Sign in
Sign in
Recover your password.
A password will be e-mailed to you.
ଆପଣାପଣିଆର ହାତ ବଢ଼ାଇଲା “ଓଡିଶା ମୋ ପରିବାର
ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ରୁ ୪୨ଜଣ ବି.ଇଡି ଛାତ୍ରଛାତ୍ରୀଙ୍କୁ ଓଡିଶା ଫେରାଇ ଆଣିବାରେ ସହାୟତାର ହାତ ବଢାଇଲା
ଭୁବନେଶ୍ୱର (ଶାସକ ପ୍ରଶାସକ) ବିଶ୍ୱ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଜାରି ହୋଇଛି ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ବାହାର ରାଜ୍ୟରେ ଫସି ରାହିଥିବା…
ସାବାସ ଲୁହାର ବାବୁ, ପଦକ୍ଷେପ ଅନୁକରଣୀୟ
http://www.youtube.com/watch?v=ZyanB6QRBR0
ଆଗେଇ ଆସିଲେ କରନା ପ୍ରପୀଡ଼ିତଙ୍କ ସହାୟତା ପାଇଁ , ଦେଇଦେଲେ ତିନିମାସର ପେନ୍ସନ
ବରଗଡ(ଶାସକ ପ୍ରଶାସକ) :- ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ନିବାସୀ ଅବସରପ୍ରାପ୍ତ ସେକ୍ସନ ଅଫିସର ଶ୍ରୀ ଖେତ୍ରୀ ଲୁହାର ଆଜି କରୋନା ମୁକାବିଲା ପାଇଁ…
କର କ୍ଲିନିକକୁ ବର୍ତ୍ତମାନ କେହି ଯାଆନ୍ତୁ ନାହିଁ, ସ୍ୱାସ୍ଥ୍ୟ ବିଭାଗ ଦେଲା ପରାମର୍ଶ |
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ତୃତୀୟ କରୋନା ରୋଗୀ | ସେ ଭୁବନେଶ୍ୱରର | କରୋନା ଭୁତାଣୁ ଚିହ୍ନଟ ହେବା ପୂର୍ବରୁ ଆକ୍ରାନ୍ତ ଜଣକ ଚିକିତ୍ସାପାଇଁ ୨୧ରେ କର କ୍ଲିନିକରେ ଓପିଡ଼ିରେ ଦେଖାଇଥିଲେ | କର କ୍ଲିନିକରେ ତାଙ୍କୁ ଚିକିତ୍ସା କରିଥିବା ବା ତାଙ୍କ…
ଦେଶର ସର୍ବବୃହତ କୋଭିଡ 19 ହସ୍ପିଟାଲ ସ୍ଥାପନ ନେଇ ସମ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ସ୍ଵାକ୍ଷର.
ଭୁବନେଶ୍ୱର(ଶାସକ ପ୍ରଶାସକ):ଓଡ଼ିଶାରେ ସ୍ଥାପନ ହେବ ଭାରତର ସବୁଠୁ ବଡ଼ କରୋନା ହସ୍ପିଟାଲ୍। ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗୁରୁବାର ରାଜ୍ୟ ସରକାର ଏହି ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପରେ ସାମିଲ ହୋଇଛି ସମ ହସ୍ପିଟାଲ |
କୋଭିଡ -୧୯ କରୋନା…
ଦେଶର ଶ୍ରେଷ୍ଠ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ସୋଆ
ଭୁବନେଶ୍ୱର, ମାର୍ଚ୍ଚ 26:ଦେଶର ଶ୍ରେଷ୍ଠ ଦଶଟି ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ ନିକଟରେ ପ୍ରକାଶିତ କ୍ୟାରିଅର 360 ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ 2020 ରେ ଘରୋଇ ବିଶ୍ୱବିଦ୍ୟାଳୟ ତାଲିକାରେ ଦଶମ ସ୍ଥାନରେ ରହିଛି ସୋଆ |…
