ରାଜ ରାସ୍ତା ଅବରୋଧ କଲେ କେନ୍ଦୁପତ୍ର ସିଜନାଲ କର୍ମଚାରୀ

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଦୁବୁଲାବାହାଲ ଛକରେ ବୁଧବାର ସକାଳ ୯ ଘ.ରୁ ସଂଧ୍ୟା ୫ ଘଂଟା ପର୍ଯ୍ୟନ୍ତ ମେଲଛାମୁଣ୍ଡା ଓ ସୋହେଲା କେନ୍ଦୁପତ୍ର ରେଂଜରେ କାର୍ଯ୍ୟରତ ଶତାଧିକ  ସିଜନାଲ କର୍ମଚାରୀ, ଗୋଚ୍ଛାକଟାଲି, ବନେ୍ଧଇ ଶ୍ରମିକ, ଓାଚର, ତୋଲାଲି ଆଦି ନିଜର ୬ ଦଫା…

  କେନ୍ଦୁପତ୍ର କର୍ମଚାରୀ ସଂଘର ବିଭିନ୍ନ ସ୍ଥାନରେ ଜିଲ୍ଲାବ୍ୟାପି ଆନ୍ଦୋଳନ

 ନୂଆପଡ଼ା,(ଅମିତ ପୁରୋହିତ) ;  ଓଡିଶା କେନ୍ଦୁପତ୍ର ସଂଘ ଡାକରାରେ ଆଜି ଓଡିଶାର ୧୯ଟି ଡିଭିଜନ ର ୨୧ ଜିଲ୍ଲାରେ ଦାବୀ ପୂରଣ ହେତୁ ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ କରାଯାଉଛି । ଆଜି କେନ୍ଦୁପତ୍ର କର୍ମଚାରୀ ସଂଘ ଖଡିଆଳ ଡିଭିଜନ  ବିଭିନ୍ନ ଦାବୀ ନେଇ ଡିଭିଜନ ସମ୍ପାଦକ ଯଦୁମଣି ପାଣିଗ୍ରହୀ ଙ୍କ…

ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ: ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ରାଜ୍ୟର ପ୍ରଥମ ଯକୃତ ପ୍ରତ୍ୟାରୋପଣ କରାଯାଇଥିବାରୁ  ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ | ବୁଧବାର ରାଜଭବନରେ ରାଜ୍ୟପାଳଙ୍କୁ ସମ ହସ୍ପିଟାଲ ର…

ଅଖିଳ ଭାରତୀୟ ସକ୍ଷମ ଅନୁଷ୍ଠାନ  ପକ୍ଷରୁ ଦିବ୍ୟାଙ୍ଗ ଅଧିବେଶନ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଭିନ୍ନକ୍ଷମମାନଙ୍କ ସାମୂହିକ ବିକାଶ ଓ ହିତ ସାଧନ ନିମନ୍ତେ କାର୍ଯ୍ୟ କରିଆସୁଥିବା ଅଖିଳ ଭାରତୀୟ ସଙ୍ଗଠନ ‘ସକ୍ଷମ’ ପକ୍ଷରୁ ଏକ ଦିବ୍ୟାଙ୍ଗମାନଙ୍କ ଅଧିବେଶନ ମୟୂରଭଞ୍ଜ ମହାରାଣୀ ରାଜଲକ୍ଷ୍ମୀ ଭଞ୍ଜଦେଓଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମଞ୍ଚାବନ୍ଧାସ୍ଥିତ ରାଖାଲ…

ସୋଆରେ ଫୁଡକୋର୍ଟ “ଫୁଡକୋଲଜିୟମ” ଉଦ୍ଘାଟିତ 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟର ଫୁଡକୋର୍ଟ "ଫୁଡକୋଲଜିୟମ'' ବୁଧବାର ସୋଆର କ୍ୟାମ୍ପସ-୧ ଇନଷ୍ଟିଟ୍ୟୁଟ  ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ପରିସରରେ ଉଦଘାଟିତ ହୋଇଯାଇଛି । ସୋଆର ଉପସଭାପତି ଶ୍ରୀମତୀ ଶାଶ୍ୱତୀ ଦାସ ଏହି ଫୁଡ…

