ଫେରିବେ ପାଖାପାଖି  ୫୦ ହଜାର ଦାଦନ  : ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା  ପ୍ରଦୀପ 

ପଦ୍ମପୁର(ଶାସକ ପ୍ରଶାସକ) -  ମେ ୩ ତାରିଖ ପରେ ଲକ୍ ଡାଉନ ର ଅବଧି ସରିବା କ୍ଷଣି ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର,ସୁରଟ,କଟକ ଅଞ୍ଚଳରେ କାର୍ଯ୍ୟରତ ପଦ୍ମପୁର ଅଞ୍ଚଳର ପାଖାପାଖି ୫୦ ହଜାର ଦାଦନ ଶ୍ରମିକ ମାନେ ନିଜ ନିଜ ଗାଁକୁ ଫେରିବେ  । ଏହି ଶ୍ରମିକ ମାନେ…

ଏନ.ଏ.ସି ର ଖାମଖିଆଲି ନୀତି ଯୋଗୁଁ ପନି ପରିବା ହାଟରେ ବିଶୃଙ୍ଖଳା 

ପଦ୍ମପୁର(ଶାସକ ପ୍ରଶାସକ) - ସ୍ଥାନୀୟ ପ୍ରଶାସନ ଓ ପୌର ପରିଷଦର ନିଷ୍ପତ୍ତି ଅନୁସାରେ ଲକ ଡାଉନ୍ ପରିସ୍ଥିତି ରେ ମଙ୍ଗଳବାର, ଗୁରୁବାର ଓ ଶନିବାର ତିନି ଦିନ ଧରି ଆର ବି ହାଇସ୍କୁଲ ଖେଳ ବ୍ୟତୀତ ସପ୍ତାହର ବାକି ପାଞ୍ଚ ଦିନ ପନି ପରିବା ହାଟ ବସିବା ପାଇଁ ସ୍ଥିର କରା ଯାଇଛି  । ଏ ସମ୍ବନ୍ଧରେ…

କର୍ମ ଯୋଗୀ ଭଗବାନ ପାଣୀ 

ଶତାୟୁ ପୁରୁଷ କର୍ମ ଯୋଗୀ ତଥା ସାମ୍ବାଦିକ ଭଗବାନ ପାଣୀ ଜନ୍ମ ହୁଏ ତା ୧ / ୧ / ୧୮୯୮ ମସିହା ପୁରୀ ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ରାଜସ ଗ୍ରାମରେ  । ପିତା ଆର୍ତ୍ତ ବନ୍ଧୁ ପାଣୀ ଓ ମାତା ରୋହିଣୀ ଦେବୀଙ୍କ ର ସୁଯୋଗ ସନ୍ତାନ ଭଗବାନ ବାଲ୍ଯ ଶିକ୍ଷା ସମାପ୍ତି ପରେ ନିଜ ଅଜାଙ୍କ ସହିତ ପୁରୀ…

ଜିଲ୍ଲାରୁ କୋଭିଡ଼-୧୯ ପରୀକ୍ଷା ପାଇଁ ଯାଇଥିବା ୧୧୫୮ସ୍ୱାବରୁ ୯୯୫  ନେଗେଟିଭ, ୧୬୩ ରିପୋର୍ଟକୁ ଅପେକ୍ଷା

ବାରିପଦା(ଦିଲ୍ଲୀପ ମହାନ୍ତି)- ଜିଲ୍ଲାରେ କୋଭିଡ଼-୧୯ ସ୍ୱାବର ନମୁନା ପରୀକ୍ଷା ହଜାରେ ଟପିଲା । ଏପ୍ରିଲ୨୮ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୧୧୫୮ ଜଣଙ୍କ ନିକଟରୁ ସ୍ୱାବ ସଂଗ୍ରହ କରାଯାଇ କୋଭିଡ଼-୧୯   ପରୀକ୍ଷା ନିମନ୍ତେ ପଠା ଯାଇଥିଲା । ଏହା ମଧ୍ୟରୁ  ୯୯୫ ଟି ସ୍ୱାବର ରିପୋର୍ଟ ଆସିଥିବା…

କିମ୍‍ସରେ ବିରଳ ଅସ୍ତ୍ରୋପଚାର : ୭ବର୍ଷ ଶିଶୁ ଫୁସ୍‍ଫୁସ୍‍ରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ଜଣେ ୭ବର୍ଷ ଶିଶୁର ଫୁସ୍‍ଫୁସରେ ଅଟକି ରହିଥିବା କ୍ଷୀରଦାନ୍ତକୁ କିମ୍‍ସର ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି । ବାଲେଶ୍ୱରର ସୋରୋ ଅଞ୍ଚଳରୁ ଆସିଥିବା ଏହି ଶିଶୁଟି ପାଟିରୁ ଅଜାଣତରେ କ୍ଷୀରଦାନ୍ତଟି ବାହାରି ଯାଇ ଫୁସ୍‍ଫୁସ୍ ଭିତରେ  ଅଟକି ରହିଥିଲା । ଫଳରେ…

