Sign in
Sign in
Recover your password.
A password will be e-mailed to you.
ଓଡଗାଁ ଶ୍ରୀରାମ ନବମୀ ଯାତ୍ରା ଉଦଯାପିତ : ଅନ୍ତିମ ସନ୍ଧ୍ୟାରେ ଶ୍ରୀଜିଉଙ୍କ ରାଜ୍ୟାଭିଷେକ ବେଶ
ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡଗାଁ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଆଜି ଥିଲା ଉଦ୍ଯାପନୀ ସନ୍ଧ୍ୟା । ପ୍ରଭୁ ରାଜ୍ୟାଭିଷେକ ବେଶରେ ସଜ୍ଜିତ ହୋଇଥିଲେ । ପ୍ରତି ବର୍ଷ ପରି ଶ୍ରୀରାମଙ୍କ ଜନ୍ମ ଠାରୁ ସୀତା ବିବାହ ଏବଂ ବନବାସ ଠାରୁ ରାଜ ସିଂହାସନ…
ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଳିଲା ୧୦୮ ଆମ୍ବଲାନ୍ସ୍
ଓଡଗାଁ,(ଶ୍ରୀକାନ୍ତ ମିଶ୍ର ) : ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ତରଫରୁ ଆଉ ଏକ ୧୦୮ ଆମ୍ବଲାନ୍ସ ଯୋଗାଇ ଦେଇଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନଙ୍କ ସଂଖ୍ୟାକୁ ଦେଖିଲେ ଏଠାରେ ଥିବା ଗୋଟିଏ ମାତ୍ର ୧୦୮ ଆମ୍ବଲାନ୍ସ ସବୁ…
ସୁରଟ ଅଂଚଳରେ ଓଡ଼ିଆଙ୍କ ଆନ୍ଦୋଳନ : ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ପରେ ହେଲା ସମସ୍ୟାର ସମାଧାନ
ଟୁଇଟ କରି ଜଣାଇଲେ ନବସାରି ସାଂସଦ, ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଭୁବନେଶ୍ୱର(ଶାସକ ପ୍ରଶାସକ) ଦୁଇ ତିନିଦିନ ଧରି ଗୁଜୁରାଟର ସୁରଟ ଅଂଚଳରେ ରହୁଥିବା ଓଡିଆମାନେ କୋବିଦ ସମୟରେ ବିଭିନ୍ନ ପ୍ରଶାସନିକ ଅବ୍ୟବସ୍ଥା ଓ ଅସହଯୋଗର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଥିବା ଘଟଣା ସାମାଜିକ…
କଳାହାଣ୍ଡିର ପ୍ରଥମ କରୋନା ରୋଗୀ ସୁସ୍ଥ
ଭୁବନେଶ୍ୱର(ଶାସକ ପ୍ରଶାସକ) ଖୁସି ଖବର | କଳାହାଣ୍ଡିରୁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରୋଗୀ ଏବେ ନେଗେଟିଭ | କିଛି ଦିନ ତଳେ କରୋନା ପଜିଟିଭ ହୋଇ ସେ ଅଶ୍ୱିନୀ କୋବିଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ତାଙ୍କର ଚିକିତ୍ସା ପରେ ଆଜି ପରୀକ୍ଷା ହେବ ପରେ ଆଜି ନେଗେଟିଭ ବାହାରିଛି ଓ ସେ…
ଉଠା ଦୋକାନୀଙ୍କୁ ୩ ହଜାର ଟଙ୍କା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାଦ ପଡ଼ିଲେ ଶତାଧିକ ଯୋଗ୍ୟ ଉଠାଦୋକାନୀ
