Sign in
Sign in
Recover your password.
A password will be e-mailed to you.
ସଫଳତାର ସହ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ବ ଅଭିଯାନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟଚିକିତ୍ସାଳୟ ପରିସରରେ କେନ୍ଦ୍ର ସରକାରଙ୍କ ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଉଦ୍ଦିଷ୍ଟ ଲୋକାଭିମୁଖୀ ଲୋକପ୍ରିୟ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତ୍ରୁତ୍ୱ ଅଭିଯାନ ସଫଳତାର ସହ ଆଗେଇ ଚାଲିଛି । …
ବିଶ୍ବ କଳାମୋତିଆ ସପ୍ତାହ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ "ବିଶ୍ବ କଳା-ମୋତିଆ ସପ୍ତାହ" କାର୍ଯ୍ୟକ୍ରମ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଚିକିତ୍ସ୍ୟା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏଏନ୍ ଏମ୍ ତାଲିମ…
ପାରଳାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି। ଅତୀତର ସେଇ ପୁଣ୍ୟାତ୍ମା ଓଡ଼ିଆ ଅସ୍ମିତା ସାରସ୍ୱତ ସାଧକମାନଙ୍କ ପରିଶ୍ରମ ଏବଂ ବ୍ୟାକରଣାଗତ ସଂସ୍କାର ଓ ଶୃଂଖଳା ଯୋଗୁଁ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ…
ଖୁସି ଖବର : ୟେସ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ସୁରକ୍ଷିତ,୧୬ ତାରିଖରୁ ହଟିବ ମୋରାଟୋରିଅମ
ଶେଷରେ ଜାରି ହେଲା ୟେସ ବ୍ୟାଙ୍କ ପୁନର୍ବିନ୍ୟାସ ସ୍କିମ ବିଜ୍ଞପ୍ତି
ଏସବିଆଇର ପୂର୍ବତନ ମୁଖ୍ୟ ଅର୍ଥ ଅଧିକାରୀଙ୍କ ନେତୃତ୍ୱରେ ଗଢ଼ାହେଲା ନୂଆ ନିର୍ଦ୍ଦେଶକ ମଣ୍ଡଳୀ
ବ୍ୟାଙ୍କରେ ସୁରକ୍ଷିତ ଜମାକାରୀଙ୍କ ଜମା ଓ ବ୍ୟାଙ୍କ କର୍ମଚାରୀଙ୍କ ଚାକିରୀ
New Delhi(SPB) : ଓଡ଼ିଶାବାସୀ ଓ ଅଗଣିତ…
ଆଗକୁ ବଳାଙ୍ଗୀ ମହୋତ୍ସବ : ଆରମ୍ଭ ହେଲା ସାଂସ୍କୃତିକ ଜାଗରଣ ଯାତ୍ରା ଓ ମହାରାଜା ଶ୍ରୀରାମଚନ୍ଦ୍ର ଜ୍ୟୋତି ରଥର ଜିଲ୍ଲା…
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲା କଳା, ସାହିତ୍ୟ, ସଂସ୍କୃତି ଆଦିର ଏନ୍ତୁଡ଼ିଶାଳ । ବହୁ ପ୍ରତିଷ୍ଠିତ କଳାକାର, ଗୀତିକାର ଆଦି ଏହି ଜିଲ୍ଲାରୁ ଜନ୍ମ ନେଇଥିବା ବେଳେ ଅନେକ କଳା ଓ ସଂସ୍କୃତି ବିଲୁପ୍ତ ପ୍ରାୟ ହେବାକୁ ବସିଛି । ଏହାର ସୁରକ୍ଷା ସହ ବିଲୁପ୍ତ ପ୍ରାୟ କଳା ଓ…
ବିଜେଡି ପକ୍ଷରୁ ମହିଳା ସମାବେଶ- ଜୀବନ ବିନ୍ଦୁ ବନ୍ଦ
ଭୁବନେଶ୍ୱର ( ଶାସକ ପ୍ରଶାସକ) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ତାହାର ମୁକାବିଲା ପାଇଁ ପଦକ୍ଷେପ ନେଇଛନ୍ତି । କରୋନାକୁ ରାଜ୍ୟ ମହାମାରୀ ଭାବେ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଭିଡ ବା…
ସୂର୍ଯ୍ୟ ଓ ନରସିଂହଙ୍କ ସହ ମିଶି ହାତ ଧୋଇଲେ ନବୀନ: ଦେଲେ ସଚେତନତାର ବାର୍ତ୍ତା
ଭୁବନେଶ୍ବର: ସମ୍ପ୍ରତି ଦେଶରେ ଦେଖା ଦେଇଥିବା କରୋନା ଆତଙ୍କ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଥିବା ବେଳେ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ଆଜି ବିଧାନସଭା ପରିସରରେ ମଧ୍ୟ ସେଫ ଓଡିଶା…
ବିଦ୍ୟୁତ କର୍ମଚାରୀ ଓ ଉପଭୋକ୍ତା ହାତାହାତି : ମାମଲା ଥାନାରେ
ବିଦ୍ୟୁତ କର୍ମଚାରୀଙ୍କ ମାଡ଼ରେ ଉପଭୋକ୍ତା ଆହତ: ଥାନାରେ ଉଭୟ ପଟରୁ ଲିଖିତ ଅଭିଯୋଗ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ବିଦ୍ୟୁତ ବିଭାଗର ହିଟଲାରୀ ଶାସନରେ ଉପଭୋକ୍ତା ତ୍ରାହିତ୍ରାହି ଡ଼ାକ ଛାଡ଼ିଲେଣି । କେତେବେଳେ ବିଦ୍ୟୁତ ସଂଯୋଗ ହୋଇନଥିବା ବ୍ୟକ୍ତିଙ୍କୁ ବିଦ୍ୟୁତ…
ମୟୂରଭଞ୍ଜ ଜିଲ୍ଲାରେ ଜନଗଣନା-୨୦୨୧ ପାଇଁ ଫିଲ୍ଡ ଲେବଲ୍ ଟ୍ରେନରମାନଙ୍କ ପାଂଚ ଦିନିଆ ତାଲିମ କାର୍ଯ୍ୟକ୍ରମ
ବାରିପଦା: (ଦିଲ୍ଲୀପ ମହାନ୍ତି)- ଭାରତରେ ଜନଗଣନା - ୨୦୨୧ ପାଇଁ ଓଡିଶା ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ କ୍ଷେତ୍ର ସ୍ତରୀୟ ପ୍ରଶିକ୍ଷକମାନଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ପାଞ୍ଚ ଦିବସୀୟ ତାଲିକ କାର୍ଯ୍ୟକ୍ରମ ମାର୍ଚ୍ଚ ୧୧ରୁ ଆରମ୍ଭ ହୋଇଛି ଓ ଏହା ୧୫…
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲା ସ୍ତରରେ ମିଳିତ ଅଭିଯୋଗ ଶୁଣାଣି ଶିବିର ମାର୍ଚ୍ଚ 31 ଯାଏଁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ନିର୍ଦ୍ଦେଶ । କରୋନା ଆତଙ୍କ ପରିପ୍ରେକ୍ଷୀରେ ସତର୍କତା ମୂଳକ ପଦକ୍ଷେପ ଭାବେ ନିଆଯାଇଛି ଏହି ପଦକ୍ଷେପ ।