Sign in
Sign in
Recover your password.
A password will be e-mailed to you.
କଚେରୀ ମାର୍କେଟ ଦୋକାନ ଗୃହ ବଣ୍ଟନ ସର୍ତ୍ତାବଳୀକୁ ନେଇ ଜନ ଅସନ୍ତୋଷ
ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଜଣେଇଲେ ବ୍ୟବସାୟୀ
ଇଞ୍ଜିନିୟରିଂ ବିଭାଗର ସାର୍ଟିଫିକେଟ ନ ଥାଇ ଟେଣ୍ଡର ଡ଼କାଯିବାକୁ ନେଇ ଉଠିଛି ପ୍ରଶ୍ନ
ବାରିପଦା(ଦିଲ୍ଲୀପ ମହାନ୍ତି)- ରାଜ୍ୟ ସରକାରଙ୍କ ଡିଭୋଲୁସନ ଫାଣ୍ଡ ନିର୍ମିତ ବାରିପଦା କଚେରୀ ମାର୍କେଟ କମ୍ପେ୍ଲକ୍ସ ଦୋକାନ ଗୃହ ସହ…
ପାରଳାଖେମୁଣ୍ଡି-ଗୁଣପୁର ରେଳପଥରେ ବିଦ୍ୟୁତ କରଣ ଓ ଅନ୍ୟାନ୍ୟ ବ୍ୟବସ୍ଥାର ଅନୁଧ୍ୟାନ କଲେ ନିରାପତ୍ତା କମିଶନ ଓ ଡି ଆର୍…
http://www.youtube.com/watch?v=18lAcP5fP7I
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି–ଗୁଣୁପୁର ରେଳପଥରେ ଆଉ ମାତ୍ର କିଛି ମାସ ପରେ ବିଦ୍ୟୁତ ଇଞ୍ଜିନ ଯୁକ୍ତ ଟ୍ରେନ ଚଳାଚଳ କରିବ । ଏଥିପାଇଁ ରେଳ ବିଭାଗ ପକ୍ଷର ଜୋରସୋରରେ ବିଦ୍ୟୁତକରଣ କାର୍ଯ୍ୟ ଚାଲିଛି , ଏହି…
ସମାଜ ପାଇଁ ଉଦାହରଣ ପାଲଟିଲେ ତାରାବତୀ
http://www.youtube.com/watch?v=_eWqhE-rAcc
ସମ୍ବଲପୁରରୁ ରମାକାନ୍ତ ବିଶ୍ୱାଳ : ଟେଲିଭିଜନ ଦେଖାଇଲା ରୋଜଗାର ବାଟ । ଘରୁ ପାଦ କାଢ଼ିଲେ ମହିଳା, ଆଉ ନେଲେ ସେ ସଂକଳ୍ପ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ଲୋକଙ୍କୁ ମଧ୍ୟ ରୋଜଗାରକ୍ଷମ କରିବେ । ଆଉ ଏଥିପାଇଁ କୃଷି ଉଦ୍ୟାନ ବିଭାଗ…
କିଟ -ଭିଟ ହରାଇଲେ “ଇନଷ୍ଟିଚ୍ୟୁସନ୍ ଅଫ୍ ଏମିନେନ୍ସ’ ମାନ୍ୟତା !
