Sign in
Sign in
Recover your password.
A password will be e-mailed to you.
ପ୍ଲସ ଥ୍ରୀର ଦ୍ଵିତୀୟ ଓ ଚତୁର୍ଥ ଏବଂ ପିଜିର ଦ୍ଵିତୀୟ ସେମିଷ୍ଟାର ପରୀକ୍ଷା ହେବନାହିଁ : ଡ଼ ଅରୁଣ ସାହୁ
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଓ ପାଠପଢାକୁ ଦେଇ ଗ୍ରହଣ କରିଛନ୍ତି ଦୁଇଟି ଗୁରୁତ୍ୱପୂର୍ଣ ନିଷ୍ପତ୍ତି | ଆଉ ସେ ବିଷୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ ବୈଠକ ପରେ ଏ ବିଷୟରେ ସୂଚନ ଦେଇଛନ୍ତି କୃଷି, କୃଷକ…
୩୫ କେଜି ବାର୍ହା ମାଂସ ଜବତ, ଦୁଇ ଶିକାରୀ ଗିରଫ
ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ୍ ତଳଗାଁ ଅଞ୍ଚଳରୁ ବନ ବିଭାଗ ପକ୍ଷରୁ ୩୫ କେଜି ବାର୍ହା ମାଂସ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏହାସହ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ରାଜ କିଶୋର ରଣା ଓ ଅରୁଣ ନାଏକ।…
ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଗ୍ରାମବାସୀ କଲେ ଅଭିଯୋଗ
କାର୍ଯ୍ୟ ତଦାରଖ ପାଇଁ ଗଲେ ବିଧାୟକ ଓ ବିଭାଗୀୟ ଯନ୍ତ୍ରୀ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ଅର୍ଥାତ ନକ୍ସାପାଲି ଗ୍ରାମର ଏକ ପୋଖରୀ ର ପୁନରୁଦ୍ଧାର ଓ ନିର୍ମାଣ କାର୍ଯ୍ୟ କୁ ନେଇ ଜନ ଅସନ୍ତୋଷ ତେଜିଛି । ଗ୍ରାମବାସୀ ଙ୍କ ଠାରୁ…
ସେମିଷ୍ଟର ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବାକୁ ଚାଲିଛି ମାନସ ମନ୍ଥନ
http://www.youtube.com/watch?v=FAO8umHJAcY
ଭୁବନେଶ୍ୱର (ଶାସକ ପ୍ରଶାସକ) : ସବୁକିଛି ବିଗାଡିଲା ପରି କରୋନା ବିଗାଡ଼ିଦେଇଛି ଶିକ୍ଷାଦାନ ବ୍ୟବସ୍ଥା | ଲକଡାଉନ ସାମାନ୍ୟ କୋହଳ ହେବାପରେ ଏବେ ସରକାର ଉଦ୍ୟମ ଚଳାଇଛନ୍ତି କେମିତି ସ୍ୱାଭାବିକ କରିହେବ ଶିକ୍ଷାଦାନ ଓ ପରୀକ୍ଷା ପରିଚାଳନା…
ରେଙ୍ଗାଲି “ବୈଦୁତିକ ଗଣମାଧ୍ୟମ ୟୁନିଅନ” ସଭାପତି ହେଲେ ରମାକାନ୍ତ ବିଶ୍ୱାଳ
ସମ୍ବଲପୁର (ଶାସକ ପ୍ରଶାସକ) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ହୋଟେଲ ସ୍ପାଇସି ପରିସରରେ ଆଜି ରେଙ୍ଗାଲି ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ "ବୈଦୁତିକ ଗଣମାଧ୍ୟମ ୟୁନିଅନ" ରେଙ୍ଗାଲି ବ୍ଲକ ଜିଲ୍ଲା-ସମ୍ବଲପୁରରୁ ଗଠିତ ହୋଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ବରିଷ୍ଠ…