ସରପଂଚ ବାଣ୍ଟିଲେ ସାବୁନ ଆଉ ମାସ୍କ
ହରଭଙ୍ଗା/ ପ୍ରତାପ ମେହେର : ସରସରା ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ କାଲେଶ୍ୱର୍ ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟ ରେ ହାତ ଧୋଇବାକୁ ସାବୁନ୍ , ସାନିଟାଇଜର , ମାସ୍କ୍ ଆଦି ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ସବୁବେଳେ ହାତ ଧୋଇବା ନିଜ ନିଜ ଭିତରେ ଏକ ମିଟର ଦୂରତା ବ୍ୟବଧାନ ରେ…
କରୋନା ସଚେତନତା ପାଇଁ ବିଧାୟକ ଓ ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ
ବରଗଡ/ଶାସକ ପ୍ରଶାସକ :- କରୋନା ଏବେ ବିଶ୍ୱରେ ମହାମରୀର ରୂପ ନେଇ ସରିଛି । ବର୍ତ୍ତମାନ ଦେଶ ସାରା ଲକଡାଉନ । ଲୋକଙ୍କ ଜୀବନ ରକ୍ଷା କରିବା ପାଇଁ ସରକାର ପ୍ରତ୍ୟେକ ଦିନ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଅ ଯାଉଛି ହେଲେ ବର୍ତ୍ତମାନ ସୁଧ୍ଯା କିଛି…
ଅବୁଝା ଲୋକଙ୍କୁ ବୁଲି ବୁଲି ବୁଝାଉଛନ୍ତି ଉପଜିଲ୍ଲାପାଳ, ପୋଲିସ କରୁଛି ଆକଟ
"ଅଯଥା ବାହାରକୁ ନବାହାରି ଘରେ ରୁହନ୍ତୁ, ନିରାପଦ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ"
ବରଗଡ/ଶାସକ ପ୍ରଶାସକ :-କରୋନା କୁ ନେଇ ବର୍ତ୍ତମାନ ସାରା ବିଶ୍ୱ ଚିନ୍ତାରେ । ଏହାର ମୁଖ୍ୟ କାରଣ ହେଲା ଏହି ରୋଗର କୋଣସି ଔଷଧ ନାହିଁ | ସରକାର ଓ ବିଶେଷଜ୍ଞ ଙ୍କର ମତରେ କେବଳ ସଚେତନ ରହି ଓ ସାମାଜିକ…
କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଲେ ଶ୍ରୀକାନ୍ତ: ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଦୁଇହଜାର ଟଙ୍କା ଦାନକଲେ
।ପଦ୍ମପୁର- କରୋନାକୁ ଦମନ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ସାରା ଭାରତକୁ ୨୧ଦିନ ତାଳାବନ୍ଦ ପାଇଁ ଡାକରା ଦେଇଛନ୍ତି ।ତାଙ୍କ ଏହି ଆହ୍ବାନକୁ ସମସ୍ତ ଜନସାଧାରଣ ପାଳନ କରୁଥିବା ଦେଖିବାକୁ ମିଳୁଛି। ସଚେତନ ହୋଇ ରହିବା ତଥା ସାମାଜିକ ଦୂରତ୍ବ ରଖିବା ପାଇଁ ସରକାର ଆହ୍ବାନ ଦେଇଛନ୍ତି…
ରାଜ୍ୟ ସରକାରଙ୍କ ବିଶାଳ ପଦକ୍ଷେପ : ଦେଶରେ ସର୍ବ ପ୍ରଥମ
ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର କୋବିଡ଼ ହସ୍ପିଟାଲ
ରହିବ ପ୍ରାୟ 1000 ଶଯ୍ୟା, ସମ ଓ କିମ୍ସ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ
ସିଏସଆର ପାଣ୍ଠିରୁ ଅର୍ଥ ଯୋଗାଇଦେବେ ଓଏମସି ଏବଂ ଏମସିଏଲ
ଭୁବନେଶ୍ୱର ( ଶାସକ ପ୍ରଶାସକ) : ସମଗ୍ର ବିଶ୍ୱରେ କରୋନାର ଆତଙ୍କ ଖେଳି ଯାଇଥିବା ବେଳେ…