକମାତ୍ର ଔଷଧ । ବିଭିନ୍ନ ସାମାଜିକ ଅନୁଷ୍ଠାନ ସରକାରଙ୍କୁ…
ଖାଦ୍ୟର ମାନ ନିରୀକ୍ଷଣ କରିବା ସରକାରଙ୍କ ସମସ୍ତ ନିୟମାବଳୀ ପାଳିବାକୁ ପରାମର୍ଶ ଦେଲେ ଯୋଗେଶ
ସୁନ୍ଦରଗଡ଼(ହୋରଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ବିଜୁ ଜନତା ଦଳ ତରଫରୁ ସଦର ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ସୁନ୍ଦରଗଡ ସଦର ବ୍ଲକ ଲେଢ଼ୀମଙ୍ଗ ଗ୍ରାମ ଠାରେ ଜୟ ଶ୍ରୀ କ୍ରୀଷ୍ଣା ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ବଣ୍ଟନ ହେବାକୁ ଥିବା ରନ୍ଧା ଖାଦ୍ୟର…
ସୁନ୍ଦରଗଡରୁ ଦି ଜଣ , ରାଜଧାନୀ ଓ କେନ୍ଦ୍ରାପଡ଼ାରୁ ଜଣେ ଜଣେ
ଭୁବନେଶ୍ୱର/ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) : ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜଣେ ଭୁବନେଶ୍ୱରର ଓ ଆଉ ଜଣେ କେନ୍ଦ୍ରାପଡାରୁ | ସେମାନଙ୍କ ସବିଶେଷ ବିବରଣୀ ଏ ଯାବତ ଆକଳନ ଚାଲିଛି | ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍…
ଏସପିଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗ : ପ୍ରତିବାଦରେ ପରିବା ମାର୍କେଟ ବନ୍ଦ-ଏପ୍ରିଲ ୧୨ରୁ ସ୍ୱଭାବିକ ଭାବେ…
ଆଲୋଚନା ପରେ ମାର୍କେଟ ବ୍ୟବସାୟୀଙ୍କ ଦାବିକୁ ମାନିବାକୁ ବାଧ୍ୟ ହେଲା ପୋଲିସ
ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ଦାୟିତ୍ୱରେ ରହିବେ ପୁଲିସ
ଫେରିବା ରାସ୍ତାରେ ପରିବା ବ୍ୟବସାୟୀମାନଙ୍କୁ ହଇରାଣ କରାଇବେ ନାହିଁ ପୁଲିସ
ବାରିପଦା(ଦିଲ୍ଲୀପ ମହାନ୍ତି)- ଏପ୍ରିଲ ୧୦ ବାରିପଦା…
ଲକ୍ ଡ଼ାଉନ ଅବମାନନା : ୫ ମାମଲା,୧୧ଗିରଫ, ୨୩ ଗାଡ଼ି ଜବତ, ୭୧ ହଜାର ୬ଶହ ଟଙ୍କା ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଲକ୍ ଡ଼ାଉନ ମାର୍ଗଦର୍ଶୀକା ଅଣଦେଖା ଅଭିଯୋଗରେ ୫ଟି ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ ଗିରଫ ପରେ ଜାମିନରେ ଛାଡ଼ି ଦିଆଯାଇଛି । ଏଥି ସହିତ ୧୧ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି । ଏହି ସମୟରେ ଅଭିଯୁକ୍ତମାନଙ୍କ ନିକଟରୁ ୨୩ଟି ଗାଡ଼ିକୁ…