Sign in
Sign in
Recover your password.
A password will be e-mailed to you.
ପଞ୍ଜିକରଣ ପରେ ବି ପ୍ରବାସୀଙ୍କ ଫେରିବା ବାଟ ଫିଟୁନି
http://www.youtube.com/watch?v=AssCMm4azXk
ଭୋକଉପବାସରେ ଆନ୍ଧ୍ରରେ ଫସିରହିଛନ୍ତି କନ୍ଧମାଳର 13 ପ୍ରବାସୀ ଓଡ଼ିଆ l
ଘୁ. ଉଦୟଗିରି(ଗଗନ ପ୍ରଧାନ) : ସାରା ଦେଶରେ ବିଶ୍ୱମହାମାରୀ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି…
କୋହଳ ହେଲା କଟକଣା : ପୂରା ଦମରେ ଚାଲିବ ବ୍ୟାଙ୍କ
ଆସିବେ ସବୁ କର୍ମଚାରୀ, ମାନିନେ ସୋସିଆଲ ଡିଷ୍ଟାନ୍ସ ନର୍ମ
ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନା ଯୋଗୁ ବ୍ୟାଙ୍କ ଗୁଡିକ ପାଇଁ ଜାରି ହୋଇଥିଲା କଟକଣା । ସୀମିତ କର୍ମଚାରୀଙ୍କୁ ନେଇ କାମ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ନିର୍ଦ୍ଦେଶ । ହେଲେ ଲକ ଡାଉନ ୪.୦ର କୋହଳ କଟକଣା…
ଗରଗଡବାହାଳ ଗ୍ରାମୀଣ ପାର୍କ ନିର୍ମାଣରେ ଅନିୟମିତତା
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ଗରଗଡବାହାଳ ପଞ୍ଚାୟତରେ ନିର୍ମିତ ହୋଇଥିବା ଏକ ଗ୍ରାମୀଣ ପାର୍କ ନିର୍ମାଣ କମ ରେ ଅନିୟମିତତା ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗରଗଡବାହାଳ ଗ୍ରାମ ପଞ୍ଚାୟତର…
ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପଶ୍ଚିମବଙ୍ଗରେ ପହଁଚିଲେ ପ୍ରଧାନମନ୍ତ୍ରୀ
କୋଲକାତା : ଆମ୍ପାନ ବାତ୍ୟା ଦ୍ୱାରା ପ୍ରଭାବିତ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଆଜି ସକାଳେ କୋଲକାତାରେ ପହଂଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ସେଠାରେ ସେ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ…
ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି ରାଜ୍ୟ ବାହାର ପ୍ରବାସୀ : ଚିନ୍ତାରେ ସହରବାସୀ
ବଲାଙ୍ଗୀର/ ନିରୋଜ ମିଶ୍ର : ସହରର ବିଭିନ୍ନ ରାସ୍ତାରେ ରାଜ୍ୟ ବାହାର ପ୍ରବାସୀ ଖୋଲାଖୋଲି ବୁଲୁଥିବା ଦେଖାଯାଉଛି। ପ୍ରତିଦିନ ଶତାଧିକ ପ୍ରବାସୀ ବସ୍, ଟ୍ରେନ ଓ ଅନ୍ୟ ଯାନବାହନରେ ବଲାଙ୍ଗୀର ସହରରେ ପହଞ୍ଚୁଛନ୍ତି । ସେମାନଙ୍କୁ ଆଣୁଥିବା ବସ୍ ଓ ଯାନବାହନଗୁଡିକ କୌଣସି ନିର୍ଦ୍ଦିଷ୍ଟ…
୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କଲେ ବିଡିଓ
ବଲାଙ୍ଗୀର/(ନିରୋଜ ମିଶ୍ର): ମହାମାରୀ କରୋନା ବିପତ୍ତି ସମୟରେ ବଦଳି। ପୁଇଁନ୍ତଲା ବ୍ଲକର ୪ ପଞ୍ଚାୟତର ଜିଆରଏସଙ୍କୁ ଅଦଳବଦଳ କରିଛନ୍ତି ବିଡିଓ ରବିନାରାୟଣ ଆଚାର୍ଯ୍ୟ। ତେବେ ମନରେଗା କାମକୁ ସୁବ୍ୟସ୍ଥିତ ଓ ସୁଚାରୁରୂପେ ତୁଲାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ ଚିଠିରେ ଉଲ୍ଲେଖ…
ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ଆଉ ୮୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୦ଜଣ କ୍ୱାରେନଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୮୯ ଥିବା ବେଳେ ସୁସ୍ଥ…
ମମତାଙ୍କ ସହ ଫୋନ ଯୋଗେ କଥାହେଲେ ନବୀନ
ବାତ୍ୟାର କ୍ଷୟକ୍ଷତି ସମ୍ପର୍କରେ କଲେ ଆଲୋଚନା : ସହାୟତାର ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର (ଶାସକ ପ୍ରଶାସକ): ଆମ୍ପାନ ବାତ୍ୟାର ଗୁରୁତର କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଜି ସକାଳେ ଟେଲିଫୋନ କଥା ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ…
କି ଅମଣିଷ ଏମାନେ : ବୁଢ଼ୀମାଆକୁ ପିଟି ପିଟି ମାରିଦେଲେ ଦୁଇ ପୁଅ
ବାରିପଦା/ ଦିଲ୍ଲୀପ ମହାନ୍ତି : ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ବଣକାଟି ପଂଚାୟତ ସାତଭାୟା ଗାଁରେ ୨ପୁଅର ଠେଙ୍ଗା ମାଡରେ ମା ମୃତ । ଅଭିଯୁକ୍ତ ପୁଅ ରବି ଆଉ ରାଜକିଶୋର କୁ ଗିରଫ କଲା ବାଙ୍ଗିରିପୋଷି ଥାନା । ମୃତକ ମା ତୁଳସୀ ସିଂ ପୁଅ ମଧ୍ୟରେ ପାରିବାରିକ କହଳକୁ ନେଇ ହତ୍ୟାକାଣ୍ଡ …
Reservation counters at railway stations made functional
booking/cancellation of reserved tickets shall also be available at Post Offices,Yatri Ticket Suvidha Kendra , and authorized counters of IRCTC
Bhubaneswar(SPB) : Reservation counters at Bhubaneswar railway station and other railway…