Sign in
Sign in
Recover your password.
A password will be e-mailed to you.
କରୋନା : ଉପଜିଲ୍ଲାପାଳ ଜାରି କଲେ ୧୪୩ ଓ ୧୪୪ ଧାରା
କରୋନା ସଂକ୍ରମଣ ରୋକିବା ପାଇଁ ବୁଗୁଡା ବ୍ଲକ ପ୍ରଶାସନର ତପ୍ତରତା,
ପ୍ରତି ପଞ୍ଚାୟତ ଦାୟୀତ୍ୱରେ ଜଣେ ଲେଖାଏଁ ଅଧିକାରୀ
ବୁଗୁଡା(ଡ଼ଃ କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ମହାମାରୀ କରୋନା ରୋଗର ସଚେତନତା ପାଇଁ ଜନସାଧାରଣ…
ଏସପି ସାରା ହେଲେ ସାହା, ଦୁଇ ଅସହାୟ ଯୁବତୀଙ୍କୁ ଦେଖେଇଲେ ବଂଚିବାର ରାହା
http://www.youtube.com/watch?v=D_b9tfYq1EA
ପାରଳାରେ ଗଡିଲା ବ୍ୟାଟେରୀ ଚାଳିତ ମହିଳା ପିଙ୍କ-ଅଟୋ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସବୁବେଲେ କିଛି ନ କିଛି ଇନୋଭେଟିଭ ଆଉ ନିଆରା କରି ଚର୍ଚ୍ଚାରେ ରହି ଆସିଥିବା ଗଜପତିର ଏସପି ସାରା ଶର୍ମା ଏବେ ପୁଣି ଚର୍ଚ୍ଚାରେ | ଏବେ…
ଧନ୍ୟ ଧରମବୀରଙ୍କ ମଣିଷପଣିଆ, ସସ୍ମିତା ପାଇଲେ ନୂଆ ଦୁନିଆ
http://www.youtube.com/watch?v=8niNur4pM70
ନିଆରା ବାହାଘର, ସମାଜ ପାଇଁ ପ୍ରେରଣା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ବାହାଘର ହେଲା, କନ୍ୟାଦାନ ହେଲା, ହାତଗଣ୍ଠି ପଡିଲା | ହେଲେ ବାହା ଘରରେ ବାଜି ନ ଥିଲା ବାଜା, ଫୁଟି ନଥିଲା ବାଣ କି ଲାଗିନଥିଲା ବରଯାତ୍ରୀଙ୍କ ଲମ୍ବା ଲାଇନ ।…
ଚଳନ୍ତା ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ବୃଦ୍ଧ
ନୟାଗଡ(ବିଶ୍ୱଜିତ ନାୟକ) - ଚଳନ୍ତା ଟ୍ରେନକୁ ଡେଇଁ ବୃଦ୍ଧଙ୍କ ମୃତ୍ୟୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜ଼ିଲ୍ଲା ଇଟାମାଟି ଥାନା ବାଉଁଶିଆପଡ଼ା ପଂଚାୟତ ଅଭିମାନପୁର ଗାଁ ନିକଟରେ । କୌଣସି କାରଣକୁ ନେଇ ସେ ଗାଁର ନବୀନ ନାୟକ ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗିଥିଲା. । ଏଥିରେ…
କରୋନା ମୁକାବିଲା : ନିୟୋଜିତ ହେଲେ ୪ ଆଇଏଏସ
Bhubaneswar/Shasak Prashasak : କରୋନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଗତକାଲି ରାଜ୍ୟ ସରକାର ଆଇଇସି ଟିମ ଗଠନ କରି କୌଶଳ ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗଚିଙ୍କୁ ତାହାର ମୁଖ୍ୟ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ଆଜି ପୁଣି କରୋନା ମୁକାବିଲା ମିଶନରେ ୨୦୧୭…