ସଙ୍ଗରୋଧ ରହଣୀ ସାରି ଘରକୁ ଗଲେ ୧୪୭ ପ୍ରବାସୀ ଓଡ଼ିଆ
ଓଡ଼ଗାଁ/ ଶ୍ରୀକାନ୍ତ ମିଶ୍ର : ଓଡ଼ଗାଁ ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ରୋହିବାଙ୍କ ସଙ୍ଗରୋଧ ଗୃହରେ ଥିବା ୭ଜଣ ପ୍ରବାସୀ ସୁରଟ ଫେରନ୍ତା ସଙ୍ଗରୋଧ ରହଣୀ ସାରି ଆଜି ଘରକୁ ଫେରିଛନ୍ତି । ସ୍ଥାନୀୟ ରୋହିବାଙ୍କ ପଂଚାୟତ ନରସିଂହ ପ୍ରସାଦ ଗ୍ରାମର ୭ଜଣ ପ୍ରବାସୀ ଓଡ଼ିଆ ଗତ ତା. ୨ା୫ା୨୦୨୦ ରିଖରୁ…
ସଙ୍ଗରୋଧ ଗୃହରେ ଅବ୍ୟବସ୍ଥା, ଖାଇଲେନି ପ୍ରବାସୀ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ କୁରାଳ ଉଚ୍ଚ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ଥିବା ପ୍ରାବାସୀ ଓଡିଆ ସଙ୍ଗରୋଧ ଗୃହ ଅବ୍ୟବସ୍ଥା ନେଇ ପ୍ରତିବାଦ କରି ଆଜି ଖାଦ୍ୟ ଗ୍ରହଣ କରିନଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜକୁ ୧୮ଦିନ ହେବ କୁରାଳ ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀମାନେ…
ଆଜି ପୁଣି କରୋନା ପଜିଟିଭ ଚିହ୍ନଟ ହେଲେ ୭୯ ଜଣ
ଭୁବନେଶ୍ୱର/ ଶାସକ ପ୍ରଶାସକ : ରାଜ୍ୟରେ ଆଉ ୭୯ ଜଣଙ୍କୁ କରୋନା | ଏ ବିଷୟ ଚିହ୍ନଟ କରିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ | ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ରେ ପହଂଚିଛି | ସୂଚନା ଅନୁଯାୟୀ ଅନୁଗୁଳ ୧ ଜଣ, ବାଲେଶ୍ୱରରେ ୪ ଜଣ, ବଲାଙ୍ଗୀରରେ ୧୪ ଜଣ, କଟକରେ ୧୬ ଜଣ,…
ହାତ ଟେକି ଦେଇଛନ୍ତି ରଥ ମହାପାତ୍ର : ଠାକୁରେ ଚାହିଁଲେ ସୁରକ୍ଷିତ ଭାବେ ଗଡିବ ରଥ !
"ତିନି ରଥର ୪୨ଟି ଚକ ମଧ୍ୟରୁ ଅଧିକାଂଶ ଚକ ଦୁର୍ବଳ ଅବସ୍ଥାରେ ରହିଛି । ଏହି ସମୟରେ କୌଣସି ପ୍ରକାରରେ ପେଚ ଆଦି ମାରି ରଥର ଚକଡ଼ାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ହାଲର ଅବସ୍ଥା ଭଲ ନାହିଁ । ୩/୪ ବର୍ଷ ପୂର୍ବେ ୪୨ଟି ଚକ ନିମନ୍ତେ ନୂତନ ହାଲ ଯୋଗାଇ ଦେବା ନିମନ୍ତେ ଦେବୋତ୍ତର…
କାନ୍ଥରେ ଚିତ୍ର କରି ସ୍ବେଛାସେବୀ ବାଣ୍ଟୁଛନ୍ତି କରୋନା ସଚେତନ ବାର୍ତ୍ତା
ଆଠମଲ୍ଲିକ/ସନ୍ତୋଷ ମେହେର : ବର୍ତ୍ତମାନ ସାରା ବିଶ୍ଵ କରୋନା ରେ ଆକ୍ରାନ୍ତ ଏଭଳି ପରିସ୍ଥିତି ରେ ଲୋକଙ୍କୁ ସଚେତନ କରିବା ପାଇଁ ଆଠମଲ୍ଲିକ ବ୍ଲକ ର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାଁ ମାଉଳୀ ଯୁବକ ସଂଘ ବେଲାଦୁଲା ଆଉ ଏକ ପାଦ ଆଗକୁ ଆସିଚି ଆଗକୁ ଆସିଛି । ପୂର୍ବରୁ ମାସ୍କ ବିଭିନ୍ନ…