ସମ୍ବଲପୁର-କୁଚିଣ୍ଡା(ରମାକାନ୍ତ ବିଶ୍ବାଳ ) : କୁଚିଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ କାର୍ଯାଳୟରୁ ଏକ ଭଡା କାର ରେ ବରଗଡ ଜ଼ିଲ୍ଲା ନିଜସ୍ୱ ଗ୍ରାମ କୁ ଯାଉଥିବା ବେଳେ ସାତକମା ବ୍ରିଜରେ ଭିଜିଲାନ୍ସ ଚଡାଉ କରି ୯୯ହଜାର୯୫୦ ଟଙ୍କା ଜବତ କରିଛି l ଏହା ପରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ନାୟକଙ୍କ କାର୍ଯାଳୟ, ଭଡାଘର, ବିଜେପୁର ପୈତୃକ ଘର,ନିଜ ଘର ବରଗଡ଼ ଓ ଶଶୁର ଘର ଏହି ୫ ଟି ସ୍ଥାନରେ ତଲାସୀ କରି ବିପୁଳ ପରିମାଣ ର ଆୟ ବହିର୍ଭୁତ ସମ୍ପତି ଜବତ କରିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୁଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.