Sign in
Sign in
Recover your password.
A password will be e-mailed to you.
ଜଗନ୍ନାଥଙ୍କ ଅର୍ଥ ଆତ୍ମସାତ୍ ଘଟଣାରୁ ଦୃଷ୍ଟି ହଟାଇବାକୁ ବିଧାନସଭାକୁ ବନ୍ଦ :ବିଜେପି
ଦୋଷିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ବିଜେପି ଚୁପ ବସିବ ନାହିଁ : ପ୍ରଦୀପ୍ତ ନାଏକ
ଭୟରେ ରଚାଯାଇଛି କୋରୋନା ନାଟକ : ମୋହନ ମାଝୀ
କୋରୋନା ଚିନ୍ତା ଲୋକଙ୍କୁ ନୁହେଁ ବରଂ ବିଜେଡିକୁ ଘାରିଛି : ବିଷ୍ଣୁ ସେଠୀ
ଭୁବନେଶ୍ୱର(ଶାସକ ପ୍ରଶାସକ) …
ଦ୍ବିତୀୟ ବିବାହ ମହଙ୍ଗା ପଡ଼ିଲା : ଜେଲରେ ଥିଲେ , ଏବେ ସରପଞ୍ଚ ପଦବୀ ଗଲା
ବୌଦ୍ଧ(ଶାସକ ପ୍ରଶାସକ) : ମୁଣ୍ଡି ପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ନିଲମ୍ବନ କଲେ ରାଜ୍ୟ ସରକାର। ପ୍ରଥମ ପତ୍ନୀ ଥିବା ସ୍ୱତେ ଦ୍ୱିତୀୟ ବିବାହ ଅଭିଯୋଗରେ 30,12,2019 ମସିହାରେ ଅନ୍ତର୍ଯ୍ୟାମୀଙ୍କୁ କମିଶନରେଟ ପୋଲିସ ଗିରଫ କରିଥିଲା। ଏବେ ସେ ଝାରପଡା ଜେଲରେ ରହିଛନ୍ତି। ତେବେ ଏନେଇ…
ପ୍ରସିଦ୍ଧ ଶ୍ରୀରାମ ନବମୀ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଶ୍ରୀରଘୁନାଥ ଜିଉ ଓଡ଼ଗାଁଙ୍କ ଶ୍ରୀରାମନବମୀ ଯାତ୍ରା ତଥା ନବଦିନ ସନ୍ଧ୍ୟାବେଶ ସୁପରିଚାଳନା ପାଇଁ ନୟାଗଡ଼ ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।…
ନାବାଳିକା ଉଦ୍ଧାର, ଅପହରରଣକାରୀ ଯୁବକ ଗିରଫ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଜଣେ ଅପହୃତା ନାବାଳିକାକୁ ଓଡ଼ଗାଁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ରେଳଷ୍ଟେସନରୁ ଉଦ୍ଧାର କରିଥିବା ସହିତ ଅପହରରଣକାରୀ ଯୁବକ ଓଡ଼ଗାଁ ଥାନା ଅନ୍ତର୍ଗତ ଭାଲିଆଡିହି ଗ୍ରାମର ବିପିନ କୁମାର ନୟକ(୨୩)କୁ ଗିରଫ କରିଛନ୍ତି । ଗତ ୭ ତାରିଖ ଦିନ…
ଇଏ କି ଦାଦାଗିରି : ଜବରଦଖଲରେ ସରକାରୀ ନଳ କୁପ
ଓଡ଼ଗାଁ,କୁରାଳ,(ଶ୍ରୀକାନ୍ତ ମିଶ୍ର) : ଏହିଥାନା ଅନ୍ତର୍ଗତ କୁରାଳଗ୍ରାମରେ ସର୍ବସାଧାରଣଙ୍କ ନିମନ୍ତେ ଉଦ୍ଦିଷ୍ଠ ଥିବା ଏକ ନଳକୁଅକୁ ଜଣେ ବ୍ୟକ୍ତି ନିଜ ଦଖଲକୁନେଇ ସେଥିରୁ ବିବ୍ୟୁତଚାଳିତ ପମ୍ପ ମାଧ୍ୟମରେ ନିଜ ଘରକୁ ପାଣିନେଉଛନ୍ତି । ଫଳରେ ଅନ୍ୟମାନେ ଏହି କୁଅରୁ ପାଣି ନେବାରୁ ବଂଚିତ…
ଓଡ଼ଗାଁ କଲେଜରେ ଇତିହାସ ବିଭାଗ ଆଲୋଚନାଚକ୍ର
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଇତିହାସ ସମ୍ମାନ ବିଭାଗରେ "ଦ ରିଲିଜିୟସ ପଲିସି ଅଫ୍ ଆକବର" ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଅଶ୍ୱିନୀ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଆକବରଙ୍କ…
ପାଣ୍ଡେରୀପଡା ସମବାୟ ସମ୍ପାଦକ ନିଲମ୍ବିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଧାନକିଣାବିକାର ଅନିୟମିତତା ଯୋଗୁଁ ପାଣ୍ଡେରିପଡା ପ୍ରାଥମିକ କୃଷି ସମବାୟ ସମିତିର ପୁର୍ବତନ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ ନିଲମ୍ବିତ ହୋଇଛନ୍ତି । କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲୋକନାଥ ସାହୁଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସମବାୟ ବ୍ୟାଙ୍କ୍ ସମ୍ପାଦକ…
ଟିକିଏ ସଚେତନତା,ସାମାନ୍ୟ ଆନ୍ତରିକତା ରୋକିପାରିବ ପ୍ରଦୂଷଣ
ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ
ବାଲେଶ୍ୱରଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା
ବାଲେଶ୍ୱର (ଉଜ୍ଜ୍ୱଳ କର )- ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ…
ବିଜେଡି କାର୍ଯ୍ୟକାରିଣୀ ବୈଠକ ସ୍ଥଗିତ
ଭୁବନେଶ୍ୱର (ଶାସକ ପ୍ରଶାସକ)-ଆସନ୍ତା ମାର୍ଚ୍ଚ 16 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଦଳପକ୍ଷରୁ ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା…
ବରଗଡ଼ ଜିଲ୍ଳା ଅଦାଲତ ପରିସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ବରଗଡ/ଶାସକ ପ୍ରଶାସକ :- ବରଗଡ଼ ଜିଲ୍ଳା ଅଦାଲତ ପରିସରରେ ଉତ୍କଳ ଗୌରବ ମଧୂସୂଦନ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଷ୍ଟିସ ନ୍ୟାୟମୂର୍ତ୍ତି ସଂଜୀବ କୁମାର ପାଣିଗ୍ରାହୀ ଶନିବାର ପୂର୍ବାହ୍ନରେ ଏହି ପ୍ରତିମୂର୍ତ୍ତିର ଉନ୍ମୋଚନ କରିଛନ୍ତି । ଏହି ସମାରୋହରେ…