Sign in
Sign in
Recover your password.
A password will be e-mailed to you.
ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ରେଳର ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ଵତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ | ରେଳ ମନ୍ତ୍ରଣାଳୟ ଦ୍ଵାରା ସମସ୍ତ ସ୍ପେଶାଲ ଟ୍ରେନର ଅଗ୍ରୀମ ସଂରକ୍ଷଣ ଅବଧିକୁ…
ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଲୱେ କାର୍ଯ୍ୟାଳୟରେ ବି ଆଜି ଶୁଭିବ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର: କୋଭିଡ଼୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିବା ସହ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଶନିବାର ସଂଧ୍ୟା ୫.୩୦ମି: ରେ "ବନ୍ଦେ ଉତ୍କଳ ଜନନୀ' ଗାନ କରିବାକୁ ନିଷ୍ପତ୍ତି ନେଇଛନ୍ତି | ପୂର୍ବ ତଟ ରେଳପଥକୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ…
ମୟୂରଭଞ୍ଜ : ସଙ୍ଗରୋଧ ଗୃହରୁ ଜଣେ ତାମିଲନାଡ଼ୁ ଫେରନ୍ତା କରୋନା ପଜିଟିଭ ଚିହ୍ନଟ
ପଜିଟିଭ ସଂଖ୍ୟା ୧୭କୁ ବୃଦ୍ଧି : ଜିଲ୍ଲାରେ ସକ୍ରିୟ ସଂଖ୍ୟା ୬ ଓ ସୁସ୍ଥ ହୋଇଥିବା ସଂଖ୍ୟା ୧୧
ବାରିପଦା(ଦିଲ୍ଲୀପ ମହାନ୍ତି )- ଗତକାଲି ମୟୂରଭଞ୍ଜ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋପବନ୍ଧୁନଗର ବ୍ଲକ ଅଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୨୭ ବର୍ଷ ଯୁବକଙ୍କ…
ବରଗଡରେ ୬ ନୂଆ କରୋନା ପଜିଟିଭ
ବରଗଡ଼ (ଶାସକ ପ୍ରଶାସକ)ବରଗଡ ଜିଲ୍ଲାର ୬ ଟି ନୂତନ କରୋନା ପୋଜିଟିଭ ମାମଲା (ସମସ୍ତ ପୁରୁଷ ବ୍ୟକ୍ତି) ଭେଡେନରୁ ୪ ଏବଂ ଭଟଲି ବ୍ଲକରୁ ୨ ଟି ଚିହ୍ନଟ ହୋଇଛି | ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଭ୍ରମଣ ଇତିହାସ ଏବଂ ଭଟଲିରେ ଗୋଟିଏ ସ୍ଥାନୀୟ ମାମଲା ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡିକ…
ଏବେବି ବଂଚିଛି ମଣିଷ ପଣିଆ
ଗର୍ଭବତୀ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ବଢ଼ାଇଲେ ସହାୟତାର ହାତ
ବାରିପଦା(ଦିଲ୍ଲୀପ ମହାନ୍ତି)- ଏବେ ବି ମାନବିକତା ବଞ୍ଚିରହିଛି । କରୋନାକୁ ନେଇ ଲକ ଡ଼ାଉନ ଜାରି ରହିଥିବା ବେଳେ ମାନବ ସେବା ହିଁ ମାଧବ ସେବାର ଯଥାର୍ଥତା ପ୍ରମାଣିତ କରାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଥାନା…
ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ସାପ କାମୁଡ଼ାରେ ଦୁଇ ଭଉଣୀ ତଥା ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ତଥା ଶାମାଖୁଣ୍ଟା ବ୍ଲକ ଖାଣ୍ଡିଆ ପଂଚାୟତର ବଡ଼ଦନାମରା ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ସେହି ଥାନା ଅଧିନ…
ଆଳୁ ଖୋଳୁ ଖୋଳୁ ମହାଦେବ : ଚାଉଳ ଚୋରି ଖୋଜୁ ଖୋଜୁ ବାହାରିଲାଣି କିରାସିନି ଚୋରି
ବଲାଙ୍ଗୀର (ଶାସକ ପ୍ରଶାସକ) : ଆଳୁ ଖୋଳୁ ଖୋଳୁ ମହାଦେବ ବହାରିଲା ପରି ଚାଉଳ ଦୁର୍ନୀତିର ତଦନ୍ତ କରୁକରୁ ବାହାରିଲା କିରାସିନି କଳେଙ୍କାରୀ। ଗରିବ ଖଟିଖିଆଙ୍କ ମୁହଁରେ ତାଲା ପକାଇ ଦିନ ଦି’ପହରରେ ତାଙ୍କ ନାଁରେ ହରିଲୁଟ୍ ହେଉଛି କିରାସିନି! ହିତାଧୀକାରୀଙ୍କୁ ଦେଢ଼ ଲିଟର କିରାସିନି ଦେଇ…
ଆସନ୍ତୁ ମିଳିମିଶି ଉତ୍କଳ ଜନନୀର ବନ୍ଦନା କରିବା, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା : ଜିଲ୍ଲାପାଳ ଅନୁପମ ଶାହା
ପାରଳାଖେମୁଣ୍ଡି ( ବାଳକୃଷ୍ଣ ପାଣିଗ୍ରାହୀ) : ଦେଶରେ ଚାଲିଛି କରୋନା ବିରୋଧରେ ସଂଗ୍ରାମ । ଓଡିଶା ସରକାର ବି ଏଇ ଭୁତାଣୁ ବିରୋଧରେ ସଶକ୍ତ ଲଢେଇ ଜାରି ରଖିଛନ୍ତି । ବାସ୍ତବିକ ଗ୍ରାଉଣ୍ଡ ଜିରୋରେ ଏ ଲଢ଼େଇକୁ ଜୀବନ ବାଜି ଲଗେଇ ଲଢ଼ୁଛନ୍ତି କରୋନା ଯୋଦ୍ଧା ମାନେ । ସେମାନଙ୍କ ସମ୍ମାନାର୍ଥେ …
ଏମିତି ବି ହୁଏ ଅଘଟଣ : ଆଗ ଚକ ଉଠିଗଲା, ପ୍ରାଣ ଚାଲିଗଲା
ବରଗଡ :- ବରଗଡ ଜିଲ୍ଲା ପାଇକମାଲରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ପାଇକମାଲର ବରିଷ୍ଠ ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀଙ୍କର ଘରେ ଟ୍ରାକ୍ଟର ଦ୍ୱାରା ମାଟି ଫିଲିଙ୍ଗ କାମ ଚାଲୁଥିଲା । ଏହି ସମୟରେ ମାଟି ବୋଝେଇ ଏକ ଟ୍ରାକ୍ଟର…
ଆଦର୍ଶ ଥାନା ପରିସରରୁ ଥାନା ବାବୁଙ୍କ କାଠ ବେପାର : ମିଳିତ ଚଢ଼ାଉରେ ଜବତ ହେଲା ବିପୁଳ ପରିମାଣରେ କାଠ ନିର୍ମିତ…
http://www.youtube.com/watch?v=AzquqyY2l3M
ଓଡଗାଁ (ଶ୍ରୀକାନ୍ତ ମିଶ୍ର) ଆଦର୍ଶ ଥାନା ପରିସରରୁ ଥାନା ବାବୁଙ୍କ ଚାଲିଥିଲା କାଠ ବେପାର | ଓଡଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ବାଳଙ୍କ ବସାଘରୁ ଚାଲିଥିଲା କାଠ ବେପାର | ଆଗରୁ ଥାନା ବାବୁଙ୍କ ବିରୋଧରେ ହୋଇଥିଲା ଅଭିଯୋଗ |…