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା : ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ଉତ୍କଳ ସମ୍ମିଳନୀ ନୟାଗଡ଼ ଶାଖା

ନୟାଗଡ(ବିଶ୍ୱଜିତ ନାୟକ) - ଉତ୍କଳ ସମ୍ମିଳନୀ ନୟାଗଡ ସଖା ପକ୍ଷରୁ ଆଜି ମ୍ୟୁନିସିପାଲିଟିର ୧୧୦ ଜଣ ସଫେଇ କର୍ମଚାରୀଙ୍କୁ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ଉପସ୍ଥିତିରେ ହ୍ୟାଣ୍ତ ୱାସ ସହ ଗୋଟିଏ ଲେଖାଏଁ ଗାମୁଛା ପ୍ରଦାନ କରାଯାଇଛି ।  ମହାମାରୀ କରୋନାର ଭୟାଭହତା ସାରା…

କଙ୍କଡାହାଡ଼ର ଦୁର୍ଗମ ଅଂଚଳ ଗସ୍ତ କଲେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ବୁଝିଲେ ଦୁଖସୁଖ,ବାଣ୍ଟିଲେ ରନ୍ଧାଖାଦ୍ୟ ଓ  ରାସନ ସାମଗ୍ରୀ ଢେଙ୍କାନାଳ( ଶାସକ ପ୍ରଶାସକ) : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ  ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପାଧକ୍ଷ ସଞ୍ଜୟ…

ରାହୁଲ ପି ଆର ଝାରସୁଗୁଡା ନୂଆ ଏସପି

ଭୁବନେଶ୍ୱର( ଶାସକ ପ୍ରଶାସକ) :୨୦୧୩ ବ୍ୟଚ ଆଇପିଏସ ଅଫିସର ରାହୁଲ ପି ଆର ଝାରସୁଗୁଡା ଏସପି ଭାବେ ନିଯୁକ୍ତ ହୋଇଛନ୍ତି । ସେ ଏହି ନୂତନ ନିଯୁକ୍ତି ପୂର୍ବରୁ ସମ୍ପ୍ରତି ଏସପି ସିଆଇଡି-ସିବି (ସ୍ପେସିଆଲ ଟାସ୍କ ଫୋର୍ସ) ରହିଥିଲେ । ଝାରସୁଗୁଡା ଏସପି ପଦବୀ ଅବସର କାରଣରୁ ଶୂନ୍ୟ ଥିଲା ।

ଜୟଜବାନ କ୍ଳବ ଓ ଜଟାଧାରୀ କ୍ଳବର ଯୁବଗୋଷ୍ଠୀଙ୍କ ଦ୍ବାରା ଅସହାୟଙ୍କ ଶୁଖିଲା ଖାଦ୍ୟ ବଣ୍ଟନ ।

ପଦ୍ମପୁର-କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମ ପର୍ଯ୍ୟାୟ ତାଳାବନ୍ଦ ପରେ ଏବେ ପୁଣି ଦ୍ବିତୀୟ ପର୍ଯ୍ୟାୟ ତାଳାବନ୍ଦ ଜାରି ରହିଛି । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ…

କୃଷକ ସଙ୍ଗଠନ ର ଧମକ୍ ପରେ ଚେଇଁ ଉଠିଲା ପ୍ରସାଶନ

ବେଲପଡ଼ା/ବନମାଳୀ ନାଏକ - ବେଲପଡ଼ା ବ୍ଲକ ଧୁମାଭଟା ପଞ୍ଚାୟତ ର ପାଖା ପାଖ୍ ୨୦୦୦ ହେକ୍ଟର ଚାଷ ଜମିରେ ଏଥର ରବି ଫସଲ ହୋଇଛି  । ଓସ୍ତାଲି ଡେମ୍ ଯୋଗୁୁଁ ଜଲସେଚନ ବ୍ୟବସ୍ଥା ଥିବାରୁ ଚାଷ ହେଇଛି , ଧାନ ଚାଷ କରି ଚାଷି ନିଜ ଗୁଜୁରାଣ ମେଣ୍ଟେଇବ ଭାବିଥିଲା ।କିନ୍ତୁ ହଠାତ୍ ଏବର୍ଷ କରାମାଡ଼…