ଜୀବନେ ଆସିଲା ଝଡ : ନାବାଳକଙ୍କ ମୁଣ୍ଡରେ ସଂସାର ପାହାଡ
କିଡନି ରୋଗରେ ଆକ୍ରାନ୍ତ ବାପାଙ୍କୁ ବଂଚାଇବା ପାଇଁ ଦୁଇ ନାବାଳକର ସଂଘର୍ଷ ।
ପଦ୍ମପୁର(ଶାସକ ପ୍ରଶାସକ)- ସବୁ ଦୁଃଖେ କଷ୍ଟେ ଠିକ ଠକ ଚାଲିଥିଲା | ଦୁଇ ପୁଅ ଓ ସ୍ତ୍ରୀ କୁ ନେଇ ହସଖୁସିରେ ଚଳାଇଥିଲେ ସଂସାର ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ସାଗର ମେହେର । ପାଖରେ ଜମିବାଡି ନଥିଲେ…
କଳହ : ବିଷ ପିଇଦେଲେ ତିନି, ଜଣେ ମୃତ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର କତରଗା ଥାନା ଲଏଡା ରୁକୁଡିହି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୩ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କ ମଧ୍ୟରୁ ମାଆ ମୃତ୍ୟୁବରଣ କରିଥିବା ବେଳେ ବାପା ପୁଅ ଗୁରୁତର ଅବସ୍ଥାରେ…
ଦାଉ ସାଧିଲା କରୋନା : ଅରୁଣ ଓ ଗରୁଡ ସ୍ତମ୍ଭ କୁଂଢ଼େଇବା ମନା, ଆନନ୍ଦ ବଜାରରେ ଅଭଡ଼ା ସେବନକୁ ବି ନା (କଣ କହୁଛନ୍ତି…
http://www.youtube.com/watch?v=ycP77dXkLoM
ଶ୍ରୀମନ୍ଦିରରେ ବି କରୋନା ପାଇଁ ବ୍ୟାପକ ପ୍ରତିକାରାତ୍ମକ ପ୍ରସ୍ତୁତି
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ଛତିଶା ନିଯୋଗରେ ହେଲା ନିଷ୍ପତ୍ତି
ପୁରୀ(ଶାସକ ପ୍ରଶାସକ) ମାରାତ୍ମକ ତଥା ଘାତକ କରୋନା ଭୁତାଣୁର ବିସ୍ତାର ବା…
ପଦ୍ମପୁର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା
ପଦ୍ମପୁର,(ଶାସକ ପ୍ରଶାସକ): କେନ୍ଦ୍ର ସରକାରଙ୍କ ପ୍ରତ୍ୟେକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ପଛରେ ଅନ୍ୟତମ ନିର୍ଣ୍ଣାୟକ ବିଜଡିକ ନେଉଥିବା ତଥା କେନ୍ଦ୍ରମନ୍ତ୍ରୀମଣ୍ଡଳରେ ପ୍ରଭାବଶାଳୀ ମନ୍ତ୍ରୀ ଓଡିଶା ମାଟିର ପୁଅ କେନ୍ଦ୍ର ପେଟ୍ରୋଲିଅମ, ପ୍ରକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର…
ଭିନ୍ନ ସଂଗ୍ରାମ : ଅମ୍ଳାନ ସଂଗ୍ରାମୀ “ଅଶୋକ ଦାସ”
ମାର୍ଚ୍ଚ ୧୫,ଅଶୋକ ଦାସଙ୍କ ୭୮ତମ ଜୟନ୍ତୀ ଅବସରରେ
ସଂଗ୍ରାମର ରୂପ ଯେପରି ବିଭିନ୍ନ, ସଂଗ୍ରାମୀଙ୍କ ପନ୍ଥା ସେହିପରି ହୋଇଥାଏ ଭିନ୍ନ ଭିନ୍ନ । ଏଇ ପନ୍ଥା ଭିତରେ ଲକ୍ଷ୍ୟ ଏକ ହୋଇ ରହିବା, ସଂଗ୍ରାମୀଙ୍କ ବୈଶିଷ୍ଟ୍ୟ । ସେହି ବୈଶିଷ୍ଟ୍ୟ ହିଁ ସଂଗ୍ରାମର ଅଭିଯାତ୍ରୀଙ୍କୁ ପରିଚିତ କରାଏ, କାଳ…