Sign in
Sign in
Recover your password.
A password will be e-mailed to you.
ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଚଳିତ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ…
ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ବିଭାଗରେ ଦୁର୍ନୀତି ଅଭିଯୋଗ।
କେନ୍ଦୁଝର,ତା୧୪/୧- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ପୁରୁଣା ସରକାରୀ ଚିକିତ୍ସାଳୟ ଏଠାକୁ ବହୁ ଲୋକ ରୋଗ ନିରାକରଣ ଲାଗି ଦୈନିକ ଆସନ୍ତି। ତେବେ ସ୍ଥାନୀୟ ଲୋକେ ଏଠାକୁ ଜନ୍ମ ମୃତ୍ୟୁ ସାର୍ଟିଫିକେଟ ଲାଗି ଆସି ହଇରାଣ ହେଉଥିବା ଅଭିଯୋଗ ପଦ୍ମପୁର…
ମାଲକାନଗିରି ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ପାଳନ।
ମାଲକାନଗିରି ୧୪ /୧/ ୨୬: ମାଲକାନଗିରି ଜିଲ୍ଲାର ସର୍ବପୁରାତନ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ହର୍ଷ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଏହି ଉତ୍ସବ ଉପଲକ୍ଷେ, ସ୍ଥାନୀୟ ହନୁମାନ ମନ୍ଦିର ଠାରୁ କ୍ରୀଡ଼ା ମଶାଲ ଶୋଭା ଯାତ୍ରା…
ସର୍ବଭାରତୀୟ ବୋଡାସମ୍ବର କପ୍ : ପୁଲ – ବି ର ପ୍ରଥମ ମ୍ୟାଚ୍ ରେ ମୁମ୍ବାଇ କୁ ପରାସ୍ତ କଲା ପୁନେ ।
ପଦ୍ମପୁର:- ସ୍ଥାନୀୟ ଆର୍.ବି ହାଇସ୍କୁଲ ପଡିଆ ରେ ଆରମ୍ଭ ହୋଇଥିବା ୩୦ତମ ସର୍ବଭାରତୀୟ ବୋଡାସମ୍ବର କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ ତଥା ପୁଲ - ବି ର ପ୍ରଥମ ମ୍ୟାଚ୍ ଅମର ସ୍ପୋର୍ଟସ ପୁନେ ଓ ରକେଟ୍ ଏଲେଭେନ୍ ମୁମ୍ବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପୁନେ ଦଳ ଟସ୍ ଜିଣି…
ମହା ଆଡମ୍ବର ସହିତ ଉଦଯାପିତ ବରମୁଣ୍ଡା ମକର ମେଳା
ବିଜେପୁର :-ବରଗଡ଼ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକର ବରମୁଣ୍ଡା ଗ୍ରାମସ୍ଥିତ ପ୍ରସିଦ୍ଧ ଯୋଗେଶ୍ୱର ମଠରେ ତିନିଦିନିଆ ମକର ସଂକ୍ରାନ୍ତି ସଫଳତାର ସହିତ ଉଦଯାପିତ ହୋଇଯାଇଛି। ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜିତ ଏହି ମେଳାରେ ଗ୍ରାମ ସହିତ ସହ ଆଖପାଖ ଅଞ୍ଚଳର ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନଙ୍କର…
ଶତାୟୁ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ
(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣପୁର ସରକାରି ଉଚ୍ଚ ବିଦ୍ୟାଳୟ ରେ ତା ୧୨ ଓ ୧୩ ଦୁଇଦିନ ଧରି ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅଥିତି ରୂପେ ଗୁଣପୁର ପୌରପରିଷଦ ର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶିବ ପ୍ରସାଦ ଗୌଡ଼ ଯୋଗଦେଇ କ୍ରୀଡା ଉତ୍ସବ ଉଦଘାଟନ…
କିଟ୍ ରେ ଚେସ୍ ମହାକୁମ୍ଭ ଉଦଘାଟିତ
ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀ
ଭୁବନେଶ୍ୱର, ୧୪ ।୧: କିଟ୍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ବୁଧବାର ଉଦଘାଟିତ ହୋଇଯାଇଛି। ଏହାକୁ ଅନ୍ତର୍ଜାତୀୟ ଚେସ୍ ଫେଡେରେସନ୍…
ଢେଙ୍କିକୋଟ ଠାରେ ଆନ୍ତଃରାଜ୍ଯ ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ l
କେନ୍ଦୁଝର,ତା୧୪/୧- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଭଲିବଲ୍ ସଂଘ ତରଫରୁ ୧୫ତମ ବାର୍ଷିକ ଆନ୍ତରାଜ୍ଯ ଦିବାରାତ୍ର ମହିଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି l ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦୁଝର ଜିଲ୍ଲାର ସାଂସଦ ଶ୍ରୀ ଅନନ୍ତ ଚରଣ…
ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀରମୋହନ ଜୟନ୍ତୀ ପାଳିତ
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ମାଲକାନଗିରି ଜିଲ୍ଲା ଉତ୍କଳ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୮୩ତମ କଥା ସମ୍ରାଟ ବ୍ଯାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଜଗନ୍ନାଥ ପଲ୍ଲୀ ଉଚ୍ଚ ବିଦ୍ୟାଳୟ, ଏମଭି -୭ ଠାରେ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସଂସଦ ସଭାପତି…
ଜିଲ୍ଲା ପ୍ରଶାସନର ପ୍ରୟାସରେ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟରେ ପଢିବେ ଜିଲ୍ଲାର ୧୫ ଛାତ୍ର
ମାଲକାନଗିରି ରୁ ସୁରେନ୍ଦ୍ର ବେମାଲ: ଚଳିତ ବର୍ଷ ବଲାଙ୍ଗୀର ସ୍ଥିତ ଷ୍ଟେଟ୍ ଇନଷ୍ଟିଟ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ ରେ ପାଠ ପଢ଼ିବେ ମାଲକାନାଗିରି ଜିଲ୍ଲାର ପନ୍ଦର ଜଣ ଛାତ୍ର। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ପ୍ରଚେଷ୍ଟା କ୍ରମେ ଆଜି ଜିଲ୍ଲାର ୧୫ ଜଣ ଛାତ୍ର ବଲାଙ୍ଗୀର ଅଭିମୁଖେ…