ବରଗଡର ସ୍ୱାସ୍ଥ୍ୟ ସମସ୍ୟା ନେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁରେଶ

ଭୁବନେଶ୍ୱର/ସମ୍ବଲପୁର - ରମାକାନ୍ତ ବିଶ୍ବାଳ: - ବରଗଡ଼ର ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଗତ ତିନି ଦିନ ହେଲା ଲାଗିରହିଥିବା ଅଚଳାବସ୍ଥା କୁ ଦୂର କରିବା ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଆଜି  ବରଗଡ଼ ସାଂସଦ  ସୁରେଶ ପୂଜାରୀ ସାକ୍ଷାତ କରିଥିଲେ l…

୫-ଟି ପାହାର : ଲାଞ୍ଚ ମାଗି ଚାକିରୀ ହରାଇଲେ ପ୍ରିନ୍ସିପାଲ ଆଉ ଖେଳ ମାଷ୍ଟର 

ମଙ୍ଗଲ ମେ ଅମଙ୍ଗଲ :  ଜିଲ୍ଲା ମଙ୍ଗଳ ବିଭାଗରେ ଲମ୍ବୁଛି ଦୁର୍ନୀତିର ଚେର  ଆହୁରି କିଛି  ଶିକ୍ଷକ ଏହି ଦୁର୍ନୀତିରେ ଲିପ୍ତ, ବଡ଼ ମାଛ ହେବେ କେବେ ବହିସ୍କୃତ   ??? ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :-ପଡିଛି ୫-ଟି ପାହାର | ଜଣେ ନିରୀହ ମାତୃହରା  ଯୁବତିଙ୍କଓ ଚାକିରୀ ପାଇଁ ଲାଞ୍ଚ ମାଗି…

ବେଆଇନ କରତ କଳ ଉପରେ ଚଢ଼ାଉ : ବିପୁଳ ପରିମାଣ ଚୋରା କାଠ ଜବତ

ସମ୍ବଲପୁର /ରମାକାନ୍ତ ବିଶ୍ବାଳ : ସମ୍ବଲପୁର ସହର ବଡବଜ଼ାର ଅଂଚଳରେ ବେଆଇନ କରତ କଳ ଚାଲୁଥିବା ସୂଚନା ପାଇଁ ମଙ୍ଗଳବାର ବନ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଚୋରା କାଠ ଜବତ କରିଛି l ଜବତ କାଠର ବଜାର ମୂଲ୍ୟ ଆନୁମାନିକ ତିନି ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ଆଇଓସିଏଲ ଏବଂ ରୋଜନେଫ୍ଟ ମଧ୍ୟରେ ପ୍ରଥମ ଥର ପାଇଁ ଚୁକ୍ତି ସ୍ୱାକ୍ଷରିତ

ଭାରତର ଉର୍ଜା ସୁରକ୍ଷାକୁ ବଢାଇବ ଦ୍ୱିପାକ୍ଷିକ ଚୁକ୍ତି - ଧର୍ମେନ୍ଦ୍ର ପ୍ରଧାନ  ଭାରତକୁ ବାର୍ଷିକ ୨ ଏମ୍ଏମ୍ଟି ଅଶୋଧିତ ତୈଳ ଯୋଗାଇବ ଋଷ  ରୋଜନେଫ୍ଟର ସିଇଓଙ୍କ ସହ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ଉପରେ ସମୀକ୍ଷା  ଭାରତର ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ …

“ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ନେଇ ମୋଦି ସରକାରଙ୍କ ଘୋଷଣା ଐତିହାସିକ : ବିଜେପି

ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି ଭୁବନେଶ୍ୱର,(ଶାସକ ପ୍ରଶାସକ ): "ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ରରେ ମୋଦି ସରକାର ଭବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ‚ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’’ ନାମରେ ଏକ ଟ୍ରଷ୍ଟ ଗଠନ ସଂପର୍କରେ…

ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି :ଧାରଣାରେ ବସିଲେ ଛାତ୍ର ।

ଅନୁଗୋଳ / ଶାସକ ପ୍ରଶାସକ:  ଅନୁଗୋଳ ଜିଲ୍ଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର କର୍ତ୍ତୁପକ୍ଷଙ୍କ ପରିଚାଳନ‍ଗତ ତ୍ରୁଟି ଯୋଗୁଁ ଛାତ୍ରମାନେ ଆଜି  ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ । ମହାବିଦ୍ୟାଳୟର ପୁରୁଷ ଅନ୍ତେବାସୀଙ୍କ ଛାତ୍ରାବାସ ବନ୍ଦ ହେବାରୁ ଛାତ୍ରମାନେ ଏହି ଧାରଣା…

ମିଳିଲା ନିଖୋଜ ବବଲୁର ମୃତ ଦେହ : ବଳି ପାଇଁ କରାଯାଇଛି ହତ୍ୟା !