ହସ୍ତଶିଳ୍ପ ପାଇଁ  ଦଶବର୍ଷିଆ ପ୍ଲାନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ :  ହେମନ୍ତ ଶର୍ମା 

ପଥର ଖୋଦେଇ, କାଠଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ରାଜ୍ୟସ୍ତରୀୟ କର୍ମଶାଳା ଭୁବନେଶ୍ୱର, (ଶାସକ ପ୍ରଶାସକ) : ଆଜି ସ୍ଥାନୀୟ ଭୁବନେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ର ସମ୍ମିଳନୀ କକ୍ଷରେ ହସ୍ତ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ପଥର ଖୋଦେଇ, କାଠ ଖୋଦେଇ ଓ ଚାନ୍ଦୁଆ ଶିଳ୍ପ ଉପରେ ଏକ…

ବୀରମହାରାଜପୁରରେ ପାରମ୍ପରିକ ଦୋଳଯାତ୍ରା ।

୩ଦିନ ବ୍ୟାପୀ ଯାତ୍ରା, ହରିହର ଭେଟ ମୁଖ୍ୟ ଆକର୍ଷଣ ।  ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଚାଲିଥିବା ପାରମ୍ପରିକ (ଫଗୁନ ପୁନି ଯାତ୍ରା ) ଦୋଳ ଉତ୍ସବ, ହରିହର ଭେଟ ଏବଂ ୨୪ ପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୁତି  ପର୍ବ…

ସରକାର ଅଚିନ୍ତାରେ, କେନ୍ଦୁପତ୍ର ତୋଳାଳୀ ରାଜରାସ୍ତାରେ 

ପଦ୍ମପୁର(ଶାସକପ୍ରଶାସକ)-ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଜୀବନ ଜୀବିକା ନିର୍ବାହ କରୁଥିବା କେନ୍ଦୁପତ୍ର ତୋଳାଳୀ ମାନଙ୍କ ଦାବିକୁ ନେଇ ରାଷ ସରକାରଙ୍କ ନିକଟରେ ଦାବି ବାରମ୍ବାର ଉପସ୍ଥାପିତ କରାଯାଇଥିଲେ ବି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ  ଆଜି ରାସ୍ତାକୁ ଓହ୍ଲାଇଛନ୍ତି କେନ୍ଦୁପତ୍ର…

ଘୁମୁସରର ସ୍ୱର ପକ୍ଷରୁ ପୂର୍ଣ୍ଣିମା ଆସର ଓ ପ୍ରତିଭା ସମ୍ମାନ

ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ବାଲିପଦରସ୍ଥିତ "ଘୁମୁସରର ସ୍ୱର" ପକ୍ଷରୁ ଝୋଲାରୀ ଗ୍ରାମରେ ପୂର୍ଣ୍ଣିମା ସାହିତ୍ୟ ଆସର ଓ ପ୍ରତିଭା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ…

ସ୍କୁଲ ରେ ଦୁର୍ବୁତ ଲଗାଇଲେ ନିଆଁ : ଳୁଟିନେଲେ 1 ଲକ୍ଷ ଟଙ୍କାର ଜିନିଷ

ବୋୖଦ୍ଧ(ଶାସକପ୍ରଶାସକ):ବୋୖଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷl କେନ୍ଦ୍ର ରେ କେତେକ ଦୁର୍ବୁତ ତାଲା ଭାଙ୍ଗି ସ୍କୁଲ ଭିତରେ ନିଆଁ ଲଗାଇ ଳୁଟିନେଲେ ଲକ୍ଷlଧିକ ଟଙ୍କାର ସମ୍ପତି । ସୁଚନା ମୁତାବକ ସ୍କୁଲ ରେ ଥିବା 5 ଶହ ଖଣ୍ଡ ପାଠ୍ୟ ପୁସ୍ତକ , ଅଫିସ ଜରୁରୀ…