କରୋନାର ରେକର୍ଡ ହାଇ ଜମ୍ପ : ନୂଆ 156 ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା 2104

0

କେନ୍ଦ୍ରାପଡାରେ ହାପ  ସେଞ୍ଚୁରୀ ମାରିଲା କରୋନା

ଭୁବନେଶ୍ବର : ଆଜି ନୂଆ ୧୫୬  କରୋନା ପଜିଟିଭ ସହ ଆକ୍ରାନ୍ତଙ୍କ ସଂଖ୍ୟା  ୨୧୦୪ ରେ ପହଞ୍ଚିଛି ।  ସକ୍ରିୟଙ୍କ ସଂଖ୍ୟା 969 ରହିଥିବା ବେଳେ ଏ ଯାଏ ସୁସ୍ଥ ହେଲେନା ୧୧୨୬  ଜଣ  । ମୃତ୍ୟୁ ସଂଖ୍ୟା ରହିଛି ୭  | ଆଜିର ଆକ୍ରାନ୍ତଙ୍କ  ମଧ୍ୟରେ ସର୍ବାଧିକ ୫୦ କେନ୍ଦ୍ରାପଡ଼ାରୁ ଚିହ୍ନଟ ହୋଇଛନ୍ତି | ସୂଚନା ଅନୁଯାୟୀ  ବରଗଡ଼ ୩, ଭଦ୍ରକ ୭, ବଲାଙ୍ଗିର ୨, ବୌଦ୍ଧ ୧, କଟକ ୨୦, ଗଞ୍ଜାମ ୧୭,  ଜଗତସିହଂପୁର ୧୪, ଯାଜପୁର ୧୧, କନ୍ଧମାଳ ୯, କେନ୍ଦ୍ରାପଡ଼ା ୫୦, କେନ୍ଦୁଝର ୧, ଖୋର୍ଦ୍ଧା ୩, ମାଲକାନଗିରି ୧, ମୟୂରଭଞ୍ଜ ୩, ନୟାଗଡ ୩, ନୂଆପଡା ୩, ସମ୍ବଲପୁର ୨, ସୁବର୍ଣ୍ଣପୁର ୩ ଓ ସୁନ୍ଦରଗଡ଼ ୩ ଜଣ ସାମିଲ |

Leave A Reply

Your email address will not be published.