ବଲାଙ୍ଗିର/ ନିରୋଜ ମିଶ୍ର : ଦେଓଗାଁ ବ୍ଲକ୍‌ ସାରସମାଲ ଇଟାଭାଟି ନିକଟରେ ଥିବା ନଦୀ ପଠାରୁ ନିଖୋଜ ବବଲୁ ବଗର୍ତ୍ତିଙ୍କ ମୃତଦେହକୁ ଠାବ କରିଛି ପୋଲିସ । ପୂର୍ବରୁ ସିଲେଟକାନି-ସାରସମାଲ ରାସ୍ତାରେ ଗୋଟିଏ ଖଣ୍ଡବିଖଣ୍ଡିତ ଗୋଡ଼ ମିଳିଥିଲାଗତ ଜାନୁଆରୀ ୨୨ ତାରିଖରେ ସିଲେଟକାନିର ୧୧ ବର୍ଷର…

ଏସବିଆଇ ଏଟିଏମ ନା ଗୁହାଳ : ଗ୍ରାହକଙ୍କ ସୁରକ୍ଷା ଆଶଂକାରେ 

 ଲୋଇସିଂହା/ବଲାଙ୍ଗୀର (ନିରୋଜ ମିଶ୍ର ): ଗ୍ରାହକଙ୍କ ପାଇଁ ମରଣଯନ୍ତା ପାଲଟିଛି ଲୋଇସିଂହା ବସଷ୍ଟାଣ୍ଡ ସ୍ଥିତ ଏସ୍.ବି.ଆଇ ଏ.ଟି.ଏମ୍ । ଦୀର୍ଘ ଦିନ ହେଲା ଅବ୍ୟବସ୍ଥିତ, ଅପରିଷ୍କାର, ଅବହେଳିତ ଓ ବିପଦ ସଙ୍କୁଳ ଭାବରେ ପଡ଼ିରହିଛି  ଏହି ଏ.ଟି.ଏମ୍ । ଏହି ଏ.ଟି.ଏମ୍ ରେ ଲାଗିଥିବା ବିଦ୍ୟୁତ…

୭୫ ବର୍ଷରେ ରାଜ ବୋଡାସମ୍ବର ହାଇସ୍କୁଲ : ପ୍ଲାଟିନମ  ଜୁବୁଲି  ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

ପଦ୍ମପୁର(ଶାସକ ପ୍ରଶାସକ):  ରାଜ ବୋଡାସମ୍ବର ହାଇସ୍କୁଲ ପ୍ରତିଷ୍ଠାର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବୁଲି ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଛାତ୍ର ତଥା ଶିକ୍ଷକ ଲକ୍ଷ୍ମୀ ନାରାୟଣ ଷଡ଼ଙ୍ଗୀଙ୍କ…

ପଶ୍ଚିମ ଓଡିଶା ମହାବନ୍ଦ  : ଶୂନଶାନ ବଲାଙ୍ଗିର ସହର, ସାଧାରଣ ଜୀବନଯାତ୍ରା ଠପ

ବଲାଙ୍ଗିର : (ସ୍ୱତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ଶାନ୍ତିପୂର୍ଣ ଭାବରେ ବଲାଙ୍ଗିରରେ ବନ୍ଦ ପାଲିତ ହୋଇଯାଇଛି |  ହାଇକୋର୍ଟର ସ୍ଥାୟୀ  ବେଞ୍ଚ ପ୍ରତିଷ୍ଠା ଦାବିରେ ପଶ୍ଚିମ ଓଡିଶା ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ମହାବନ୍ଦ ଡାକରାକୁ  ସମର୍ଥନ କରି ବଲାଙ୍ଗିର ଓକିଲ…