ବାରିପଦା(ଦିଲ୍ଲୀପ ମହାନ୍ତି)- କରୋନା ଭୂତାଣୁ କୋଭିଡ଼-୧୯କୁ ପ୍ରତିହତ କରାଇବା ନିମନ୍ତେ ମାର୍ଚ୍ଚ ୨୪ରୁ ଲକ୍ ଡ଼ାଉନ ହୋଇଆସୁଛି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ଉଠାଦୋକାନୀ ମାନଙ୍କ ନିମନ୍ତେ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବାର ଘୋଷଣା କରିଥିଲେ । ଏଥିରୁ ମୟୂରଭଞ୍ଜ ଜିଲ୍ଲାର…
ଲକ୍ ଡାଉନ୍ ଅବଧିରେ ଓଡିଶାବାସୀଙ୍କ ଜୀବନଶୈଳିକୁ ସହଜ କରିବା ଉପରେ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ଓଡିଶାରେ ପରିଚାଳନା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗର ଅଧିକାରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ
ରାଷ୍ଟ୍ରାୟତ ଉଦ୍ୟୋଗର କର୍ମଚାରୀମାନେ ଏକ ସୁସ୍ଥ ଓଡିଶା ଏବଂ ଭାରତ ଗଠନ ଦିଗରେ କାର୍ଯ୍ୟ କରୁଛନ୍ତି
କରୋନା ମୁକାବିଲାରେ ଦେଶକୁ ମଜବୁତ୍ କରୁଥିବାରୁ ତୈଳ, ଗ୍ୟାସ…
ସମାଜର ଅନ୍ତିମ ସୋପାନରେ ଥିବା ଗରିବଙ୍କୁ ଖାଦ୍ୟ ପହଂଚାଇବାର ସଂକଳ୍ପ ନେଇଛନ୍ତି ବିଜେପି କାର୍ଯ୍ୟକର୍ତା
ବିଜେପିର ‘ଫିଡ୍ ଦି ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ
୬ ଲକ୍ଷରୁ ଉର୍ଧ୍ଵ ନିଃସ୍ୱ ଗରିବ ଅସହାୟ ବ୍ୟକ୍ତିଙ୍କ ପାଖରେ ଖାଦ୍ୟ ଏବଂ ଅତ୍ୟାବଶକୀୟ ସାମଗ୍ରୀ ପହଂଚାଇଛନ୍ତି ବିଜେପି କାର୍ଯ୍ୟକର୍ତା
ବିଜେପି କାର୍ଯ୍ୟକର୍ତା, ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସମେତ ସାମାଜିକ ଓ…
ପୋଲସରା ବ୍ଲକ ମାଳତେନ୍ତୁଳିଆ ଓ ସୋଡକ ମେରୁ ଯାତ୍ରାରୁ ୧୨ ଦଣ୍ଡୁଆ ଥାନାରେ ଅଟକ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଘୋଷଣା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳ ମେରୁ ଯାତ୍ରା ନକରିବା ପାଇଁ ନିବେଦନ କରିଥିଲେ । ତଥାପି ଆଇନକୁ ଅମାନ୍ୟ କରି କେତକ ସ୍ଥାନରେ ମେରୁ ଯାତ୍ରା ସମୟରେ ଅପ୍ରୀତିକର ପରିସ୍ଥିତି…
ଦୁଇ କରନା ରୋଗୀ ଚିହ୍ନଟ ହେବାପରେ ଇସ୍ପାତ ନଗରୀ ଓ ସୁନ୍ଦରଗଡ ଜିଲ୍ଲାରେ ବଢୁଛି ଚିନ୍ତା
ସୁନ୍ଦରଗଡ଼ /ହୋରାଚାନ୍ଦ ଦେଉରିଆ :- ପ୍ରଥମ ଥର ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୪ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁନ୍ଦରଗଡ଼ ଜିଲ୍ଲାର ବୋଲି ଜଣାପଡ଼ିଛି। ଏହାକୁ ନେଇ ଜିଲ୍ଲାର ରାଉରକେଲା, ବିଶ୍ରା, ସୁନ୍ଦରଗଡ…