କରୋନାଯୁଦ୍ଧର ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ଗିପ୍ଟ ଦେଲେ ବିଧାୟକ ।

ପଦ୍ମପୁର-କରୋନା ଭୂତାଣୁ ଓ ମଣିଷ ଲଢେଇରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ ।କରୋନା କୁ ଦମନ କରିବା ପାଇଁ ତାଳବନ୍ଦ ଯୋଗୁଁ ଜନସାଧାରଣ ଘରୁ ପଦାକୁ ବାହାରୁ ନାହାନ୍ତି । ହେଲେ ସଫେଇ କର୍ମଚାରୀ ମାନେ ନିଜ ଜୀବନକୁ ବାଜି ଲଗେଇ ସହରକୁ ସଫାକରିବା ଦାଇତ୍ବ ନେଇଛନ୍ତି । ସେମାନେ ତାଙ୍କ…

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୧୪୦ ଦୋକାନୀଙ୍କୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର-କରୋନାକୁ ଦଯନ ପାଇଁ ତାଳାବନ୍ଦ ଏକମାତ୍ର ଉପାୟ । ତାଳାବନ୍ଦ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ରାସ୍ତା କଡରେ ଯେଉଁମାନେ ଦୋକାନ କରି ନିତିଦିନ ରୋଜଗାର କରି ଚଳୁଥିଲେ ତାଙ୍କ ବ୍ୟବସାୟ ବନ୍ଦ ରହିଛି । ଓଡ଼ିଶା ସରକାର ସେହି ଦୋକାନୀ ମାନଙ୍କୁ ସହାୟତା ରାଶି ଦେବାପାଇଁ ଘୋଷଣା…

ଗୁଜୁରାଟ ରେ ଫସିଥିବା ଦାଦନ ଶ୍ରମିକଙ୍କ ଦୁଃଖ ବୁଝିବା ପାଇଁ ସମାଜିକ କର୍ମୀ ଦୀପାଙ୍କ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ବରଗଡ଼ (ଶାସକ ପ୍ରଶାସକ) ତାଲା ଯୋଗୁଁ ଗୁଜୁରାଟରେ 2.5 ଲକ୍ଷରୁ ଅଧିକ ଓଡିଆ ପ୍ରବାସୀ ଶ୍ରମିକ ଦୁଃଖଦ ଅବସ୍ଥାରେ ଅଛନ୍ତି, କାରଣ ସେମାନେ ସଂକ୍ରମିତ କୋଠରୀରେ ରହୁଛନ୍ତି ଏବଂ ସଂକ୍ରମଣର ଆଶଙ୍କା ଏବଂ ଖାଦ୍ୟ ଅଭାବ ଏବଂ ଆୟ ନାହିଁ।ଏହି ଶ୍ରମିକମାନଙ୍କ ମଧ୍ୟରୁ ଅଧିକାଂଶ ସୁରଟର ବୟନ ଶିଳ୍ପରେ…

ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତାଭ୍ ବଚ୍ଚନଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆରୋଗ୍ୟ ସେତୁ ଆପକୁ  ଲୋକପ୍ରିୟ କରିବା ପାଇଁ ସେଲର ଉଦ୍ୟମ ଓ କରୋନା ମୁକାବିଲାରେ ତୈଳ କମ୍ପାନୀର କାର୍ଯ୍ୟକୁ ପ୍ରଶଂସା ପ୍ରସଙ୍ଗ • କରୋନା ଯୁଦ୍ଧରେ ଆମର ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ନିଷ୍ଠାପର ଉଦ୍ୟମ କରୁଛନ୍ତି • ଅମିତାଭ ବଚ୍ଚନଙ୍କ ଶବ୍ଦ ଆମର କରୋନା ଯୋଦ୍ଧାଙ୍କୁ ଅଧିକ ଉତ୍ସାହ ପ୍ରଦାନ…