ନୂଆଦିଲ୍ଲୀ(ଶାସକ ପ୍ରଶାସକ) ଓଡ଼ିଶାର ଜଣାଶୁଣା ଶିକ୍ଷା ସାମ୍ରାଜ୍ୟ ତଥା ବର୍ତ୍ତମାନର କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସମୂହ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି (KIIT) ଏବଂ ତାମିଲନାଡୁର ଭେଲୋର ଇନଷ୍ଟିଚ୍ୟୁଟ୍ ଅଫ୍…
ରେଣୁବାଳାଙ୍କ ନିଆରା ପ୍ରଚାର : ଗାଁ ଗାଁ ବୁଲି ଘଣ୍ଟା ବାଡେଇ କଲେ ସଚେତନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : କରୋନା ଭୁତାଣୁର ସଂକ୍ରମଣ ରୋକିବା ପାଇଁ ଗଣ ମାଧ୍ୟମରେ ବହୁଳ ପ୍ରଚାର ପ୍ରସାର କରାଯାଉଛି | ରାଜ୍ୟ ସରକାର ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ମାରାତ୍ମକ କରୋନା ବୁଝାଉଛନ୍ତି | ସମଗ୍ର ଗଣମାଧ୍ୟମ , ସାମାଜିକ ଗଣମାଧ୍ୟମ ଲାଗିପଡ଼ିହଛନ୍ତି, ସରକାର ପ୍ରଚାର ପ୍ରସାର ବା…
ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦହେବ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ବ୍ଲକର ୧୮ଟି ପ୍ରାଥମିକ ବିଦ୍ୟାଳୟକୁ ଆସନ୍ତା ଶିକ୍ଷାବର୍ଷ ଠାରୁ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛନ୍ତି । ୨୦ରୁ କମ୍ ସଂଖ୍ୟକ ଛାତ୍ରାଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟ ଗୁଡିକହେଲା ଭୋବସର,…
ଏସପିଙ୍କ ଓଡ଼ଗାଁ ଥାନା ଅଚାନକ ପରିଦର୍ଶନ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭାବେ ପ୍ରତ୍ୟୁଷ ଦିୱାକର ଦାୟିତ୍ୱ ଗ୍ରହଣ କରିବା ପରେ ଆଜି ପ୍ରଥମ କରି ଅଚାନକ ଭାବେ ଓଡ଼ଗାଁ ଆଦର୍ଶ ଥାନା ପରିଦର୍ଶନରେ ଆସିଥିଲେ । ଥାନାର ସମସ୍ତ ପୋଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ବର୍ତମାନର ସ୍ଥିତି ସମୀକ୍ଷା ପରେ…
ମଣିଷ ପଣିଆ ଦେଖାଇଲେ ଲତିକା, ଦୁର୍ଘଟଣାରେ ଆହତଙ୍କୁ ବଢ଼ାଇଲେ ସହାୟତାର ହାତ
ଭୁବନେଶ୍ୱର(ଶାସକ ପ୍ରଶାସକ): ମଣିଷ ପଣିଆ ଦେଖାଇଲେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ନିଜ ନିର୍ବାଚନ ମଣ୍ଡଳୀର ଜଣେ ବ୍ୟକ୍ତିଙ୍କୁ ବଢ଼ାଇଛନ୍ତି ସହାୟତାର ହାତ ।
ସୂଚନାଯୋଗ୍ୟଯେ, କବିସୂର୍ଯ୍ୟନଗର ଅଞ୍ଚଳର ଗଣେଶ ଡାକୁଆ ଏକ…
ଥମିଗଲା ଜୀବନ ସଂଗୀତ, ବାହୁଡ଼ିଗଲେ ବାଚ୍ଚୁଦା
ଓଡିଆ ସିନେଜଗତର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାଚୁ ମୁଖାର୍ଜୀ ହୃଦଘାତରେ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଆ ଚଳଚ୍ଚିତ୍ର ଜଗତର ସଙ୍ଗୀତ ନିର୍ଦ୍ଦେଶକ ବାଚ୍ଚୁଦା ଆଉ ନାହାନ୍ତି । ମଧୁମେହ ରୋଗରେ ପୀଡିତ ହୋଇ ୬୪ ବର୍ଷ ବୟସରେ ଆଜି ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।…
୧୦ ବର୍ଷ ହେଲା ପଟ୍ଟା ମିଳିଛି, ହେଲେ ଜମି ଦେଖାନାହିଁ
ଭୂମିହୀନଙ୍କୁ ଘରବାରୀ ଯାଗାର କେବଳ ପଟ୍ଟା ଦେଲା,ଯାଗା ଦେଇନାହିଁ ପ୍ରଶାସନ
ପାଟଣାଗଡ଼ (ଶାସକ ପ୍ରଶାସକ) ଜିଲ୍ଲାରେ ଘରବାରୀ ପାଇଁ ଯାଗା ଖଣ୍ଡିଏ ନଥିବା ଗରିବ ଭୂମିହୀନଙ୍କୁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡିଏ ଲେଖାଏଁ ଯାଗା ଦେବାପାଇଁ ସେମାନଙ୍କୁ ଚିହ୍ନଟ କରାଯାଇ ଜମିପଟ୍ଟା ଯୋଗାଇ ଦେଇଥିଲା…