“କୌଣସି ଶିକ୍ଷାନୁଷ୍ଠାନ ପିଲାମାନଙ୍କ ଠାରୁ ଫି ଆଦାୟ କରିପାରିବେ ନାହିଁ …. ଲକଡାଉନ ଉଠିବା ସହ…

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏଆଇସିଟିଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଜାରି କଲା ନିର୍ଦ୍ଦେଶ  ନୂଆଦିଲ୍ଲୀ (ଶାସକ ପ୍ରଶାସକ) : କୋଭିଡ-19 ମହାମାରୀ ଯୋଗୁଁ ଦେଶ ବର୍ତ୍ତମାନ ଲକଡାଉନ ଅବଧି ମଧ୍ୟରେ ଗତି କରୁଛି । ଏହାକୁ ଲକ୍ଷ୍ୟରେ ରଖି ଛାତ୍ରଛାତ୍ରୀଙ୍କ ସ୍ଵାର୍ଥ…

 “ଦାଦନ ଶ୍ରମିକଙ୍କ ରହିବା, ଖାଇବା ଓ ନିରପତ୍ତା ସୁନିଶ୍ଚିତ କର” 

 ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଲେ କ୍ୟାବିନେଟ ସଚିବ ନୂଆଦିଲ୍ଲୀ/ଶାସକ ପ୍ରଶାସକ : କୋଭିଡ-19 ସଂକ୍ରମଣକୁ ଆଖିଆଗରେ ରଖି ଘୋଷିତ ଲକଡାଉନ କାଳରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି ଭାରତ ସରକାର ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏହାକୁ…

ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଘୁମୁସର ତାଲୁକା ବିଶ୍ଵକର୍ମା ସମାଜ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିବା ଜଣାପଡିଛି। ଗୁରୁବାର ଦିନ ଘୁମୁସର ତାଲୁକା ବିଶ୍ୱକର୍ମା ସମାଜ ପକ୍ଷରୁ ଉପସଭାପତି ଗୋପାଳ…

ବୁଗୁଡା ଏନଏସିରେ ଆର.ଆର.ଟିମର ୩ ଗୋଟି ୱାର୍ଡରେ ସଙ୍ଗରୋଧଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ଏନଏସିର ୩, ୫ ଓ ୬ ନମ୍ବର ୱାର୍ଡରେ ଗୁରୁବାର ଦିନ ଆର.ଆର.ଟିମ ପକ୍ଷରୁ ଡାକ୍ତର ପଦରାବିନ୍ଦ ଷଡଙ୍ଗୀ, ଡାକ୍ତର ହିମାଂଶୁ ଶେଖର ପଣ୍ଡା, ଓ ଡାକ୍ତର ଚିନ୍ମୟୀ ସାମନ୍ତରା ଘରେ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।…

 ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପିପିଇ ମହଜୁଦ ରହିଛି : ପ୍ରତାପ 

କରୋନା ମୁକାବିଲା ପାଇଁ ସବୁ ସ୍ତରରେ ତାଲିମକୁ ମନ୍ତ୍ରୀସ୍ତରୀୟ ବୈଠକରେ ଗୁରୁତ୍ୱ ଭୁବନେଶ୍ୱର(ଭୁବନେଶ୍ୱର): କରୋନା ମୁକାବିଲା ଲାଗି ଅଧିକରୁ ଅଧିକ ସଂଖ୍ୟାରେ ଅଙ୍ଗନବାଡି, ଆଶାକର୍ମୀ, ଏଏନଏମ, ନର୍ସ ଓ ଡାକ୍ତରମାନଙ୍କୁ ତାଲିମ ପ୍ରଦାନ କରାଯିବ । ବର୍ତମାନ ସୁଦ୍ଧା ଏକ ଲକ୍ଷ ୫୩ ହଜାର ଜଣଙ୍କୁ…

 ବୁଟୁଖମନ ରିଜର୍ଭ  ଜଙ୍ଗଲରୁ ଅବାଧରେ ଚାଲିଛି ମୂଲ୍ୟବାନ କାଠ ଚୋରାଚାଲାଣ:  ଟ୍ରାକ୍ଟର ଜବତ : ଡାଇଭର ଫେରାର 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ବୁଟୁଖମନ ସଂରକ୍ଷିତ ଜଙ୍ଗଲରେ ରାତି ୧୦ଟା ସମୟରେ ବନବିଭାଗ ଓ ସ୍କ୍ୱାଡ଼ କର୍ମଚାରୀମାନଙ୍କ ପକ୍ଷରୁ ପାଟ୍ରୋଲିଂ କରିବା ସମୟରେ ଏକ କାଠ ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ।…